ଜାଣନ୍ତୁ କିପରି ହୋଇଥାନ୍ତି P ନାମକ ଲୋକଙ୍କର ବ୍ୟବହାର ଓ ସ୍ୱଭାବ – ନିଜ ନାମ କିମ୍ବା ସାଙ୍ଗ ର ନାମ ହେଇଥିଲେ ନିଶ୍ଚୟ ପଢନ୍ତୁ ଏହି କଥା…
ଜୀବନର ସବୁ ମୋଡ଼ରେ ଆମ ସହିତ ବିଭିନ୍ନ ପ୍ରକାରର ଲୋକ ଭେଟହୁଅନ୍ତି। ତାଙ୍କ ଭିତରୁ କେତେକ ଲୋକ ଆମ ସହ ମିଶିକି ଚାଲନ୍ତି।ତ କେତେକ ଲୋକ ଆମଠୁ ଅଲଗା ମଧ୍ୟ ହୋଇଯାନ୍ତି। ତ ସବୁଠାରୁ ଜରୁରୀ ଜିନିଷ ଏହା ଅଟେକି ଯେଉଁମାନେ ଅମସହ ଚାଲୁଛନ୍ତି ସେ ଲୋକମାନଙ୍କ ବ୍ୟକ୍ତିକତ୍ୱ କିପରି ଅଟେ ଆମେ ଜାଣିପାରିବା ଯାହା ଆମପାଇଁ ଲାଭଦାୟକ ଅଟେ।ଚାଲନ୍ତୁ ଆପଣଙ୍କୁ କହିଦଉଛୁ P ଅକ୍ଷରରୁ ଆରମ୍ଭ ହୋଇଥିବା ନାଁ ଧାରି ବ୍ୟକ୍ତିଙ୍କ ସ୍ଵଭାଵ କେମିତି ହୋଇଥିବ ସେ ବିଷୟରେ ଏଠାରେ ବର୍ଣନା କରାଯାଇଛି।P ଅକ୍ଷର ଵାଲା ଲୋକଙ୍କ ମନରେ କେତେପ୍ରକାର ଉଥାନ ପତନ ହୋଇଥାଏ।ଏମାନେ ସାଧାରଣତ ଭିତରୁ ବହୁତ ଆସନ୍ତ ଅଟନ୍ତି କିନ୍ତୁ ଦେଖେଆଇ ହୁଅନ୍ତିକି ଭିତରୁ ଶାନ୍ତ ଅଛନ୍ତି ବୋଳି ଏ ସ୍ଥିତି ବିଷୟରେ ସେମାନେ କାହା ସହ କଥାହବାକୁ ପସନ୍ଦ କରନ୍ତି ନାହିଁ।
ଏମାନଙ୍କ ମନର ସ୍ଥିତି ଯେମିତିଆ ହେଉ କିନ୍ତୁ ଅନ୍ୟମାନଙ୍କୁ ଖୁସି କରାଇବା ପାଇଁ ପ୍ରୟାସ କରିଥାନ୍ତି।ଆଙ୍କ ବିଚାରରେ ବି ପବିତ୍ରତା ହୋଇଥାଏ ଆଉ ଇଶ୍ୱର ଉପରେ ଆସ୍ଥା ରଖିଥାନ୍ତି।ଏ ଲୋକ ନିଜଭବିଷ୍ୟତ ପାଇଁ ଲଗାତାର ବିଚାର ମନ୍ଥନ କରିଥାନ୍ତି।ଏ ମାନେ ସବୁବେଳେ ଶାନ୍ତି ପୁର୍ଣ୍ଣ ଉପାୟରେ ଜୀବନ ଯିବାକୁ ପ୍ରସ୍ତୁତ କରନ୍ତି।ଭବିଷ୍ୟତ କ୍ଷେତ୍ରରେ ଏମାନେ ଟିକେ ପଛୁଆ ଅଟନ୍ତି।ସେମିତି ଦେଖିବାକୁ ଗଲେ ଏମିତି କେତେ ବିକଳ୍ପ ସାମ୍ନାକୁ ଆସିଥାଏ କିନ୍ତୁ ଏ ଭୁଲ ବିକଳ୍ପ କୁ ବାଛି ଆଗକୁ ବଢ଼ିଥାନ୍ତି ଓ ପରେ ନିଜକୁ ଦୋଷ ଦେଇଥାନ୍ତି।
ଏମାନେ କାମକୁ ପରିଶ୍ରମ ଓ ଇଛାର ସହ କରିଥାନ୍ତି କିନ୍ତୁ ତଥାପି ଏମାନଙ୍କୁ ସଫଳତା ମିଳିନଥାଏ।ଆଙ୍କୁ ଆଙ୍କ କାର୍ଯ୍ୟ କ୍ଷେତ୍ରରେ ବାରବାର ଠୋକର ଖାଇବାକୁ ପଡିଥାଏ ଯେପର୍ଯ୍ୟନ୍ତସେ ନିଜେ ନିରାଶ ନ ହୋଇପଡିଛନ୍ତି।ସମୟ ନିଶ୍ଚିତ ଲାଗିଥାଏ କିନ୍ତୁ ଏ ମାନେ ସଫଳତା ପାଇଥାନ୍ତି।P ନାଁ ଧରି ବ୍ୟକ୍ତି ପ୍ରାୟତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି ଏମିତିଆ ଲୋକ ଭଲତ ପାଇ ଯାଆନ୍ତି କିନ୍ତୁ ଭଲ ପାଇବା ବହନ କରିବାରେ ବହୁତ ଅସୁବିଧାର ସମ୍ମୁଖିନ କରିଥାନ୍ତି ଆଙ୍କର ଗୋଟେ କଥା ଭଲ ଲାଗେ ଏମାନେ ଯାହାକୁ ଭଲ ପାନ୍ତି ତାଙ୍କୁ ପୁରା ସଚୋଟ ପଣିଆ ସହ ଭଲ ପାଆନ୍ତି।ସେ ଜୀବନ ସାରା ତାଙ୍କ ସାଥିରେ ରହିଥାନ୍ତି।ଏବେ ଆସନ୍ତୁ ଜାଣିବା Pନାଁ ଧରି ଲୋକଙ୍କ ଗୁଣ ବିଷୟରେ।
ପ୍ରଥମ ଗୁଣ ଏମିତିଆ ଲୋକ ପରୋପକାରୀ,ଦୟାଳୁ,ଧାର୍ମିକ,ସହୃଦୟର ବ୍ୟକ୍ତି ଅଟନ୍ତି।ଏମାନେ କାହାକୁ ହଇରାଣ ହେଉଥିବାର ଦେଖି ପାରନ୍ତି ନାହିଁ।ଏମିତି ଲୋକ ସବୁବେଳେ ଶାନ୍ତ ଓ ପ୍ରାକୃତିକ ସବୁଜ ପରିବେଶ ପସନ୍ଦ କରିଥାନ୍ତି।ଏ ଲୋକ ବହୁତ ସନ୍ତୁଳିତ ଅଟନ୍ତି।ଏମାନଙ୍କ ଜୀବନ ବହୁତ ଧୀରେ ଧୀରେ ଚାଲିଥାଏ।
ଦ୍ୱିତୀୟ ଗୁଣ ଅଟେ ଏ ଲୋକ ପଛେ ଯେତେ କଷ୍ଟରେ ଥାନ୍ତି କିନ୍ତୁ ସବୁବେଳେ ନିଜକୁ ଖୁସି ଓ ସନ୍ତୁଷ୍ଟ ପୁର୍ଣ୍ଣ ବୋଲି ଦେଖେଆଇଥାନ୍ତି। ଏମିତି ଲୋକ କାହାର ବିଷୟରେ କାହା ଆଗରେ ଗପିନଥାନ୍ତି ନା କାହାଠାରୁ ଏ ସବୁ ଶୁଣିଥାନ୍ତି।
P ନାଁ ଧରି ବ୍ୟକ୍ତିଙ୍କ ଜୀବନରେ ଉଥାନ ପତନ ଚାଲିଥାଏ।ଏ ଲୋକଙ୍କ ଭିତରେ ଅଲଗା ପ୍ରକାରର ସହିବା ଶକ୍ତି ଥାଏ।
ତୃତୀୟ ଗୁଣ ଏ ବ୍ୟକ୍ତି ନିଜ ହୃଦୟରେ ବହୁତ ରହସ୍ୟ ଲୁଚେଆଇ ରଖିଥାନ୍ତି।ଏମାନେ ଦୟାଳୁ ପ୍ରକୃତିର ଓ ଅନ୍ୟଙ୍କ ସୁଖଦୁଃଖରେ ଭାଗୀ ହେଉଥିବା ଲୋକ ଅଟନ୍ତି।ଏମାନଙ୍କ ଜୀବନରେ ଯେମିତି କଷ୍ଟହେଉ ଦୁଃଖ ଝେଉ କିମ୍ବା କଠିନତା ଥାଉ ଏମାନଙ୍କ ମଥାରେ ଗୋଟେ ବି ଚିନ୍ତାର ଗାର ଦେଖାଯାଇ ନଥାଏ।
ଚତୁର୍ଥ ଗୁଣ ଏମାନଙ୍କ ଜୀବନରେ ସବୁବେଳେ ସୁଖ ଓ ଦୁଃଖ ଲାଗି ରହିଥାଏ।ଆଙ୍କ ଜୀବନରେ ଦୁଃଖ ବେସି ଓ ସୁଖ କମ ହୋଇଥାଏ ସେଥିପାଇଁ ଅଲଗା ଲୋକଙ୍କ ଦୁଃଖକୁ ଭଲଭାବରେ ବୁଝିଥାନ୍ତି।
ପାଞ୍ଚ ନମ୍ବର୍ ଗୁଣ ଏମାନଙ୍କୁ ଘର ଓ ସମସ୍ତଙ୍କ ଯତ୍ନ ପାଇଁଚିନ୍ତା ହୋଇଥାଏ।ଏମାଙ୍କ ପାଇଁ ଆଙ୍କର ମାନ ସଂମ୍ମାନ ହିଁ ସବୁଠୁ ବଡ ଅଟେ ସେ ସେଥି ପାଇଁ କିଛିବି ତ୍ୟାଗ କରିବାକୁ ପ୍ରସ୍ତୁତ ଥାଆନ୍ତି।ଆଙ୍କର ନିଜସ୍ୱ ନିୟମ ଅଟେ ଯାହା ପାଇଁ କୌଣସି ପ୍ରକାରର ବୁଝାବଣା କରିନଥାନ୍ତି।
ଛଅ ନମ୍ବର୍ ଗୁଣ ଆଙ୍କ ଭିତରେ କିଛି କମ ରହିଛି ସେଇଟା ହେଉଛି ସେ ନିଜ ଇଛା ଅନ୍ୟମାନଙ୍କ ଉପରେ ଲଦୀଦିଅନ୍ତି ସେଥିପାଇଁ ନିଜ ଘରେ ପ୍ରାୟ ତାଙ୍କୁ ଅସୁବିଧାର ସମ୍ମୁଖିନ କରିବାକୁ ପଡିଥାଏ କିନ୍ତୁ ଏ ବିଷୟରେ ସେ ବହୁତ ଚାଲଖ ଅଟନ୍ତି।