ଯେଉଁମାନଙ୍କ ଛାତି ଉପରେ ଚୁଟି ଥାଏ ଜାଣନ୍ତୁ ସେମାନଙ୍କର ସ୍ଵଭାଵ ଓ ଗୁଣ କିପରି ହୋଇଥାଏ..
ନମସ୍କାର ସାଙ୍ଗମାନେ ଆସନ୍ତୁ ଆଜି ଆମେ ଏଠି କହିବାକୁ ଯାଉଛୁକି ଯେଉଁମାନଙ୍କ ପିଠିରେ ବି ବହୁତ ଚୁଟି ହୋଇଥାଏ ତାଙ୍କୁ ଜୀବନରେ ବହୁତ ଖାସ ଜିନିଷ ମିଳିଥାଏ ଆଉ ମଧ୍ୟ ଜାଣନ୍ତୁ ଅଲଗା ଜାଗାରେ ଚୁଟି ହେବାର କାରଣ କଣ ଅଟେ।ସାଙ୍ଗମାନେ ଏ ଦୁନିଆରେ ସବୁ ମଣିଷ ଛାତିରେ ଚୁଟି ଆସିଥାଏ ଆମେ କେବଳ ମୁଣ୍ଡରେ ଥିବା ଚୁଟି କଥା ନୁହେଁ ଶରିରରେ ଅନ୍ୟ ଅଙ୍ଗରେ ଉଠିଥିବା ଚୁଟି କଥା କୁହାଯାଉଛି।ଆପଣ ଦେଖିଥିବେକି ଶରୀରର କିଛି ଅଙ୍ଗ ଏମିତି ହୋଇଥାଏ ଯାହା ସବୁ ବ୍ୟକ୍ତିଙ୍କୁ ଅଲଗା ଅଲଗା ପ୍ରକାରର ଚୁଟି ଉଠିଥାଏ ଉଦାହରଣ ନେବାତ କାହାର ହାତ ଓ ପାଦରେ ବେଶୀ ଚୁଟି ଉଠିଥାଏ ତ କାହାର ଦାଢ଼ି ଶୀଘ୍ର ଆସିଥାଏ ସେ ଦାଢ଼ି କାହାର ଛୋଟ,ପତଳା ଓ ନରମ ହୋଇଥାଏତ ଆଉ କାହାର ବହୁତ ଗହଳିଆ ଓ ମୋଟା ଚୁଟି ଆସିଥାଏ।ଏ ଆବୁ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ ତ ଆସନ୍ତୁ ଜାଣିବା ଏ ସବୁ କଥାକୁ ବିସ୍ତାର ଭାବରେ।
ଶରୀରର ଅଙ୍ଗ ଉପରେ ଚୁଟିର ଅର୍ଥ,ଯଦି ହାତ ଓ ଗୋଡ଼ ଉପରେ ଅଧିକ ଚୁଟି ଆସିଥାଏ ବା ଅଧିକ ଗହଳିଆ ଚୁଟି ଆସିଥାଏ ତ ସେ ଜୀବନରେ ବହୁତ ଉଠା ପକା ଦେଖିଛନ୍ତି ତାଙ୍କ ଜୀବନରେ ଖୁସି ବେଶି ଦିନ ପର୍ଯ୍ୟନ୍ତ ଚାଲି ନଥାଏ ଓ ଅସୁବିଧାର ଯିବା ଆସିବା ଲାଗିରହିଥାଏ।ହାତ ଓ ଗୋଡ଼ରେ କମ ଚୁଟି ଥିଲେ ଯେଉଁ ମାନଙ୍କ ହାତ ଗୋଡ଼ରେ କମ ଚୁଟିଥାଏ ବା ଅଧିକ ଗହଳିଆ ଚୁଟି ନଥାଏ ସେମାନଙ୍କ ଜୀବନ ଐଶ ଓ ଆରାମରେ କଟିଥାଏ।
ଏହା ବହୁତ ସୀମା ପର୍ଯ୍ୟନ୍ତ ସୁଖ ପ୍ରଦାୟିନୀ ହୋଇଥାଏ ଓ ସେମାନଙ୍କୁ ପଇସା କୁ ନେଇ କେବେ ବେସି କଷ୍ଟ କରିବାକୁ ପଡେନି।ମହିଳା ମାନଙ୍କ ମୁହଁରେ ଚୁଟି ଯେଉଁ ମହିଳା ମାନଙ୍କ ମୁହଁରେ ଚୁଟି ଉଠିଥାଏ ସେ ପ୍ରାୟ ଅଧିକ ପରିଶ୍ରମୀ ବୋଲି ଆମେ ଜାଣିଥାଉ ଏମିତି ମହିଳାମାନଙ୍କୁ ଭାଗ୍ୟରୁ କିଛି ମିଳିନଥାଏ ସେମାନଙ୍କୁ ନିଜ ପରିଶ୍ରମ ବଳରେ ଓ ନିଜ କଷ୍ଟ ଦ୍ଵାରା ହିଁ ସବୁ ପ୍ରାପ୍ତ କରିବାକୁ ପଡିଥାଏ।
ମୁଣ୍ଡରୁ ଚୁଟି ଝଡ଼ିଯିବା ବା ଯେଉଁମାନଙ୍କର ହିଁ କମ ବୟସରେ ମୁଣ୍ଡରୁ ଚୁଟି ଝଡି ଯାଏ ସେମାନେ ତାଙ୍କ ଜୀବନ କାଳ ଭିତରେ ବହୁତ ପଇସା ରୋଜଗାର କରିଥାନ୍ତି।ଛାତିରେ ଚୁଟି ଆସିବା ଯେଉଁମାନଙ୍କ ଛାତିରେ ଅଧିକ ଚୁଟି ଆସିଥାଏ ସେମାନେ ବହୁତ ସାହାସି ବୋଲି ଜଣା ଯାଇଥାନ୍ତି ଏ ଶ୍ରେଣୀର ବ୍ୟକ୍ତିମାନେ ତାଙ୍କ ଜୀବନ କାଳ ଭିତରେ କାହାକୁ ଡରନ୍ତି ନାହିଁ।ଯେକୌଣସି କାର୍ଯ୍ୟ ହେଉ ଏକଦମ ମସ୍ତ ଓ ବିନ୍ଦାସ ହୋଇ କରିଥାନ୍ତି।ଛାତିରେ କମ ଚୁଟି ଯେଉଁ ଲୋକମାନଙ୍କ ଛାତିରେ କମ ଚୁଟିଥାଏ ସେମାନେ ବହୁତ ସାନ୍ତସିଷ୍ଟ ନମ୍ର ସ୍ୱଭାବର ଅଟନ୍ତି ଏମାନଙ୍କୁ ରାଗ ବହୁତ କମ ଆସେ ତା ସହିତ ଏମାନେ ନିଜକୁ ଅସୁବିଧା ଠାରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି।
ଯେଉଁ ଲୋକମାନଙ୍କର ପଛ ପଟେ ଅଧିକ ଚୁଟି ରହିଥାଏ ସେମାନେ ବହୁତ ରୋମାଣ୍ଟିକ୍ ସ୍ୱଭାବର ଲୋକ ଅଟନ୍ତି ଏମାନଙ୍କୁ ଜୀବନରେ ବହୁତ ଭଲ ପାଇବା ମିଳିଥାଏ ଓ ବହୁତ ପ୍ରିୟ ସାଥୀବି ମିଳିଥାଏ।କାଖରେ ବେସି ଚୁଟି ଆସିବା ସେମିତି ଦେଖିବାକୁ ଗଲେ କାଖ ତଳେ ସମସ୍ତଙ୍କର ଚୁଟି ଆସିଥାଏ କିନ୍ତୁ ବହୁତ ଲୋକଙ୍କୁ ଟିକେ ଅଧିକ ମାତ୍ରରେ ଆସିଥାଏ ଏମାନେ ବହୁତ ରାଗି ଅଟନ୍ତି ପିଠିରେ ଚୁଟି ଆସିବା ଆପଣ ଦେଖିଥିବେ କି କେତେ ଲୋକଙ୍କୁ ପିଠି ଉପରେ ବହୁତ ଗହଳିଆ ଲମ୍ବା ଚୁଟି ହୋଇଥାଏ କି ତାଙ୍କୁ ବହୁତ କ୍ଷେତ୍ରରେ ଲାଜ ଲାଗିଥାଏ ଯେଉଁମାନଙ୍କ ସହ ଏମିତି ହୋଇଥାଏ ସେମାନଙ୍କ ପାଇଁ ଖୁସି ଖବର ଅଟେ ଯେଉଁମାନଙ୍କ ପିଠିରେ ଅଧିକ ଚୁଟି ହୋଇଥାଏ ସେମାନଙ୍କୁ ଗୋଟେ ସୁନ୍ଦର ସ୍ତ୍ରୀ ମିଳିଥାଏ।