October 16, 2024

Odia Express

Leading Odia News Portal of Odisha

ହାତ ଥରିବାର ମୁଖ୍ୟ କାରଣ ଶରୀରର ଦୁର୍ବଳତା ନୁହେଁ ବରଂ ଏବା ବି ହୋଇପାରେ – ନିଶ୍ଚୟ ଜାଣି ରଖନ୍ତୁ..

ବହୁତଥର ଏମିତି ଦେଖାଯାଇଛି କି ବହୁତ ଲୋକ କାମ କରୁଥିବା ସମୟରେ ଅଚାନକ ବ୍ୟକ୍ତିଙ୍କ ହାତ ଥରିବାକୁ ଲାଗିଥାଏ , କେବେ କେଉଁ ହାଲକା ଜିନିଷ ଧରିବାକୁ ଗଲାବେଳେ ହାତ ଥରିବାକୁ ଲାଗେ , ଏମିତିରେ ବ୍ୟକ୍ତି ଏହା ଶରୀରର ଦୁର୍ବଳତା ବୁଝିକରି ଏହାକୁ ଅଣଦେଖା କରିଦେଇଥାଏ , ଯଦି ଆପଣଙ୍କ ହାତରେ କାମ କରୁଥିବା ସମୟ୍ରେ କେଉଁ ଜିନିଷ ଧରୁଥିବା ସମୟରେ ଏହି ପରି ଥରିଥାଏ , ତେବେ ଭୁଲ୍ ରେ ବି ଅଣଦେଖା କରନ୍ତୁ ନାହିଁ , କାରଣ ଏହାର ସବୁ କାରଣ ଶରୀରର ଦୁର୍ବଳତା ବରଂ କିଛି ଆହୁରି ବି ହୋଇପାରେ ।

 

ଆପଣଙ୍କ ସୁଚନା ପାଇଁ କହିଦେବୁ କି ହାତ ଥରିବାର କାରଣ କେବଳ ଦୁର୍ବଳତା ନୁହେଁ , ଏହାପାଇଁ ଆଜି ଆମେ ଆପଣଙ୍କୁ ହାତ ଥରିବାର କିଛି ଖାସ୍ କାରଣ କହିବାକୁ ଯାଉଛି , ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ଚାଲନ୍ତୁ ଏବେ ଆପଣଙ୍କୁ ଏହି ବିଷୟରେ ଖୋଲିକରି କହିବୁ ।

୧) ହାତ ଥରିବାର୍ ମୁଖ୍ୟ କାରଣ ଡାଇବେଟିଜ୍ ହୋଇପାରେ , ଆପଣଙ୍କୁ କହିଦେବୁ କି ଶରୀରର ସୁଗର ମାତ୍ର୍ କମ୍ ହେବାକୁ ଲାଗିଥାଏ , ଯାହା ଦ୍ୱାରା ଶରୀରରେ ଷ୍ଟ୍ରୋକ୍ ହେବାକୁ ଲାଗେ , ଯାହା ଦ୍ୱାରା ବ୍ୟକ୍ତି ହାତ ଗୋଡ ଥରିବାକୁ ଲାଗେ , ଯଦି ହୋଇପାରିବ ତେବେ ନିଜ ସୁଗର୍ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ,

 

୨) ଏହା ଛଡା ବହୁତଥର ବ୍ୟକ୍ତି ନିଜ ଜୀବନରେ ପୋଷ୍ଟିକ ଆହାର ଖାଇପାରେ ନାହିଁ ହଁ ଆଜ୍ଞା , ବ୍ୟକ୍ତି ନିଜ ଜୀବନରେ ଏମିତି ଭୋଜନ ସେବନ କରିବା କଥା ନୁହେଁ , ଯାହା ଶରୀରର ରକ୍ତର ଅଭାବକୁ ଦୂର କରିପାରିବ , ଯାହାର କାରଣରୁ ବ୍ୟକ୍ତି ଶରୀରର ରକ୍ତର ଅଭାବ ହେବାକୁ ଲାଗିଥାଏ , ଏହା ସହ ଏହା ଏମିନିଆ ସହ ହାତ ଥରିବାକୁ ଲାଗିଥାଏ ।

୩) ହାତ୍ ଥରିବାର୍ ଆଉଏକ କାରଣ ଶରୀରରେ ରକ୍ତଚାପ ହେବାକୁ ଲାଗିଥାଏ , ହଁ ଆଜ୍ଞା କହିଦେବୁ କି ଯେବେ ବିପି ଅଚାନକ ବଢିଯାଏ ତେବେ ଏମିତି ସ୍ଥିତିରେ ହାତ ଥରିବାକୁ ଲାଗେ , ଏବେ ସେମିତି କହିବାକୁ ଗଲେ ଯେବେ ଆପଣଙ୍କ ବ୍ଲଡ୍ ପ୍ରେସର୍ ବଢିବାକୁ ଲାଗେ ତେବେ ହାତ ଥରିବାକୁ ଲାଗେ ।

 

୪) ବହୁତଥର ଶରୀରରେ ମହଜୁଦ କାର୍ଟିସୋଲ ହାର୍ମୋନ୍ ବଢିବାର କାରଣ ବ୍ୟକ୍ତିରଚିନ୍ତା ବହୁତ ବଢିଯାଇଥାଏ , ଏବେ ଯେବେ କେଉଁ ବ୍ୟକ୍ତି ଶାରରୀକ ରୁପେ ଓ ମାନସିକ ଚାପରେ ପଡିଥାଏ , ତେବେ ଏହା ଶରୀର ଥରିବାକୁ ଲାଗେ ,ଓ ହାତ ଥରିବାକୁ ଲାଗେ , ଏହି କାରଣରୁ ହାତ ଥରିବାକୁ ଲାଗେ ।

ଏମିତିରେ ଯଦି ଶରୀରରେ ଏହିପରି ଲକ୍ଷଣ ଦେଖିବାକୁ ମିଳେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେବା ଉଚିତ୍ , କାରଣ ଏମିତି ସ୍ଥିତିରେ ଅଣଦେଖା କରନ୍ତୁ ନାହିଁ , ଯଦି ନ କରନ୍ତି ତେବେ ଏହା ଭବିଷ୍ୟତରେ ଏକ ଖତରନାକ ପରିଣାମ ହୋଇପାରେ ।

 

ଏହା ଦ୍ୱାରା ଆପଣ ବୁଝିପାରିଥିବେ କି କେବଳ ଶରୀର ଦୁର୍ବଳତା ଥିଲେ ହାତ ଥରିନଥାଏ , ବରଂ ଏହାର ଅନ୍ୟ କାରଣ ବି ହୋଇପାରେ ।

Leave a Reply

Your email address will not be published. Required fields are marked *