ଏହି ପତ୍ର ଲଗାଇବା ଦ୍ୱାରା ଆପଣଙ୍କ ଚେହେରା କେବେବି ବୁଢା ହେବ ନାହିଁ – ଏବେ ଜାଣିରଖନ୍ତୁ ସେ ବିଷୟରେ…
ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଏକ ଏମିତି ଔଷଧି ବିଷୟରେ କହିବାକୁ ଯାଉଛୁ କି ଯିଏ ଆପଣଙ୍କ ଚେହେରାକୁ କେବେବି ବୁଢ଼ା ହେବାକୁ ଦେବ ନାହିଁ ମାନେ ଯଦି ଆପଣ ବେସି ବୟସର ବି ହୋଇଥାଆନ୍ତି ତଥାପି ଆପଣ କମ ବୟସରେ ଦେଖାଯିବେ ଯେଉଁ ଜିନିଷ ବିଷୟରେ ଆମେ ଏଠି କହିବାକୁ ଯାଉଛୁ ସେହଉଛି ତୁଳସୀପତ୍ର।ଏ ତୁଳସୀ ପତ୍ର ପ୍ରତ୍ୟକ ଲୋକଙ୍କ ଘରେ ସହଜରେ ମିଳି ପାରିବ ଓ ଏହା ଆପଣଙ୍କୁ ସହଜରେ ମିଳିବି ପାରିବ ଏହା ଭିତରେ ଏତେ ଗୁଣ ଥାଏ ଯାହା ବିଷୟରେ ଆପଣଙ୍କୁ ଜଣା ବିନଥିବ ଯଦି ଆପଣ ତୁଳସୀ ପତ୍ରର ସେବନ ବି କରୁଛନ୍ତି ତ ଆପଣଙ୍କ ଥଣ୍ଡା ଜନିତ ରୋଗ ଭଲ ହୋଇଯିବ।ଆଜି ଆମେ ତଜଳସୀ ପତ୍ର ବିଷୟରେ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଆପଣଙ୍କ ଚେହେରାର ରିଙ୍କେଲକୁ ଆପଣ ଭଲ କରିପାରିବେ।
ଆପଣ ଏମିତିହିଁ କିଛି କରିବେ ଯାହା ଦ୍ୱାରା ଆପଣଙ୍କ ଚେହେରାର ଚର୍ମ ଟାଇଟ ହେବ ଓ ଆପଣଙ୍କ ରିଙ୍କେଲ୍ ଭଲ ହୋଇଯିବ ଯାହା ଦ୍ୱାରା ଆପଣ ଯବାନ ଦେଖାଯିବେ।ତ ଆସନ୍ତୁ ଜାଣିବା କି ଆପଣ ତୁଳସୀ ପତ୍ର କୁ କିପରି ପ୍ରୟୋଗ କରିବା ଯାହାଦ୍ୱାରା ଆପଣଙ୍କ ଚେହେରାର ରିଙ୍କେଲ୍ ଭଲ ହେବ।
ଆପଣ ସେ ଉପାୟର ପ୍ରୟୋଗ ପାଇଁ ତୁଳସୀ ପତ୍ରର ତାଜା ପତ୍ର ନିଅନ୍ତୁ ନହେଲେ ଆପଣ ତୁଳସୀ ପତ୍ରର ପାଉଡର ନେଇପାରିବେ ତୁଳସୀ ପତ୍ରକୁ ନେଇ ଆପଣଙ୍କୁ ବାଟିବାକୁ ପଡିବ ଓ ତାର ଗୋଟେ ପେଷ୍ଟ ବନେଇବେ ତାପରେ ଆପଣଙ୍କ ଯେଉଁ ପେଷ୍ଟ ତିଆରି ହେବ ତାକୁ ଯେତେବେଳେ ଆପଣ ନିଜେ ନିଜ ଚର୍ମ ଉପରେ ଲଗାଇବେ ଓ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ିଦେବେ ଓ ତାପରେ ନିଜ ମୁହଁକୁ ଧୋଇନେବେ ଏହା ଦ୍ୱାରା ଆପଣଙ୍କୁ ଧୀରେ ଧୀରେ ଫରକ ଦେଖିବା ଆରମ୍ଭ ହୋଇଯିବ।
ଆପଣଙ୍କୁ ଏ ଉପାୟକୁ ସପ୍ତାହରେ ଦୁଇ ଥର କରିବାକୁ ପଡିବ ଓ ଲାଗି ଲାଗି ସପ୍ତାହରେ ୨-୩ ମାସ ପର୍ଯ୍ୟନ୍ତ କରିବାକୁ ପଡିବ ଯଦି ଆପଣ ଏମିତି କରୁଛନ୍ତିତ ଆପଣଙ୍କ ରିଙ୍କେଲ୍ ବହୁତ ଶିଘ୍ର ଭଲ ହୋଇଯିବ ଓ ଆପଣଙ୍କ ଚର୍ମ ଟାଇଟ ହୋଇଯିବ ଓ ଆପଣ ବହୁତ ଯବାନ ଦେଖାଯିବେ ଏତିକି ନୁହେଁ ଏ ତୁଳସୀ ପତ୍ର ଆପଣଙ୍କ ରିଙ୍କେଲ୍ ଭଲ କରିବା ଶହ ଆପଣଙ୍କ ଅନ୍ୟାନ୍ୟ ଚର୍ମ ଜନିତ ରୋଗକୁ ଭଲ କରିଥାଏ।ଯେମିତିକି ବ୍ରଣର ସମସ୍ୟା ଆଜିକାଲି ଯୁବା ଓ ଯୁବତୀ ମାନଙ୍କ ମଧ୍ୟରେ ଏ ବେସି ଦେଖାଯାଉଛି ପ୍ରଥମତ ସେମାନେ ଶାରୀରିକ ପରିଶ୍ରମ କରୁନାହାନ୍ତି ଦ୍ୱିତୀୟ ଖାଦ୍ୟ ପେୟ ଆମେ ଭଲ ଖାଇନଥାଆନ୍ତି ଯାହାଫଳରେ ରକ୍ତରେ ଅଶୁଦ୍ଧର ମାତ୍ରା ବଢିଥାଏ ଓ ଯାହାଫଳରେ ଆମ ଶରୀରରେ ବ୍ରଣର ମାତ୍ରା ବୃଦ୍ଧି ପାଇଥାଏ।
ସେ ସମୟରେ ଆପଣ କଣ କରିବେନା ତୁଳସୀ ପତ୍ରର ଚୁର୍ଣ୍ଣ ନେବେ ବା ତୁଳସୀର ଗୋଟା ପତ୍ରନେବେ ଆପଣଙ୍କୁ ତା ଭିତରେ କମଳା ଚୋପାର ପାଉଡର ନେବେ ଦୁଇଟିକୁ ସମାନ ମାତ୍ରରେ ନେବା ତାପରେ ତାମଧ୍ୟରେ ଗୋଲାପ ଜଳ ମିଶାଇବେ ଓ ତାର ପେଷ୍ଟ ବନାଇବେ ସବୁଦିନ ନିଜ ଚେହେରାରେ ପାଞ୍ଚ ମିନିଟ ପାଇଁ ଲଗେଇବେ ଯଦି ଆପଣ ଏମିତି ଲଗାତାର ଗୋଟେ ସପ୍ତାହ ପର୍ଯ୍ୟନ୍ତ କରିବେ ତ ଏହା ଦ୍ୱାରା ଆପଣଙ୍କ ବ୍ରଣ ଭଲ ହୋଇଯିବ।
ଯଦି ଆପଣଙ୍କ ଚୁଟି ସମସ୍ୟା ଅଛି ଚୁଟି ଝଡୁଛି କିମ୍ବା ଧଳା ହୋଇଯାଉଛି ଆପଣ କରିବେ କଣ ନା ତୁଳସୀ ପତ୍ର ନେବେ ତା ମଧ୍ୟରେ ଅଁଳା ପାଉଡର ମିସାଇବେ ଦୁଇଟିକୁ ସମାନ ମାତ୍ରରେ ନେବେ ଓ ଏ ଦୁଇଟିକୁ ପାଣିସହ ମିଶେଇ ଗୋଟେ ପେଷ୍ଟ ତିଆରି କରିବେ ଏହି ପେଷ୍ଟକୁ ଆପଣଙ୍କୁ ଆପଣଙ୍କ ଚୁଟି ଭିତରେ ଲଗେଇବାର ଅଛି।ଆପଣ ଯଦି ଏମିତି ସପ୍ତାହରେ ୨ ଥରବି ଯଦି କରୁଛନ୍ତି ଓ ଦୁଇମାସ ପର୍ଯ୍ୟନ୍ତ କରୁଛନ୍ତି ତ ଆପଣଙ୍କ ଚୁଟିର ସବୁ ସମସ୍ୟା ଦୁର ହୋଇଯିବ।ତୁଳସୀ ପତ୍ର ଅତ୍ୟନ୍ତ ଲାଭ ଦାଇ ଅଟେ ଉପରୋକ୍ତ ତାର ଫାଇଦ ଗୁଡିକ ହୋଇଥାଇ।