December 20, 2024

Odia Express

Leading Odia News Portal of Odisha

ଏକମାତ୍ର ଏପ୍ରକାର ଔଷଧ ଯାହା କି ଆମର ପିତ୍ତ ଆଉ କଫ ଉଭୟ କୁ ଠିକ କରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ମନୁଷ୍ୟ ତାର ୮୫% ବେମାରି ନିଜେ ହିଁ ଠିକ କରି ପାରେ। ତ ଆମେ ଆଗରୁ ଯାହା କଥା ହେଉଥିଲୁ ତାହା ସେହି ୮୫% ବେମାରି ମାନଙ୍କ ଭିତରୁ ହି ଏକ ଥିଲା। ଏହା କଣ ଆପଣଙ୍କୁ ଲାଗିଲା କି ଆପଣ ଏହାପାଇଁ କେଉଁ ବିଶେଷଜ୍ଞ ର ଆବଶ୍ୟକତା କରୁଛନ୍ତି? ଆଜି ଯାଏ ମୁ ଆପଣଙ୍କୁ ବହୁତ ସହଜ ସହଜ ଉପାୟ କହିଛି ଯାହା କି କେହି ବି କରି ପାରିବ ଏବଂ ତାହା ଅତ୍ୟନ୍ତ ସହଜ ବି।ମାତ୍ର ଆଜି ଆମେ ଆପଣଙ୍କ ପାଖରେ ବାକି ରହି ଯାଇଥିବା ୧୫% ନେଇକି ଆସିଛୁ। ମାତ୍ର ଆପଣ ଆମର ଏହି କଥନ ଶୁଣି ସାରିବା ପରେ ଭାବିବେ କି ଆରେ ଏହାକୁ ବି ତ ମୁଁ ସହଜ ରେ କରି ପାରିବି। ଏହା ହି ଭଗବତୀ ଙ୍କର ବିଶେଷତା ଅଟେ। ସେମାନଙ୍କ ମତ ରେ ଦୁନିଆ ର ସମସ୍ତ ମନୁଷ୍ୟ ନିଜ ଭିତରେ ଏକ ବିଶେଷଜ୍ଞ ହେଇ ଯାଇ ପାରିବ।

ଭାଗବତୀ ଙ୍କର ମତ ରେ ଯେଉଁ ମଣିଷ ବି ନିଜ ଶରୀର ର ସୂକ୍ଷ୍ମ ଅବଲୋକନ କରି ପାରିବ ସେ ସମସ୍ତେ ତାଙ୍କ ନିଜ ଶରୀର ର ବିଶେଷଜ୍ଞ ହେଇ ପାରିବେ। ତେଣୁ ଜଣେ ବିଶେଷଜ୍ଞ ହେଇ ଯିବା କିଛି ବଡ଼ କଥା ନୁହଁ। ଏହା ଉପରେ ହି ସେ ଅନେକ ପ୍ରକାର ର ଅଧ୍ୟାୟ ଲେଖି ଛନ୍ତି।ତାଙ୍କର ଏକ ଅଧ୍ୟାୟ ରେ ଏହା ଲିଖିତ ଅଛି କି ଏହି ଦୁନିଆ ର କିଛି ବହୁତ ବଡ଼ ବଡ଼ ରୋଗ ଯେପରି କି କ୍ୟାନ୍ସର, ଡାଇବେଟିସ ଇତ୍ୟାଦି ପାଇଁ ଆମ ପ୍ରକୃତି ରେ ଅନେକ ଏପରି ବ୍ୟବସ୍ଥା ଅଛି ଯାହା କି ଆମକୁ ଏହି ସମସ୍ତ ରୋଗ ରୁ ମୁକ୍ତି ଦେଇ ପାରିବ।

ତାଙ୍କ ଅନୁସାରେ ଦୁନିଆ ରେ ଅନେକ ଏପରି ଜିନିଷ ଅଛି ଯାହା କି ଏକା ସାଙ୍ଗରେ ବାତ, ପିତ୍ତ ଆଉ କଫ କୁ ଠିକ କରିପାରିବ। ବହୁତ କମ ଜିନିଷ ଅଛି ଯାହା କି ବାତ କୁ ଠିକ କରିବ ଆଉ ବହୁତ କମ ଜିନିଷ ଅଛି ଯାହା କି ପିତ୍ତ କୁ ଠିକ କରିବ। ବାତ କୁ ଠିକ କରିବାର ସବୁଠୁ ଭଲ ଜିନିଷ ହେଉଛି ତେଲ।

ଆଉ ସେ ଏକ ଶବ୍ଦ ଉପରେ ଜୋର ଦେଇଛନ୍ତି ତାହା ହେଉଛି ଶୁଦ୍ଧ ତେଲ। ଅର୍ଥାତ ରିଫାଇନ ତେଲ ନୁହଁ। ଯେତେବେଳେ ଆମେ ରିଫାଇନ ଅଥବା ଡବଲ ରିଫାଇନ ତେଲ ବ୍ୟବହାର କରୁ ତ ତାହାକୁ ରିଫାଇଅନ କରିବା ପାଇଁ କେମିକାଲ ବ୍ୟବହାର କରାଯାଏ ଯାହା କି ଇନ ଅର୍ଗାନିକ କେମିକାଲ ହେଇଥାଏ। ଏହି କେମିକାଲ ହି ଆମ ତେଲ କୁ ବିଷ ବନାଏ। ତେଣୁ ଆପଣ ଶୁଦ୍ଧ ତେଲ ର ଅର୍ଥ ପୁରା ଘଣା ରୁ କଢ଼ା ଯାଇଥିବା ତେଲ ହି ବ୍ୟବହାର କରନ୍ତୁ ଯାହା କି ଆପଣଙ୍କ ଶରୀର କୁ ବାତ ରୁ ଜୀବନ ସାରା ରକ୍ଷା କରିବ।

Leave a Reply

Your email address will not be published. Required fields are marked *