କେବେ ପଇସା ଅସୁବିଧା ପାଇଁ ୧୪ କିଲୋମିଟର ପାଦରେ ଚାଲିଥିଲେ ଏହି ହିରୋଇନଙ୍କ ସ୍ୱାମୀ , ଆଜି ହଜାର କୋଟି ଟଙ୍କାର ମାଲିକ…
ଗଜିନିର ଅମୀର ଖାନ୍ ଙ୍କ ସହ କାମ କରିଥିବା ଅସିନ୍ ଙ୍କ ଜନ୍ମ ୨୬ ଅକ୍ଟୋବର ୧୯୮୫ ରେ କେରଳରେ ହୋଇଥିଲା , ୨୦୧୧ ରେ ଗୋଟେ ତାମିଲ୍ ଫିଲ୍ମ ଦ୍ୱାରା ନିଜ କ୍ୟାରିୟର ଆରମ୍ଭ କରିଥିବା ଅସିନ୍ ଙ୍କୁ ତାଙ୍କର ଦ୍ୱିତୀୟ ଫିଲ୍ମ ଗଜିନି ଯାହାକି ତାମିଲ୍ ଫିଲ୍ମ ଥିଲା ସେଥିପାଇଁ ସାଉଥ୍ ଫିଲ୍ମ ଫେୟାର୍ ବେଷ୍ଟ ଅଭିନେତ୍ରୀ ହିସାବରେ ସମ୍ମାନିତ ହୋଇଥିଲେ, ଅସିନ୍ ଆଜି କାଲି ବଲିଉଡ୍ ରେ କମ୍ ନଜର ଆସୁଛନ୍ତି , ସେ ନିଜର ୧୦ ବର୍ଷ ବଡ ଓ ମାଇକ୍ରୋମେକ୍ସ କୋ ଫାଉଣ୍ତର ରାହୁଲ୍ ଶର୍ମାଙ୍କୁ ବିବାହ କରିଛନ୍ତି , ଜଣେ ଶିକ୍ଷକଙ୍କ ପୁଅ ଭାରତର ଲୋକଙ୍କର ହାତରେ ଶସ୍ତା ,ସୁନ୍ଦର ସ୍ମାର୍ଟଫୋନ୍ ଧରାଇଥିଲେ, ଏହି କମ୍ପାନୀ ଦୁନିଆଁର୍ ସବୁଠାରୁ ଶସ୍ତା ମୋବାଇଲ୍ ଫୋନ୍ ବିକ୍ରି କରିଥିଲା ।
ଆଜି ଆମେ ଅସିନ୍ ଙ୍କ ବିଷୟରେ ନୁହେଁ ବରଂ ତାଙ୍କ ସ୍ୱାମୀ ରାହୁଲ୍ ଶର୍ମାଙ୍କ ବିଷୟରେ କଥା ହେବା , ଦିଲ୍ଲିରେ ଏକ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମ ନେଇଥିବା ମାଇକ୍ରୋମାକ୍ସର କୋ ଫାଉଣ୍ତର ଓ ସେହି କମ୍ପାନୀର ସିଇଓ ରାହୁଲ୍ ଶର୍ମାଙ୍କ ବାପା ଜଣେ ଶିକ୍ଷକ ଥିଲେ , ରାହୁଲ୍ ଛୁଆବେଳରୁ ଦିଲ୍ଳି ଟିଚର୍ସ କଲୋନିରେ କାଟିଥିଲେ , ଦିଲ୍ଳିରେ ସ୍କୁଲିଙ୍ଗ୍ କରିବାପରେ ସେ ନାଗପୁର ୟୁନିଭରସିଟିରେ ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍ କରିଥିଲେ , ଓ ସେଠାରୁ ଗ୍ରାଜୁଏସନ୍ କରିଥିଲେ ।
ଯେବେ ସେ ୧୫ ବର୍ଷର ହୋଇଯାଇଥିଲେ ତେବେ ସେ କନସର୍ଟ ରେ ଯିବାପାଇଁ ୧୪ କିମି ଚାଲିକରି ଯାଈଥିଲେ , ରାହୁଲ୍ ଦୁଇଥର ଗ୍ରାଜୁଏସନ୍ କରିଛନ୍ତି , ନାଗପୁର ୟୁନିଭରସିଟିରୁ ଶେଷ ହେବାପରେ ସେ କାନାଡା ଚାଲିଗଲେ , ସେଠାରେ ସେ କମର୍ସରେ ଗ୍ରାଜୁଏସନ୍ କଲେ , ତାପରେ ସେ ଚାରିବର୍ଷ ପରେ ସେଠାରେ ମ୍ୟାନୁଫାକ୍ଚରିଙ୍ଗ୍ କମ୍ପାନୀରେ ଜବ୍ କଲେ , ମାଇକ୍ରୋ ମାକ୍ସ ପୁର୍ବରୁ ରାହୁଲ୍ ଙ୍କ ପାଖରେ ପ୍ରାୟ ୧୩ ବର୍ଷର ମାର୍କେଟିଙ୍ଗ୍ ଓ ସେଲ୍ସର ଅନୁଭବ ଥିଲା , ସେହି ସମୟରେ ତାଙ୍କୁ ଏକ ଜିନିଅସ୍ ମାର୍କେଟିଙ୍ଗ୍ ଏକ୍ସପର୍ଟ ନାଁରେ ଲୋକେ ଜାଣୁଥିଲେ , ସେ ନିଜ କାମର ଆରମ୍ଭରୁ ସେ ୱାର୍ଲଡ୍ ର ଟପ୍ କମ୍ପାନୀରୁ କ୍ୟାମ୍ପେନିଙ୍ଗ୍ କରିଥିଲେ, ଯେଉଁଥିରେ ପ୍ରୋକ୍ଟର ଆଣ୍ତ ଗେମ୍ବଲ,
ମାଇକ୍ରୋ ସୋଫ୍ଟ ଏକ୍ସବକ୍ସ ସମେତ ବହୁତ କମ୍ୟୁନିକେସନ୍ କମ୍ପାନୀ ନାଁ ବି ସାମିଲ୍ ଅଛି ଯାହାପରେ ସେ ଶୋ କମ୍ପୁନିକେଶ ରୁ ରାହୁଲ୍ ନିଜ ପ୍ରୋଜିଡେଣ୍ଟ ବି ଘୋଷିତ କରିଥିଲେ , ରାହୁଲ୍ ନିଜ ତିନି ସାଙ୍ଗଙ୍କ ସହ ମିଶି ୨୦୦୦ ମସିହାରେ ମାଇକ୍ରୋ ମାକ୍ସ ସଫ୍ଟୱେର୍ ଆରମ୍ଭ କରିଥିଲେ , ଏହି କମ୍ପାନୀ ଆରମ୍ଭରୁ ସଫ୍ଟୱେର କମ୍ପାନୀ ନଥିଲା ଯାହାଅରେ କମ୍ପାନୀ ଫିକ୍ସଡ୍ ୱାଆରଲେସ୍ ପିସିଓ ବିକ୍ରିକରିବା ଆରମ୍ଭ କରିଦେଇଥିଲା , ମାଇକ୍ରୋମାକ୍ସ ନିଜ କମ୍ପାନୀ ବିସ୍ତାର କରିବାପାଇଁ ସେ ନୋକିଆ ଓ ଏୟାରଟେଲ୍ କମ୍ପାନୀ ସହ ମିଶିକରି ପିସିଓ ବିକ୍ରି କରିବାର କାମ ଆରମ୍ଭ କରିଥିଲା , ୨୦୦୭ ରେ ଗୋଟେ ବିଜନେସ୍ ଟୁର୍ ସମୟରେ ରାହୁଲ୍ ଦେଖିଲେ କି ପଶ୍ଚିମ ବଙ୍ଗଳାରେ ବହେରାମପୁରରେ ବିଜୁଳି ଅଭାବରୁ ଏକ ଟ୍ରକ୍ ବ୍ୟଟେରି ଦୋକାନରେ ପିସିଓ ଚଲାଇବାକୁ ପଡୁଛି ,କେବଳ ଏତିକି ନୁହେଁ ଦିନ ସାରା ଲୋକେ ନିଜ ଫୋନ୍ ଚାର୍ଜ କରିବାପାଇଁ ସେହି ଦୋକାନରେ ଲାଇନ୍ ଲଗାଇଛନ୍ତି ,
ଏହି ଦୃଶ୍ୟ ଦେଖିବାପରେ ରାହୁଲ୍ ମନରେ ଭାବିନେଲେ କି ଏକ ଲମ୍ବା ବ୍ୟାଟେରି ବ୍ୟାକ୍ ଅଫ୍ ବାଲା ଫୋନ୍ ବନାଇବେ , ତାପରେ ରାହୁଲ୍ ଦ ଏକ୍ସଟିମ୍ ନାମକ ଏକ ଫୋନ୍ ଲଞ୍ଚ କରିଥିଲେ ଓ ଏହି ଆଇଡିଆ କ୍ରାନ୍ତିକାରି ବିଚାର ପ୍ରମାଣିତ ହେଲା , ବିନା କେଉଁ ବିଜ୍ଞାପନରେ ଏହି ଫୋନ୍ ୧୦ ଦିନରେ ପ୍ରାୟ ୧୦ ହଜାର ୟୁନିଟ୍ ଭାରତର ଗ୍ରାମୀଣ ଇଲାକାରେ ବିକ୍ରି ହୋଇଥିଲା, ତାପରେ କମ୍ପାନୀ ଭାରତରେ ନମ୍ବର ୱାନ୍ କମ୍ପାନୀ ଭାବେ ଜଣାଗଲା ।
ଆଜି କାଲି ରାହୁଲଙ୍କ କମ୍ପାନୀର ମୂଲ୍ୟ ୨୧ ହଜାର କୋଟି ବୋଲି କୁହାଯାଉଛି , ତାହା ସହ ତାଙ୍କର ସଂମ୍ପତ୍ତି ୭୦୦ କୋଟି କୁହାଯାଉଛି , ଦିଲ୍ଲିର ମଧ୍ୟମ ବର୍ଗୀୟ ଘରୁ ଚଲିଥିବା ରାହୁଲ୍ ଆଜି କାଲି ଆରାମଦାୟକ ଜୀବନ କାଟୁଛନ୍ତି , ଗୋଟେ ସମୟରେ ସେ ପଛରେ ଝୁଲିକରି ସ୍କୁଲ୍ ଯାଉଥିବା ରାହୁଲ୍ ଆଜି କାଲି ରୋଲ୍ସ ରୋୟାଲ୍ସ ଘୋଷ୍ଟରେ ଯାତ୍ରା କରୁଛନ୍ତି , ସେ ଏବେ ମେହେରୋଲି ରେ ଏକ ଆଲିଶାନ୍ ବଙ୍ଗଳା ବନାଇଛନ୍ତି ।