October 19, 2024

Odia Express

Leading Odia News Portal of Odisha

ବୈଜ୍ଞାନିକ ମାନେ ବାହାର କରିଲେ ସଠିକ ଉତ୍ତର – ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ ? ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଗୋଟେ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ନିଶ୍ଚିତ କେବେ ନା କେବେ ଆସିଥାଏ , ପ୍ରଥମେ ଅଣ୍ତା ଆସିଲା ନା ପ୍ରଥମେ କୁକୁଡା , ସେମିତି ଆପଣଙ୍କୁ ଏହି କଥାର ଉତ୍ତର ମିଳିନଥିବ , କିନ୍ତୁ ଅଣ୍ତା ମାଂସାହାରୀ ଅଟେ କିମ୍ବା ଶାକାହାରୀ ଅଟେ , ଏହାର ଉତ୍ତର ଆମେ ନେଇକରି ଆସିଛୁ । ଲୋକଙ୍କୁ ବହୁତଥର କହୁଥିବାର ଶୁଣିଥିବେ କି କୁକୁଡା ଅଣ୍ତା ଦେଇଥାଏ , ତେବେ ନନ୍ ଭେଜ୍ ହେଲା ନା ଭେଜ୍ , କିନ୍ତୁ ଏହାର ଉତ୍ତର କେହି ବି ଜାଣିନଥିବେ , ଏମିତିରେ ବହୁତ ଲୋକ ଅଲଗା ଅଲଗା ବିଚାର ନେଇକରି ଚଳନ୍ତି ।ଆପଣଙ୍କୁ ଆମେ ଆଜି କହିବୁ କି ତର୍କ ବିତର୍କରେ ଅଣ୍ତା ଶାକାହାରୀ କି ମାଂସାହାରୀ ଏହାର ସନ୍ଧାନ ବୈଜ୍ଞାନିକମାନେ ପତ୍ତା ଲଗାଇସାରିଛନ୍ତି , କିନ୍ତୁ ବହୁତ ଲୋକ ଅଛନ୍ତି ଏହାର ଉତ୍ତରରେ ବହୁତ ଲୋକ ସନ୍ତୁଷ୍ଟ ନୁହନ୍ତି । ଆଜି ଆମେ ଆପଣଙ୍କୁ କହିଦେବୁ କି ସାଇନ୍ସ ଏହାର ପ୍ରୁଫ୍ ଦେଇଛନ୍ତି ।

 

ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ , ଚାଲନ୍ତୁ ଜାଣିବା ଏହାର ଉତ୍ତର । ଦୁନିଆଁରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଅଣ୍ତାକୁ ମାଂସାହାରୀ ଭାବି ଖାଇନଥାନ୍ତି ,ସେହି ଲୋକଙ୍କର ଏହା ମାନିବା କଥା କି ଅଣ୍ତା କୁକୁଡାରୁ ଆସିଛି ମାନେ ତାହା ନନ୍ ଭେଜ୍ ଅଟେ , କିନ୍ତୁ ଆପଣଙ୍କୁ କହିଦେବୁ କି ସାଇନ୍ସ ଏହା କହେ କି କ୍ଷୀରରୁ ପଶୁ ଆସିଥାଏ , ସେମିତି ତାହା କିପରି ଶାକାହାରୀ ହେଲା ? ସାଇନ୍ସ ଏହା କହେ କି କ୍ଷୀରରୁ ପଶୁ ଆସିଥାଏ, ସେମିତି ତାହା ଶାକାହାରି କିପରି ହେଲା , ଦୁନିଆଁରେ ଲୋକେ ବହୁତ ଲୋକ ଅଣ୍ତା ଖାଇଥାନ୍ତି , ସେମିତି ଏହି ଲୋକଙ୍କର ମାନିବା କଥା କି ଅଣ୍ତା କୁକୁଡାରୁ ଆସେ ତେବେ କୁକୁଡା ନନ୍ ଭେଜ୍ ଅଟେ , ଓ ଅଣ୍ତା ବି ନନ୍ ଭେଜ୍ ଅଟେ , ଯେତେ ବି ଶାକାହାରୀ ଲୋକ ଅଛନ୍ତି ସେମାନେ ଅଣ୍ତାକୁ ମାଂସାହାରୀ ଭାବି ଖାଇନଥାନ୍ତି ।

 

ଅଣ୍ତା ତିନୋଟି ଭାଗରେ ହୋଇଥାଏ, ପ୍ରଥମେ ଖୋଳ, ଦ୍ୱିତୀୟ ତାର ଉପର ଭାଗ, ଓ ତୃତୀୟ ଅଣ୍ତାର କେଶର , ଅଣ୍ତାରେ କରାଯାଇଥିବା ରିସର୍ଚ୍ଚ ଅନୁସାରେ , ଅଣ୍ତାର ଧଳା ଅଂଶରେ ପ୍ରୋଟିନ୍ ହୋଇଥାଏ , ସେଥିରେ ପଶୁମାନଙ୍କର କୌଣସି ଭାବ ନଥାଏ , ଯଦି ଆପଣ ତର୍କ ହିସାବରେ ଦେଖିବେ ତେବେ ଧଳା ଭାଗ ଶାକାହାରୀ ହୋଇଥାଏ ।

 

ଧଳା ଅଂଶ ପରେ ଆସିଥାଏ କେଶରର , ଏଥିରେ ବହୁତ ପ୍ରୋଟିନ୍ ଥାଏ , ଓ କୋଲେଷ୍ଟ୍ରୋଲ୍ , ଫ୍ୟାଟ୍ ଭଲ ମାତ୍ରାରେ ମିଳିଥାଏ , ଅଣ୍ତା କୁକୁଡା ଓ ଗଞ୍ଜାର ମିଳନରୁ ଆସିଥାଏ , ତାଙ୍କ ମଧ୍ୟରେ ଗେମିଟ୍ ସେଲ୍ସ ଥାଏ , ଯାହା ତାହାକୁ ମାଂସାହାରୀ କରିଦେଇଥାଏ ।

 

ଜରୁରୀ ନୁହେଁ କି ସବୁ କୁକୁଡା ସଂମ୍ପର୍କରେ ଆସିବେ , କୁକୁଡା ଯେବେ ୬ ମାସର ହୋଇଯାଏ ,ତେବେ ସେ ସବୁ ୧ କିମ୍ବା ଦେଢ ଦିନରେ ଅଣ୍ତା ଦେଇଥାଏ , ଏହି ଅଣ୍ତାକୁ ଅନଫର୍ଟିଲାଇଡଜ୍ କୁହାଯାଇଥାଏ , ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି କି ଏଥିରେ କେବେ ଚିଆଁ ବାହାରିନଥାନ୍ତି , ଯଦି ଆପଣ ଅଣ୍ତାକୁ ମାଂସାହାରୀ ବୁଝିକରି ରଖିନାହାନ୍ତି , ତେବେ ଆରମ୍ଭ କରିଦିଅନ୍ତୁ ଏହାର ଖାଇବା , କାରଣ ଏହା ଶାକାହାରୀ ଅଟେ ।

Leave a Reply

Your email address will not be published. Required fields are marked *