December 23, 2024

Odia Express

Leading Odia News Portal of Odisha

ଜାଣନ୍ତୁ ଗୋଟେ ମାସ ଭିତରେ କିପରି ୧୦ କି.ଲୋ ଓଜନ ବଢ଼ାଇ ପାରିବେ – ନିଜେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ବନ୍ଧୁଗଣ ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ ଆଜି ଆମେ କଥା ହେବା କି ଆପଣ ନିଜ ଓଜନ କୁ କିପରି ବଢେ଼ଇ ପାରିବା ଓ କିପରି ନିଜେ ନିଜକୁ ସୁନ୍ଦର ବନେଇ ପାରିବେ ଯେମିତିକି ଆପଣ ସମସ୍ତେ ଜାଣିଛନ୍ତିକି ଆପଣ ମାନଙ୍କ ମଧ୍ୟରେ ଏମିତି କେତେକ ଝିଅ ବା ପୁଅ ଅଛନ୍ତି ଯେଉଁ ମାନଙ୍କୁ ଆପଣ ଦେଖିଥିବେକି ନିଜ ଯୌବନ ଅବସ୍ଥାରେ ଶାରୀରିକ ଋପରେ ଏତେ ଦୁର୍ବଳ ଅଟନ୍ତିକି ଯେଉଁମାନେ କାନ୍ଦନ୍ତି ବା ଯେଉଁମାନଙ୍କୁ ଦେଖିଲେ ଲାଗିଥାଏ କି ସେମାନଙ୍କୁ କିଛି ଖାଇବାକୁ ହିଁ ମିଳିନଥାଏ କାହିଁକିନା ସେ ଏତେ ପତଳା ହୋଇଥାନ୍ତି ଓ ତାପରେ ସେମାନଙ୍କୁ ଦେଖୀଲେ ଆପଣ ଜାଣି ପାରିବେନି କି ସେମାନଙ୍କ ବୟସ କେତେ ହୋଇଥିବ କାହିଁକି ନା ସେମାନଙ୍କ ଓଜନ ଯାହା ହୋଇଥାଏ ଯାହାପାଇଁ ସେମାନେ ଅତ୍ୟନ୍ତ ଦୁର୍ବଳ ଓ ପତଳା ଦେଖାଯାନ୍ତି ଆଉ ବହୁତ ଲୋକଙ୍କ ମଧ୍ୟରେ ଏମିତି ହୋଇଥାଏ କି ସେମାନଙ୍କ ଭିତରେ ଜୋସ ରହେ ନାହିଁ ବା ସେମାନେ ଶିଘ୍ର ଥକି ଯାଆନ୍ତି ଓ ଶିଘ୍ର ନିଶ୍ୱାସ ନେବାରେ ଅସୁବିଧା ହେବା ଏହିଭଳି ରୋଗ ସେମାନଙ୍କୁ ଆଗକୁ ଯାଇ ସାମ୍ନା କରିବାକୁ ପଡେ କାହିଁକିନା ସେମାନଙ୍କ ଶରୀରରେ ଓଜନ କମ ହେବା ଦ୍ୱାରା ସେମାନଙ୍କ ଶରୀର ଭିତରେ ଜୋସ ରହିନଥାଏ ।


ଯାହାଦ୍ୱାରା ସେମାନେ ଶାରୀରିକ ଉପାୟରେ ଦୁର୍ବଳ ହୋଇଯିବେ।ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ଶସ୍ତା ଅଟେ ଓ ବହୁତ ଉପଯୋଗୀ ମଧ୍ୟ ଅଟେ।ଆପଣଙ୍କୁ କଣ କରିବାକୁ ପଡିବନା ସବୁଠୁ ପ୍ରଥମେ ଗୋଟେ ଖାଲି ଗିନା ନେବେ ତାପରେ ସେଥିରେ ଅଧା କପ କ୍ଷୀର ନେବେ ତାପରେ ଯେଉଁ ଜିନିଷ ଆପଣଙ୍କୁ ନେବାର ଅଛି ସେହଉଛି ସାଗୁ ତାକୁ ଗୋଟେ କପ ନେବା ଆବଶ୍ୟକ ଆକୁ ଖୀରରେ ପକାଇବା ଓ ୧ଘଣ୍ଟା ପର୍ଯ୍ୟନ୍ତ ଛାଡି ଦେବା ଏହା ଫୁଲି ନରମ ହୋଇଯିବ ଓ ଗୋଟେ ଚୁଲିରେ କଢେ଼ଇ ବସେଇବା ତାମଧ୍ୟରେ ଗୋଟେ କପ କ୍ଷୀର ନେବା ଓ ତାପରେ ସାଗୁ ପକେଇବା ଓ ତାକୁ ଆଉଟି କ୍ଷୀରି ବନେଇବା।

ସବୁଦିନ ଆପଣଙ୍କୁ ଦିନରେ ଯେତେବେଳେ ଆପଣଙ୍କୁ ସମୟ ମିଳିବ ଓ ଆପଣ ତାର ଖିରି ବନେଇ ଗୋଟେ ଗିନା ଖାଇବାର ଅଛି ଆପଣ ଏଥିରେ କେବଳ ଗୋଟେ ଚାମୁଚ ଚିନି ମିସେଇବାର ଅଛି ନିଜ ସ୍ୱାଦ ଅନୁସାରେ ଓ ତାକୁ ମଧ୍ୟ ଆପଣ ଶୁଖିଲା ବି ଖାଇପାରିବେ ଏ ସାଗୁ ଭିତରେ ବହୁତ ପରିମାଣରେ କାର୍ବୋହାଇଡ୍ରେଟ ଥାଏ,ପ୍ରୋଟିନ ଥାଏ,ଭିଟାମିନ ଥାଏ ଯିଏ ଆପଣଙ୍କ ଓଜନ ବଢେ଼ଇବାରେ ସାହାର୍ଯ୍ୟ କରେ।ତାସହିତ ଆପଣଙ୍କ ମାଂସପେଶୀରେ ଗ୍ରୋଥ ଆସିଥାଏ।

ଲୋକମାନେ ମୋଟା ହେବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି ତଥାପି ସେମାନଙ୍କୁ କିଛି ଫଳ ମିଳିନଥାଏ।ଯଦିବି ମୋଟା ହୋଇଯାନ୍ତି ସେମାନଙ୍କୁ ଭବିଷ୍ୟତରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଯାହା ଯାଇ ଯାଇ ପେଟ ସମସ୍ୟା ଆଦି ଦେଖେଇଥାଏ ଯାହା ଆମକୁ ଭବିଷ୍ୟତରେ ହଇରାଣ ହେବାକୁ ପଡେ,ସେଥିପାଇଁ ଆମକୁ ସେ କୃତିମ ଜିନିଷ ଅପେକ୍ଷା। ଏ ସାଗୁ ଦ୍ୱାରା ଆପଣଙ୍କର ଓଜନ ଠିକ ରହିଥାଏ ଓ ଦିନରେ ଥରେ ଆକୁ ସେବନ କରିବା ନିହାତି ଆବଶ୍ୟକ ଓ ରାତିରେ ଯେତେବେଳେ ଶୋଇବାକୁ ଯିବ ଆପଣ ୧-୨ ସିଝା ଆଳୁ ଖାଇବେ। ସିଝା ଆଳୁ ଖାଇବା ଦ୍ୱାରା ଆମ ଚେହେରାକୁ ସଫା ରଖିଥାଏ ଓ ବ୍ରଣ ଉଠେଇବାକୁ ଦେଇ ନଥାଏ।

Leave a Reply

Your email address will not be published. Required fields are marked *