December 23, 2024

Odia Express

Leading Odia News Portal of Odisha

ମୋହାବତେଁ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ବର୍ତମାନ ଏଭଳି ଦେଖାଯାଉଛନ୍ତି, ଦେଖିବାପରେ ଚିହ୍ନିପାରିବା ମୁସକିଲ୍ ହୋଇପାରେ..

ବଲିଉଡ୍ ଦୁନିଆଁ ବହୁତ ଚମକ ଧମକ ଦୁନିଆଁରେ ଭରପୁର ଅଟେ , ଏଠାରେ କେବେ କିଏ କଳାକାର ହୋଇଯାଏ ତାହା କେହି ବି ଜାଣିପାରନ୍ତି ନାହିଁ , ଆପଣଙ୍କୁ ମନେ ଥିବ କିଛି ଏମିତି କଳାକାର ଯିଏକି ଗୋଟେ ଜମାନାରେ ରାତାରାତି ନାଁ କମାଇ ସାରିଛନ୍ତି , କିନ୍ତୁ ଏବେ ସେ କେଉଁଠି ଅଛନ୍ତି , କଣ କରୁଛନ୍ତି କାହାକୁ ବି ଜଣାନାହିଁ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏ କି ବହୁତ ଲୋକପ୍ରିୟ ଅଭିନେତ୍ରୀ ତାଙ୍କ ଜମାନାରେ ଥିଲେ , ବୋଧେ ସେ ଏବେ କେଉଁଠି ଅଛନ୍ତି କିଏ ବି ଜାଣିନାହାନ୍ତି । ସେମିତି କି ଆମେ ସମସ୍ତେ ଜାଣିଛେ କି ଫିଲ୍ମରେ କାମ କରିବାପାଇଁ ବଲିଉଡ୍ ଅଭିନେତ୍ରୀମାନେ ନିଜର ଫିଟନେସ୍ ଉପରେ ଅଧିକା ଧ୍ୟାନ ଦେଇଥାନ୍ତି , ଓ ପରଫେକ୍ଟ ଅଭିନେତ୍ରୀ ହେବାପାଇଁ ତାଙ୍କର ଓଜନ ଓ ଫିଗରକୁ ମେଣ୍ଟେଣ୍ଟ କରିଥାନ୍ତି

 

କିନ୍ତୁ ବହୁତଥର ଏପରି ଦେଖାଯାଏ କି ଯେଉଁ ଅଭିନେତ୍ରୀମାନେ ଫିଲ୍ମର ଦୁନିଆଁରୁ ଦୁରେଇଯାଆନ୍ତି , ସେ ବହୁତଥର ନିଜର ଫିଟନେସ୍ କୁ ଧ୍ୟାନ ଦେବାରେ ବନ୍ଦ କରିଦିଅନ୍ତୁ , ଆଜି ଆମେ ଆପଣଙ୍କୁ ସେହି ପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ , ଯିଏ କିଛି ଏପରି ହିଁ ଅଟନ୍ତି , କହିଦେବୁ କି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରୁଛୁ ସିଏ ହେଲେ ବଲିଉଡ୍ ର ଲୋକପ୍ରିୟତା ହାସିଲ୍ କରିଥିବା ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନୀ ଯିଏକି ଅଭିନେତ୍ରୀ ହିସାବରେ ବହୁତ ଫିଟ୍ ଓ ସୁନ୍ଦର ଥିଲେ , କିନ୍ତୁ ଏବେ ବହୁତ ବଦଳିସାରିଛନ୍ତି , କହିଦେବୁ କି ପ୍ରୀତି ଝାଙ୍ଗିଆଣୀ ଓ ଗୋବିନ୍ଦ ଝାଙ୍ଗିଆଣି ଏବଂ ମନିଆ ଝାଙ୍ଗିଆଣୀଙ୍କ ଝିଅ ଅଟନ୍ତି ।

 

କହିଦେବୁ କି ସାହାରୁଖ ଖାଁଙ୍କ ଫିଲ୍ମ ମୋହାବତେଁରେ ସେ ନଜର ଆସିସାରିଛନିତ୍ , ବଲିଉଡ୍ ରେ ପ୍ରୀତି ପ୍ରଥମ ଫିଲ୍ମ ମୋହାବତେଁ ୨୦୦୦ ରେ ରିଲିଜ୍ ହୋଇଥିଲା , ଓ ଯାହା ବହୁତ ହିଟ୍ ହିଁ ହୋଇଥିଲା , ଏହି ଫିଲ୍ମ ରେ ଅମିତାଭ ବଚ୍ଚନ, ସାହାରୁଖ ଖାନ୍ , ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ଥିଲେ , ଏହି ଫିଲ୍ମ ବହୁତ ହିଟ୍ ହୋଇଥିଲା , ଓ ପ୍ରୀତି ବଲିଉଡ୍ ରେ ନିଜ କ୍ୟାରିୟର ଏହି ଫିଲ୍ମରୁ ଆରମ୍ଭ କରିଥିଲେ,  ଏହାପରେ ପ୍ରୀତି ଝାଙ୍ଗିଆଣି କମେଡି ଫିଲ୍ମ ଆୱାରା ପାଗଲ୍ ଦିୱାନାରେ ଅଭିନୟ କରିଥିଲେ ।

 

ପ୍ରୀତି ଝାଙ୍ଗିଆଣି ୧୯୯୬ ରେ ଅଲତାଫ ରାଜାଙ୍କ ପ୍ରଥମ ଆଲବମ୍ “ତୁମ ତୋ ଠେହେରେ ପରଦେଶୀ”ରେ ଗୀତ ଶରାବୀରେ ନଜର ଆସିଥିଲେ , ପ୍ରୀତି ଝାଙ୍ଗିଆଣୀ ଥମଡୁ ଓ ମଜହବିଲୁ ୧୯୯୯ ରେ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି , ତାପରେ ସେ ଚାନ୍ଦ କେ ପାର୍ ଚଲୋ ୨୦୦୬ ବର୍ଷ , ସୁଖ୍ ୨୦୦୫ ବର୍ଷ , ଚାହତ୍ ଏକ୍ ନଶା ୨୦୦୫ ବର୍ଷ , ଚେହେରା ୨୦୦୫ ବର୍ଷ , ଏଲଓସି କାରଗିଲ୍ ୨୦୦୩ ବର୍ଷ ଅନର୍ଥ ୨୦୦୨ ବର୍ଷ ୱାହ୍ ତେରା କ୍ୟା କେହେନା ୨୦୦୨ ବର୍ଷ ଆୱାରା ପାଗଲ ଦିୱାନା ୨୦୦୨ ବର୍ଷ ଓ ମୋହାବତେଁ ୨୦୦୦ ବର୍ଷରେ ଫିଲ୍ମରେ କାମ କରିଥିଲେ ।

 

ଏବେ ପ୍ରୀତି ଫିଲ୍ମ ଜଗତରୁ ଦୂରେଇ ରହି ଗୃହସ୍ଥ ଜୀବନକୁ ଆପଣାଇନେଇଛନ୍ତି , ୨୩ ମାର୍ଚ୍ଚ ୨୦୦୮ କୁ ସେ ମଡେଲ୍ ପ୍ରବୀଣ ଡବାସଙ୍କ ସହ୍ ବାହାହୋଇଯାଇଥିଲେ , ପରେ ୧୧ ଅପ୍ରେଲ୍ ୨୦୧୧ କୁ ପ୍ରୀତି ପୁଅ ଜେବେସ୍ ଙ୍କ୍ ଜନ୍ମ ଦେଲେ , ଏହାପରେ ନିଜ ପରିବାର କାର୍ଯ୍ୟରେ ବ୍ୟସ୍ତ ରହିଗଲେ , ସେ ନିଜ ସବୁ ସମୟ ପୁଅ ଓ ପରିବାର ପଛରେ ଦେଉଛନ୍ତି , ଆଜି ଆମେ ଆପଣଙ୍କୁ ପ୍ରିତିଙ୍କ କିଛି ଫଟୋ ଦେଖାଉଛୁ , ଯାହାକୁ ଦେଖି ଆପଣ ଜାଣିପାରିବେ କି ପ୍ରୀତିଙ୍କ ଚେହେରା ଓ ଫିଗର୍ କେତେ ପରିମାଣରେ ବଦଳିଯାଈଛି ।

Leave a Reply

Your email address will not be published. Required fields are marked *