October 19, 2024

Odia Express

Leading Odia News Portal of Odisha

ରାତିରେ ଶୋଇବା ପୁର୍ବରୁ କରିନିଅନ୍ତୁ କେବଳ ଏହି ଗୋଟେ କାମ – ଆପଣଙ୍କ ବୁଦ୍ଧି ଏତେ ପ୍ରଖର ହୋଇଯିବ କି ନିଜକୁ ବିଶ୍ୱାସ କରିପାରିବେ ନାହିଁ…

କୁହନ୍ତି ନାଁ ଯେବେ କେଉଁ ବ୍ୟକ୍ତିର ମସ୍ତିଷ୍କ ଶାନ୍ତ ରୁହେ ତେବେ ତାର ମସ୍ତିଷ୍କରେ ନାନାଦି ପ୍ରକାର ଭାବନା ଆସିଥାଏ , ତେବେ ବ୍ୟକ୍ତି ସେହି ସମୟରେ କିଛି ବି କାମ ଠିକ୍ ଭାବରେ ଧ୍ୟାନ ଦେଇପାରେ ନା , ହଁ ଆଜ୍ଞା ବ୍ୟକ୍ତି ନିଜ ବୁଦ୍ଧି ଖଟାଇ ସବୁ କାମ ବୁଝିବିଚାରି କରିଥାଏ , ମାନେ ଆମେ ସିଧା ଶବ୍ଦରେ କହିଲେ ଜୀବନରେ ନିଜର ବୁଦ୍ଧି ରହିବା ନିତାନ୍ତ ଜରୁରୀ ଅଟେ , ଆଜି ଆମେ ଆପଣଙ୍କୁ ଗୋଟେ ଟ୍ରିକ୍ ବିଷୟରେ କହିବାକ୍ ଯାଉଛୁ , ଯାହାକୁ ଆପଣାଇଲେ ଆପଣଙ୍କ ବୁଦ୍ଧି ପ୍ରଖର ହୋଇଉଠିବ , ସେମିତି ବିଶ୍ୱାସ ଅଛି କି ଆପଣ ଏହି ଟ୍ରିକ୍ କେବେ ଆଗରୁ କରିନଥିବେ ।

 

କହିଦେବୁ କି ଏହା ଆପଣଙ୍କ ଭାବନାକୁ ଆହୁରି ପ୍ରଖର କରିଦେବ , ଆଜି କାଲିର ସବୁ ବ୍ୟକ୍ତି ଏତେ ବ୍ୟସ୍ତ ହୋଇସାରିଛନ୍ତି , ଯାହାଙ୍କ ପାଇଁ ଗୋଟେ ସେକେଣ୍ତର ବି ସମୟ ନାହିଁ , ମାନେ କହିବାକୁ ଗଲେ କାହାକୁ ପଇସାର ଚିନ୍ତା, ଓ କାହାକୁ ଖାଇବାର ଆଉ କାହାକୁ ଭଲ ପାଇବାର ଚିନ୍ତା ଲାଗିରହେ , ଏମିତିରେ ସବୁ ଚିନ୍ତାଗୁଡିକ ଭୁଲି ଏକେଲା କାଟିବାକୁ ଚେଷ୍ଟା କରନ୍ତୁ , ଯଦି ଏକେଲା କିଛି ସମୟ ଅତିବାହିତ କରିବ ତେବେ ମସ୍ତିଷ୍କ ଶାନ୍ତ ରହିବ ।

 

ଏମିତିରେ କିଛି ଫାଲତୁ ଜିନିଷ କେବେ ବି ଭାବନ୍ତୁ ନାହିଁ , ଆପଣ ଗଛ ଲତା , ପବନ ,ସବୁଜ ବର୍ଣ୍ଣାନୀ ଆଦି ବିଷୟରେ ଭାବିଲେ ମନ ଶାନ୍ତ ରହିବ , ଓ ସଠିକ୍ ଦିଗରେ କାମ କରିବାକୁ ମନ ଲାଗିବ , ଯଦି ମସ୍ତିଷ୍କକୁ ଶାନ୍ତ କରିବାର ଅଛି ତେବେ ଗୋଟେ ଜାଗାରେ ଚୁପ୍ ଚାପ୍ ବସିପଡନ୍ତୁ , ତାପରେ ଗୋଟେ କାନରେ ଗୋଟେ ଶବ୍ଦକୁ ଭଲ ଭାବେ ଶୁଣନ୍ତୁ , ଆପଣଙ୍କୁ କହିଦେବୁ କି ଏହି ଆବାଜ୍ ଆମ ଶରୀର ମଧ୍ୟରୁ ଆସିଥାଏ ।

 

ଆପଣଙ୍କୁ ଏମିତି ଆବାଜ୍ ଶୁଣିବାକୁ ମିଳିବ , ଯାହା ଆପଣଙ୍କ କାନର ପାଖରେ କିଏ ଚିଲ୍ଲାଉଥିବ , ଏମିତିରେ ମସ୍ତିଷ୍କ ଶାନ୍ତ କରି ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ , ଏହା ଦ୍ୱାରା ମନ ଶାନ୍ତ ରହିବ , ଓ ନିଜକୁ ଆଶ୍ଚର୍ଯ୍ୟ ଭଳି ମନେ କରିବେ , କହିଦେବୁ କି କେବଳ ଦଶ ମିନିଟ୍ ପାଇଁ ଏମିତି କରିବାର ଅଛି , ଏହାକୁ କରିବାର ହେଲେ ଏହାକୁ ଭଲ ଭାବେ ବୁଝିବାକୁ ପଡିଅବ , ଏହି ଟ୍ରିକ୍ କଲା ପରେ ସବୁ କାମ କରିବାରେ ସହଜ ବୋଲି ମନେ ହେବ , ଓ ଆପଣ ନିଜକୁ ପ୍ରକୃତି ସହ ଯୋଡି ହୋଇଥିବାର ଅନୁଭବ କରିବେ ।

 

ଏହି ଟ୍ରିକ୍ କୁ ଆପଣ ରାତିରେ ଶୋଇବା ପୂର୍ବରୁ ଆପଣାନ୍ତୁ , ତେବେ ଅଧିକା ଫାଇଦା ମିଳିବ , କାରଣ ରାତିର ସମୟରେ କାହାର କାହାପାଇଁ ଚିନ୍ତା ରହେ ନାହିଂମ୍  ,ଓ ଏହା ଆପଣଙ୍କୁ ଶାନ୍ତ ମନରେ ଭାବିବାକୁ ସମୟ ବି ଦେବ , ଆମେ ଆଶା କରୁଛୁ କି ଏହି ଟ୍ରିକ୍ ଆପଣାଇଲେ ଆପଣଙ୍କ ସବୁ ଉଦ୍ଦେଶ୍ୟ ପୂରଣ ହେବ ।

 

Leave a Reply

Your email address will not be published. Required fields are marked *