December 23, 2024

Odia Express

Leading Odia News Portal of Odisha

ଯେଉଁ ଘରେ ମହିଳା ଏହି ୨ଟି କାମ କରିଥାନ୍ତି ସେ ଘରକୁ କେବେ ଲକ୍ଷ୍ମୀ ମା ଆସନ୍ତି ନାହିଁ – ଘରେ ଦରିଦ୍ରତା ଲାଗି ରହେ – ଜାଣନ୍ତୁ କେଉଁ କାମ ….

ନମସ୍କାର ସାଙ୍ଗମାନେ ଆଜି ଆମେ ଏଠି କହିବାକୁ ଯାଉଛୁକି ମହିଳାମାନଙ୍କର କେଉଁ କାମ କରିବା ଦ୍ୱାରା ସେମାନେ ଘର ପରିବାରକୁ ବର୍ବାଦ କରିଦେଇଥାନ୍ତି ଓ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ ବା ଏ ସେ ସ୍ଥାନକୁ ଆସିନ ଥାଆନ୍ତି।ଭାରତୀୟ ସଂସ୍କୃତିରେ ବହୁ,ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନିଥାଉ ସେମାନେ ଚାହିଁଲେ ଘର ସ୍ୱର୍ଗ ହେବ ଓ ସେମାନେ ଚାହିଁଲେ ଘର ନର୍କ ହୋଇଥାଏ।ସେମାନେ ଘରର ମହିଳା ହୋଇଥାନ୍ତି ଯେଉଁ ମାନେ କୌଣସି ପୁରୁଷ ଜୀବନକୁ ଆସିଥାନ୍ତି ଓ ଆସିକି ତାଙ୍କ ଜୀବନରେ ତାଙ୍କୁ ସୁଖ ସଂବୃଦ୍ଧି ଓ ବିଜୟ ପଥରେ ଅଗ୍ରସର କରାନ୍ତି ପତ୍ନୀ ରୂପରେ ମହିଳା ସବୁ ପାଦରେ ସୁଖ ଓ ସଂବୃଦ୍ଧି କ୍ଷେତ୍ରରେ ଆଗେଇ ନିଏ ଓ ଗୋଟେ ଝିଅ ସ୍ୱରୂପରେ ସେ ଲକ୍ଷ୍ମୀଙ୍କ ସମାନ ଅଟେ ଆପଣବି ଏ ଲୋକ ପ୍ରଥା ଜାଣିଥିବେ କି ଗୋଟେ ସଫଳ ମଣିଷ ପଛରେ ଗୋଟେ ନାରୀର ହାତ ଥାଏ।

ପ୍ରିଅ ବନ୍ଧୁଗଣ ଆଜି ଆମେ ଜାଣିବାକି ଝିଅ ମାନେ ଏମିତି କଣ କରନ୍ତି ଯାହା ପାଇଁ ସେମାନଙ୍କ ଘରେ ସୁଖ ଓ ସଂବୃଦ୍ଧିର ବାସ ହୋଇଥାଏ ଓ ଆଉ ଏମିତି କଣ କରନ୍ତି ଯାହା କରିବା ଦ୍ୱାରା ସେମାନଙ୍କ ଘରେ ଦରିଦ୍ରତାର ବାସ ହୋଇଥାଏ।ଯଦି ଆପଣଙ୍କ ଜୀବନରେ କେତେ ଅସୁବିଧା ଆସୁଛି କି ଆପଣଙ୍କୁ ଏମିତି ଲାଗୁଛିକି ଆପଣଙ୍କ ଜୀବନ ଅସଫଳତା ଆଡ଼କୁ ଅଗ୍ରସର ହେଉଛି ତ ଆପଣ ଏ ସବୁ କାରଣ କୁ ସବୁଦିନ ହେଉଥିବା ଘର କାମକୁ ଧରି ନେଇ ପାରିବେ ନା କି ମହିଳା ମାନଙ୍କର ଆଦତ ଓ କାମର କାରଣରେ ହିଁ ଆପଣଙ୍କ ଭାଗ୍ୟ ଖରାପ ହୋଇପାରିବ ତ ଆସନ୍ତୁ ଜାଣିବାକି ଘରର ମହିଳାଙ୍କୁ ସେ କାମ କଣ ଯାହା କରିବା ଉଚିତ ନୁହେଁ।ପ୍ରିୟ ସାଙ୍ଗମାନେ ଭୁଲରେବି ଘରର ମହିଳା ମାନଙ୍କୁ ଏ କାମ କରିବା ଉଚିତ ନୁହଁ ଯେଉଁ ଘରେ ଝାଡୁକୁ ଗୋଡ଼ରେ ମରାଯାଏ ବା ଗୋଇଠା ମରାଯାଏ ସେଠି କୌଣସି ପରିସ୍ଥିତିରେ ବା କୌଣସି ପ୍ରଭାବରେ ଲକ୍ଷ୍ମୀଙ୍କ ଅଵସ୍ଥାନ ହୋଇନଥାଏ।

ଏମିତି ଘରେ ସବୁବେଳେ ଦରିଦ୍ରତା ଘେରେଇ ରହିଥାଏ।ଯଦି ଆପଣଙ୍କ ଘରର ମହିଳା ମାନଙ୍କ ଅଭ୍ୟାସ ତାୱ।,କଢେ଼ଇ ଗ୍ୟାସ ଉପରେହିଁ ରଖିକି ସୋଇଯାନ୍ତି ଏମିତି ଘରେ ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ଏହା ଗରିବତା ଓ ଦୁଃଖର କାରଣ ହୋଇଥାଏ।ଯେଉଁ ଘରର ମହିଳା ଗୋଡ଼ରେ କବାଟ ଖୋଲନ୍ତି ସେଠାରୁବି ଧନର ଦେବୀ ଲକ୍ଷ୍ମୀ ଦୁରେଇ ଯାଆନ୍ତି ଯଦି ଆପଣଙ୍କ ଘରେ ଏମିତି ହୋଇଥାଏତ ଆପଣ ତୁରନ୍ତ ପ୍ରତିବାଦ କରନ୍ତୁ ଘରର ମହିଳା ଯଦି ଘରର ଦୁଆର ବନ୍ଦ ଉପରେ ବସି ଖାଦ୍ୟ ଗ୍ରହଣ କରନ୍ତି ସେମାନଙ୍କୁ ବି ମନାକରିବା ଦରକାର ଯାହାଦ୍ୱାରା ଘରୁ ଲକ୍ଷ୍ମୀ ଚାଲି ଯାଆନ୍ତି।

ଘରର ମହିଳା ଯଦି ଘରେ ରାତିର ଅଇଁଠା ବାସନ ରଖି ଶୋଇପଡ଼ନ୍ତି ସେମାନଙ୍କ ଘରୁ ଲକ୍ଷ୍ମୀ ପଳାୟନ କରନ୍ତି।ଘରେ ସୁଖ ସଂବୃଦ୍ଧି ପାଇଁ ସମୁଦ୍ର ଲୁଣରେ ପୋଛା ମାରିବା ଦରକାର। କୌଣସି ମହିଳା ଘରେ ଡେରି ପର୍ଯ୍ୟନ୍ତ ଶୋଇ ତାପରେ ଡେରୀରେ ଝାଡୁ କରନ୍ତି ସେମାନଙ୍କ ଘରୁ ଲକ୍ଷ୍ମୀ ପଳାନ୍ତି।

Leave a Reply

Your email address will not be published. Required fields are marked *