December 23, 2024

Odia Express

Leading Odia News Portal of Odisha

କୁମ୍ଭ ରାଶିର ଅପ୍ରିୟ ସତ କଥା ଆଜି ଜାଣିରଖନ୍ତୁ – କିପରି ଏମାନଙ୍କ ଜୀବନ କଟିଥାଏ – ଯଦି ଆପଣଙ୍କ ପାଖ ଲୋକ କିଏ ଅଛନ୍ତି ତେବେ ନିଶ୍ଚୟ ପଢନ୍ତୁ…

ଓଁ ଶ୍ରୀ ଗଣେଶ ସାଙ୍ଗମାନେ ଆସନ୍ତୁ ଆଜି ଜାଣିବା କୁମ୍ଭ ରାଶି ବିଷୟରେ ଅପ୍ରିୟ ସତ କଥା।ଜ୍ୟୋତିଷ ଶାସ୍ତ୍ରର ବିଭିନ୍ନ ଶାଖା ଅଛି ଗୋଟେ ହେଉଛି ରାଶିଫଳ ମାନେ ଆପଣ ରାଶିଫଳ କୁ ପଢି ଆସୁଥିବା ସମୟ ବିଷୟରେ ଭଲ ଖରାପ ସଙ୍କେତ ଦେଇପାରିବା କୌଣସି ଵ୍ୟକ୍ତିର ସ୍ଵଭାଵ କିପରି ସେ କେଉଁ ପରିସ୍ଥିରେ କେଉଁ ଭଳି ବ୍ୟବହାର କରିଥାଏ ଏ ସବୁ ବିଷୟରେ ଆପଣ ସେ ବ୍ୟକ୍ତିର ରାଶି ଚିନ୍ହରୁ ଜାଣିପାରିବା।ଆଜି ଆମେ କୁମ୍ଭ ରାଶି ବିଷୟରେ ଜାଣିବା ଆଜି ଆମେ ଏଠି ଏମିତି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଆପଣଙ୍କର ଯଦି କୁମ୍ଭ ରାଶି ଅଟେ ତାହେଲେ ଆକୁ ନିଶ୍ଚିନ୍ତ ଦେଖନ୍ତୁ।ଯେଉଁ ଲୋକମାନଙ୍କ ପ୍ରଥମ ଅକ୍ଷର ଗୁ,ଗେ,ଗୋ,ସା,ସି,ସୁ,ସେ,ସୋ ହୋଇଥାଏ ସେମାନେ କୁମ୍ଭ ରାଶିର ହୋଇଥାନ୍ତି।

କୁମ୍ଭ ରାଶିର ଚିହ୍ନ ମାଠିଆ ଧରି ଠିଆ ହୋଇଥବା ବ୍ୟକ୍ତି ହୋଇଥାଏ। ଏମାନେ ବୁଦ୍ଧିମାନ ହେବା ସହ ବ୍ୟବହାର କୁଶଳ ହୋଇଥାନ୍ତି ଜୀବନରେ ସ୍ୱତନ୍ତ୍ରତାର ପକ୍ଷ ଧାରୀ ହୋଇଥାନ୍ତି।ପ୍ରକୃତିକୁ ଅସୀମ ପ୍ରେମ କରନ୍ତି ଓ କାହା ସହିତ ବନ୍ଧୁତା ଶୀଘ୍ର ହିଁ ସ୍ଥାପନ କରିନିଅନ୍ତି।ସେ ସାମାଜିକ କ୍ରିୟାକଳାପରେ ରୁଚି ରଖିଥାନ୍ତି।ସାହିତ୍ୟ,କଳା,ସଙ୍ଗୀତ ଓ ବକ୍ତବ୍ୟ ପ୍ରଦାନ ଆଦିରେ ଅଧିକ ରୁଚି ରଖିଥାନ୍ତି।ଏମାନେ ମାନବତା ବାଦୀ ଅଟନ୍ତି ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଗମ୍ବିର ଓ ଗହୀର ହୋଇଥାଏ ପରୋପକାର ଭାବନା ଏମାନଙ୍କ ବ୍ୟକ୍ତିତ୍ୱର ମୁଖ୍ୟ ଭାଗ ହୋଇଥାଏ ଏମାନଙ୍କ ଭାବନା ନିଷ୍ପେଖୀ ହୋଇଥାଏ।

ଏମାନେ ଆଧୁନିକ ହୋଇଥାନ୍ତି ଓ ବ୍ୟବହାରିକତାକୁ ଅଗ୍ରସର ଭାବ ଦିଅନ୍ତି ଏମାନଙ୍କୁ କାହା ଜୀବନରେ ହସ୍ତକ୍ଷେପ କରିବାକୁ ଭଲ ଲାଗିନଥାଏ ଓ ଏମାନଙ୍କୁ ସ୍ୱତନ୍ତ୍ରତା ଭଲ ଲାଗେ ଓ ଏମାନଙ୍କ ସ୍ଵଭାଵ ମିଳନ ସାର ବା କେବଳ ଯେତିକି ଦରକାର କେବଳ ସେତିକି ମାତ୍ରରେ କାହା ଶହ ମିଶିବା ଓ କେବଳ କାମ ଥିଲେ ହିଁ କାହା ଶହ କଥା ହେବା ଏହି ଗୁଣ ପାଇଁ ଏମାନଙ୍କ ସାଙ୍ଗ ପର୍ଯ୍ୟାପ୍ତ ହୋଇଥାନ୍ତି ବା ଏମାନଙ୍କର ବେଶି ସାଙ୍ଗ ନଥାନ୍ତି।ଏମାନଙ୍କ ଭିତରୁ ବହୁତ ଅଲଗା ବିଚାରର ଅଟନ୍ତି ଏମାନଙ୍କ ଭିତରେ ମତଭେଦ ଚାଲିଥାଏ ବା କୌଣସି ଏକ ସିଦ୍ଧାନ୍ତରେ ବହୁତ ଶେଷରେ ପହଞ୍ଚି ଥାନ୍ତି ବା ଗୋଟେ କଥାକୁ ନେଇ ବହୁତ ବିଳମ୍ବରେ ତାହାର ପ୍ରତିକାର ବା ନିବାରଣ କାଢ଼ିଥାନ୍ତି।

ଏମାନେ ବହୁତ ସମ୍ବେଦନଶୀଳ ଅଟନ୍ତି ଓ ଏମାନଙ୍କ କାର୍ଯ୍ୟସ୍ଥଳରେ ବହୁତ କଠିନତା ଆସିଥାଏ ବା ଚୁନତି ଭରା କାର୍ଯ୍ୟ ପସନ୍ଦ ହୋଇଥାଏ।ଏମାନଙ୍କୁ କାର୍ଯ୍ୟାଳୟ ଓ ରାଜନୀତି ପସନ୍ଦ ଆସି ନଥାଏ।ଏମାନେ କୌଣସି କାର୍ଯ୍ୟକୁ ଅତ୍ୟନ୍ତ ଭାବନାର ଶହ କରିଥାନ୍ତି।ଏମାନେ ବହୁତ ପ୍ରଗତି ସିଳ ଅଟନ୍ତି ଓ ଏମାନଙ୍କ ସ୍ଵଭାଵ ହିଁ ପ୍ରଗତି ମୁଖୀ ଅଟେ।ଏମାନଙ୍କ ବୌବାହିକ ଜୀବନରେ ଏମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି ଓ ସ୍ୱତନ୍ତ୍ର ଭାବନାର ଲୋକ ହିଁ ଏମାନଙ୍କୁ ପସନ୍ଦ ଆସନ୍ତି।

ଏମାନେ ଖରାପ କୁ ଭଲ ଓ ଭଲକୁ ଆହୁରି ଭଲ କରିବାରେ ଚେଷ୍ଟା ରତ ଥାଆନ୍ତି।ଏହି ଜାତକ ବହୁତ ଭଲପାଇବା ଵାଲା ହୋଇଥାନ୍ତି ଏମାନେ ଯାହାକୁ ଭଲ ପାନ୍ତି ତାଙ୍କ ଶହ ଲୟାଲ ବା ସଚୋଟ ରହିଥାନ୍ତି। ଅନ୍ୟମାନଙ୍କୁ କଷ୍ଟରେ ଦେଖି ପାରନ୍ତିନି ଓ ନିଜ ସାଥିକୁ କେମିତି କଷ୍ଟରେ ଦେଖି ପାରିବେ।ଯଦି ଆପଣ ସଚ୍ଚୋଟ ଭଲପାଇବା ଖୋଜୁଛନ୍ତି ତ ଏମାନେହିଁ ଆପଣଙ୍କ ପ୍ରଥମ ପସନ୍ଦ ଅଟନ୍ତି।

Leave a Reply

Your email address will not be published. Required fields are marked *