October 18, 2024

Odia Express

Leading Odia News Portal of Odisha

ଆମ୍ବର ଟାକୁଆ କୁ ଭୁଲ୍ ରେ ବାହାରେ ଅଳିଆ ଗଦାରେ ପକାନ୍ତୁ ନାହିଁ , ନହେଲେ ଜୀବନ ସାରା ହଇରାଣ ହେବେ ଆପଣ..ଦେଖନ୍ତୁ କଣ ଏହାର କାରଣ..

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆମ ଦେଶରେ ରାଷ୍ଟ୍ରିୟ ଫଳ ଆମ୍ବ ଅଟେ ,କହିଦେବୁ କି ଆମ୍ବର ଫଳକୁ ରାଜା କୁହାଯାଇଥାଏ , ଏହି ସୁଚନାପାଇଁ ଜଣାଇଦେବୁ କି ଏହି ମିଠା ଆମ୍ବ , ବାସ୍ନା ଓ ଗୁଣରେ ଭରପୁର ହୋଇଥାଏ , ବୋଧେ କେହି ଏମିତି ବ୍ୟକ୍ତି ଥିବ ଯିଏ ଆମ୍ବ ଖାଇବାକୁ ପସନ୍ଦ କରୁନଥିବ , କହିଦେବୁ କି ଆଜି କାଲି ଆମ୍ବର ଭିନ୍ନ ଭିନ ରକମରେ ଆମ୍ବ ବଜାରରେ ମିଳିଯାଇଥାଏ । ଆପଣଙ୍କୁ କହିଦେବୁ କି ଯେବେ ଆପଣ ଆମ୍ବକୁ ଖାଇଥାନ୍ତି ଭୁଲ୍ ରେ କେବେ ତାର ଟାକୁଆକୁ ବାହାରେ କିମ୍ବା ଅଳିଆ ଗଦାରେ ପକାଇବା ଉଚିତ୍ ନୁହେଁ , ଏହି ଆମ୍ବର ଟାକୁଆର ମଞ୍ଜିକୁ ସୁଖାଇ ତାହାର ପାଉଡର୍ ବନାଇଦିଅନ୍ତୁ , ୧ କିମ୍ବା ୧/୫ ଚାମକ ଏହି ପାଉଡର୍ କୁ ସକାଳ ସଂନ୍ଧ୍ୟା ସମୟରେ ସେବନ କଲେ ରୋଗ ଦୁର ହୋଇଯାଏ , ଏହା ବହୁତ ଫାଇଦାଦାୟକ ହୋଇଥାଏ ,

ଯଦି ଛୁଆଙ୍କୁ ପତଳା ଝାଡା ହେଉଥାଏ ତେବେ ଆମ୍ବର ଟାକୁଆରୁ ଆମ୍ବର ଗିରି ଓ ବେଲର କଞ୍ଚା ଫଳକୁ ମିଶାଇ ସେବନ କଲେ ଏହା ଦ୍ୱାରା ଆପଣଙ୍କ ଛୁଆର ଝାଡା ଠିକ୍ ହୋଇଯାଏ , ଏହାର ପ୍ରୟୋଗ ଦିନରେ ତିନି ଥର କରିବା ଉଚିତ୍, ଓ ଏହା ବହୁତ ଫାଇଦାଦାୟକ ଅଟେ ଛୁଆଙ୍କ ପାଇଁ ।  ଯଦି ଆପଣଙ୍କୁ କାଶ ହେଉଛି ତେବେ ଏହାର ଟାକୁଆର ମଞ୍ଜିକୁ ପାଣିରେ ଘସି ଲେପ ଲଗାନ୍ତୁ , ଆରାମ ମିଲିବ , ଓ ଯଦି ଆପଣ ସ୍କ୍ରିନ୍ ର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି ତେବେ ଏହା ତ୍ୱଚା ପାଇଁ ବହୁତ କୋମଳ ହୋଇଥାଏ , ଏହା ଦ୍ୱାରା ମୁହଁରେ କଳାଦାଗ ଆଦି ଠିକ୍ ହୋଇଯାଏ , ଓ ବହୁତ ଫାଇଦା ଯୋଗାଇଥାଏ ।

 

କହିଦେବୁ କି ଯଦି ଆପଣଙ୍କ ଦାନ୍ତ ବହୁତ ପିଡା ଦେଉଛି ତେବେ ଆମ୍ବର ଟାକୁଆକୁ ସୁଖାଇ ତାହାର ପାଉଡର୍ କୁ ସକାଳ ସମୟରେ ଦାନ୍ତ ଘସିବା ସମୟରେ ବ୍ୟବହାର କଲେ ଦାନ୍ତ ମଜବୁତ ହୋଇଯାଏ , ଦାନ୍ତରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ , ଓ ମୁହଁରୁ ଦୂର୍ଗନ୍ଧ ବି କମିଯାଇଥାଏ , ଓ ଏହା ଦ୍ୱାରା ଦାନ୍ତ ବି ଚମକି ଉଠିବ , ଦାନ୍ତ ମଜବୁତ ଓ ଏହା ଦ୍ୱାରା କୌଣସି ରୋଗ ହେବନି ,

Leave a Reply

Your email address will not be published. Required fields are marked *