October 19, 2024

Odia Express

Leading Odia News Portal of Odisha

ଏହି ଫଟୋରେ ଲୁଚିରହିଛି ୬ ଟି ଶବ୍ଦ , ୧୦୦ ପ୍ରତିଶତ ଆପଣ ଖୋଜିକି ପାଇବେ ନାହିଁ – ଚେଷ୍ଟା କରିକି ଦେଖନ୍ତୁ..

ଆଜି ଆମେ ଆପଣଙ୍କୁ ଏମିତି ଏକ ଫଟୋ ଦେଖାଇବାକୁ ଯାଉଛୁ , ଯାହାକୁ ଦେଖିକରି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ଆଜ୍ଞା କହିଦେବୁ କି ଏହା କେଉଁ ସେଲିବ୍ରେଟି ଫଟୋ ନୁହେଁ କି କେଉଁ ଅଜୀବଗରିବ ବସ୍ତୁର ଫଟୋ ନୁହେଁ , ଏହା ଏକ ଏମିତି ଏକ ଫଟୋ ଅଟେ ଯାହା ଇଂରାଜୀ ଶବ୍ଦରେ ଭରି ରହିଛି , ସେମିତି ଆପଣ ବୁଝିପାରିଥିବେ ପରିଶେଷରେ ଆପଣଙ୍କୁ ଏହି ଫଟୋ ପଛରେ କଣ ଦେଖାଉଛୁ , କହିଦେବୁ କି ଏଥିରେ ଅଧିକା କିଛି କରିବା ଦରକାର ନାହିଁ ଖାଲି ଶବ୍ଦ ଖୋଜିବାର ଅଛି, କହିଦେବୁ କି ଏହା ଏକ ସହଜ କଥା ଅଟେ , କିନ୍ତୁ ଶବ୍ଦକୁ ଖୋଜିବା ପୂର୍ବରୁ କହିଦେବୁ କି ଏହି ଫଟୋରେ କେବଳ ଆପଣଙ୍କୁ ଶବ୍ଦ ଖୋଜିବାର ଅଛି ।

 

ଆପଣଙ୍କୁ ଆପଣଙ୍କ ଛୁଆବେଳର ପଜଲ୍ କଥା ତ ମନେ ଥିବ , କିନ୍ତୁ ଆଜି ଆମେ ଯେଉଁ ପଜଲ ଦେଖାଇବାକୁ ଯାଉଛୁ ତାହାର ଉତ୍ତର ଆପଣ ଖୋଜିପାରିବେ ନାହିଁ , ଯଦି ଆପଣ ଭଲ ଭାବେ ଏହି ଫଟୋକୁ ଦେଖିବେ ବୋଧେ ଆପଣ ଏହାର ଉତ୍ତର ପାଇପାରିବେ , କାରଣ ଏଥିରେ ଗୋଟିଏ ଶବ୍ଦ ନୁହେଁ ବରଂ ଏଥିରେ ମହଜୁଦ ଥିବା ସବୁ ଜିନିଷର ଲେଖାଯାଈଛି ।

ଯଦି ଆପଣ ନିଜକୁ ବୁଦ୍ଧିମାନ ବୋଲି ଭାବୁଥାନ୍ତି ତେବେ ଏହି ଫଟୋରେ ଲୁଚି ରହିଥିବା ଅକ୍ଷରଗୁଡିକୁ ଖୋଜିପାରିବେ , ଯଦି ଚାହିଁବେ ତେବେ ଆପଣଙ୍କ ବନ୍ଧୁଙ୍କ ସହାୟତା ବି ନେଇପାରିବେ , ଏଥିପାଇଁ କି କାରଣ ଏହା ଏକେଲା ଖୋଜିପାରିବେ ନାହିଁ , ଆସନ୍ତୁ ଜାଣିବା ଏହି ଫଟୋ ପଛରେ କେଉଁ କେଉଁ ଶବ୍ଦ ଲୁଚିକରି ଅଛି ।

 

୧) ସବୁଠାରୁ ପ୍ରଥମେ ଏହି ଫଟୋରେ ଗୋଟିଏ ଦର୍ପଣ ଦେଖିପାରୁଥିବେ , ହଁ ଆଜ୍ଞା ଏହି ଦର୍ପଣରେ ଇଂରାଜୀରେ ମିରର୍ ଲେଖାଯାଈଛି ,

୨) ଏହାପରେ ଆପଣଙ୍କୁ ଏହି ଫଟୋରେ ଗୋଟିଏ କିଚେନ୍ ର କବାଟ ଖୋଲା ହୋଇଥିବାର ଦେଖାଯାଉଥିବ , କିନ୍ତୁ ତଳକୁ ନଜର ପକାଇବେ ତଳେ ଦେଖିପାରିବେ କି ତଳେ ଇଂରାଜୀରେ ଟାଇଲ୍ସ ଲେଖାଯାଇଛି ,

 

୩) ଏହି ଫଟୋରେ ଆପଣଙ୍କୁ ଗୋଟେ ତାର ଦେଖାଯାଉଥିବ ହଁ ସେ କଳା ତାରର ଆରମ୍ଭରେ କିଛି ଇଂରାଜିରେ କର୍ଡ ଲେଖାହୋଇଛି।

୪) ଏହାସହ ଏହି ଫଟୋରେ ଏକ ବିଲେଇ ଦେଖାଯାଊଥିବ , ଯାହାର ଲାଞ୍ଜରେ ଇଂରାଜୀରେ କ୍ୟାଟ୍ ଲେଖାଯାଇଛି,

୫) ଏହା ସହ ଏହି ଫଟୋରେ ଏକ ବ୍ରାଉନ୍ ସୋଫା ବି ଦେଖାଯାଊଥିବ , ଯେଉଁଥିରେ ଇଂରାଜୀରେ କାଉଚ୍ ଲେଖାଯାଈଛି ।

୬) ସେମିତି ଏହି ଫଟୋରେ ଏକ ଝାଡୁ ବି ଦେଖିପାରୁଥିବେ , ଯାହା ଉପରେ ଷ୍ଟ୍ରାଟା ମାନେ ଯାହାକୁ ଆମେ ହିନ୍ଦୀରେ ସ୍ତର କହିଥାଉ ତାହା ଲେଖାଯାଇଛି ।

 

 

Leave a Reply

Your email address will not be published. Required fields are marked *