October 19, 2024

Odia Express

Leading Odia News Portal of Odisha

ଯଦି କେଉଁ ମଣିଷକୁ ଖଜୁରିଆ ବିଛା କାମୁଡି ଦିଏ କିମ୍ବା କାନରେ ପଶିଯାଏ ତେବେ କଣ କରିବା ଉଚିତ୍ ? ଥରେ ଜାଣି ରଖନ୍ତୁ – ସମସ୍ତଙ୍କୁ ଜାଣିବା ଦରକାର ଏହି ବିଷୟରେ..

ଯେମିତି କି ଆମେ ସମସ୍ତେ ଜାଣିଛେ କି ଏବେ ଗରମ ଦିନ ଆରମ୍ଭ ହୋଇସାରିଛି, ଏହାପରେ ଜଲଦି ହିଁ ବର୍ଷା ଦିନ ଆସିଯିବ , ବର୍ଷା ଦିନରେ ସବୁଠାରୁ ଅଧିକ ଭୟ ପୋକ ଜୋକଙ୍କର ଥାଏ , ଆପଣଙ୍କୁ କହିଦେବୁ କି ଗରମ ଦିନରେ ଲୋକଙ୍କର୍ ଅଧିକା ଭୟ ତେନ୍ତୁଳି ବିଛା ଉପରେ ଥାଏ , ତେନ୍ତୁଳିବିଛା କାମୁଡିଲେ କଣ ହୋଇଥାଏ ଏହା ବିଷୟରେ ବହୁତ୍ ହିଁ କମ୍ ଲୋକ ଜାଣିଥାନ୍ତି , ଏହାଠାରୁ ବଞ୍ଚିବାକୁ ହେଲେ କିଛି ଉପାୟ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ସେହି ବିଷୟରେ ।ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ତେନ୍ତୁଳିବିଛା ଏମିତି ଏକ ସରିସୃପ ଅଟେ ଯାହା ସାପ କାମୁଡିବା ଠାରୁ ବି ଅଧିକା ବିଷାକ୍ତ ହୋଇଥାଏ , ତେନ୍ତୁଳିବିଛା ମଣିଷକୁ କାମୁଡିଲେ ଏହା ଶରୀରରେ ନିଜ ବିଷ ଛାଡିଦିଏ ।

 

ଏହା କାଟିବାପରେ ବହୁତଥର ଏପରି ଦେଖିଥିବେ କି  ମଣିଷର ଶରିରରେ ବହୁତ ଅସହନୀୟ ପୀଡା ହୋଇଥାଏ , ଓ ନିଶ୍ୱାସ ନେବାରେ ଅସୁବିଧା ଦେଖାଦିଏ , ଏମିତି ବହୁତଥର ହୋଇଛି କି ତେନ୍ତୁଳି ବିଛା କାମୁଡିବା ସହ ବହୁତ ଲୋକଙ୍କ କାନରେ ଏହାପଶି ଯାଈଛି, ଓ ସେ କାନରେ ପଶିବା କ୍ଷଣି ବ୍ୟକ୍ତିର ଶୁଣିବା ଶକ୍ତି ଶେଷ ହୋଇଯାଏ , କାରଣ ସେ କାନରେ ଲାଗିକରି ରହିଯାଏ , ଓ ସହଜରୁ କାନରୁ ବାହାରେ ନାହିଁ , ବର୍ଷା ଦିନରେ ଅଧିକା ତେନ୍ତୁଳିବିଛା ବାହାରନ୍ତି , ଏଥିପାଇଁ ତାଙ୍କ ଠାରୁ ବଞ୍ଚିବାପାଇଂ କିଛି ଉପାୟ ଜାଣିବା ନିତାନ୍ତ ଜରୁରି ।

 

ଯଦି ଆପଣଙ୍କ ଶରୀରରେ ତେନ୍ତୁଳିବିଛା ଲାଗିଯାଈଛି କିମ୍ବା ଶରୀରରେ ଲାଗିଯାଈଛି କିମ୍ବା କାମୁଡିବାକୁ ଚେଷ୍ଟା କରୁଛି ତେବେ ତାହାଠାରୁ ବଞ୍ଚିବାର ଏକ ସହଜ ଉପାୟ ଅଛି , ଆପଣ ତା ମୁହଁରେ କିଛି ପରିମାଣର ଚିନି ପକାଇଦିଅନ୍ତୁ, ଓ ଏହା ଦ୍ୱାରା ସେ ତୁରନ୍ତ ଆପଣଙ୍କ ଶରୀରରୁ ଅଲଗା ହୋଇଯିବ , ଓ ତାହା ବିଷରୁ ବଞ୍ଚିପାରିଏବ୍ , ଏହା ଛଡା ଯଦି ତେନ୍ତୁଳିବିଛା ଆପଣଙ୍କ କାନରେ ପଶିଯାଈଛି , ତେବେ ତାହାକୁ ବାହାରକୁ ବାହାର କରିବାକୁ ହେଲେ ଏକ ଭଲ ତରିକା ଅଛି ,

 

କିଛି ପାଣି ନେଇ କିଛି ଲୁଣ ଦେଇ କାନରେ ପକାଇଲେ ସେ ତୁରନ୍ତ କାନରୁ ବାହାରିଯିବ , ଓ ମରିବି ଯାଏ , ଯଦି ଆପଣଙ୍କୁ କେଉଁ ତେନ୍ତୁଳିବିଛା କାମୁଡିନେଇଛି ତେବେ ସେହି ଜାଗାରେ ଗାଈର ଘିଅ ଓ କିଛି ଲୂଣ ନେଇ ସେହି କାମୁଡିଥିବା ସ୍ଥାନରେ ଲଗାନ୍ତୁ , ତୁରନ୍ତ ଉପଶମ ମିଳିବ , ଏହି ଉପାୟ ନିଶ୍ଚିତ କରନ୍ତୁ ଉପଶମ ମିଳିବ , ବର୍ଷା ଦିନରେ ବାହାର ପୋକ ଜୋକଙ୍କ ଠାରୁ ଦୁରେଇ ରୁହନ୍ତୁ , ଓ ନିଜ ଘରକୁ ସମୟ ସମୟରେ ଇନ୍ସେକ୍ଟିସାଇଡ୍ ବ୍ୟବହାର ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *