October 19, 2024

Odia Express

Leading Odia News Portal of Odisha

ରଜ ଉପଲକ୍ଷେ ରିଲିଜ ହେଲା ହୁମାନ ସାଗରଙ୍କ ସବୁଠୁ ବଡ ଦୁଃଖଭରା ଗୀତ – ମାରିଦେଲୁ ମୋତେ ମରିଗଲି ମୁଁ – ଦେଖିଲେ ଆପଣ କାନ୍ଦିବେ ନିଶ୍ଚୟ…

ବର୍ତମାନ ସମୟରେ ଓଡ଼ିଆ ସଂଗୀତ ଦୁନିଆ ଖୁବ ଆଗକୁ ଗତି କରୁଛି | ବିଶେଷ କରି ସୋସିଆଲ ମିଡ଼ିଆ ପାଇଁ ଓଡ଼ିଆ ଗୀତ ବର୍ତମାନ କିଛି ପାଦେ ଆଗକୁ ଯାଇଛି | ଓ ପ୍ରାୟ ସବୁଦିନ କିଛି ନୂଆ ନୂଆ ଗୀତ ରିଲିଜ ହେଉଛି | ତେବେ ବର୍ତମାନ ରଜ ଆଖି ଆଗରେ ରଖି ସବୁ ଓଡ଼ିଆ ପ୍ରଯୋଜକ କିଛି ନୂଆ ନୂଆ ଗୀତ କରୁଛନ୍ତି |ତେବେ ଏହି ସମୟରେ ହୁମାନ ସଗରଙ୍କ ଏକ ଦୁଃଖ ଗୀତ ରିଲିଜ ହେଇଚି ଯାହାକି ଦର୍ଶକ ମନକୁ ଖୁବ ପସନ୍ଦ ଆସିଛି | ମାତ୍ର କିଛି ଦିନ ରେ ଖୁବ ପ୍ରଶଂସା ସାଉଁଟିଚି ଏହି ଗୀତ | ତେବେ ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ସବୁଠୁ ଅଧିକ ପରିଚିତ ଗାୟକ ହୁମାନ ସାଗର | ଏହି ଗୀତ ଓଡ଼ିଆ ସଂଗୀତ କୁ ଆଉ ଟିକେ ଆଗକୁ ନେଇ ପାରିବ ବୋଲି ଏହାର ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି | ତେବେ ଚାଲନ୍ତୁ ସେହି ଗୀତ ଟି ଶୁଣିବା

 

 

✽ Song : Maridelu Mate Marigali Mun ( Official Studio Version)

✽ Singer : Human Sagar

✽ Music Director : JN PADMA

Leave a Reply

Your email address will not be published. Required fields are marked *