December 23, 2024

Odia Express

Leading Odia News Portal of Odisha

କଣ ଆପଣ କହିପାରିବେ କି ଏହା ହତ୍ୟା ଅଟେ ନା ଆତ୍ମହତ୍ୟା ? ଯଦି ଆପଣ ଦେଇଦେବେ ଏହାର ସଠିକ୍ ଜବାବ , ତେବେ ଆପଣ ଡିଟେକ୍ଟଟିଭ୍ ହେବାର ଦକ୍ଷତା – ସାଙ୍ଗ ମାନକ ସହ ସେୟାର କରନ୍ତୁ..

ଥ୍ରୀଲର୍ ମୁଭି ଦେଖିବାର ମଜା ବହୁତ ଆସିଥାଏ । ଯେତେ ମୁଭି ଦେଖିବାର ପହେଲିକୁ ସଠିକ୍ ଉତ୍ତର ବାହାର କରିବାର , ଥ୍ରୀଲର୍ ଫିଲ୍ମ ଦେଖିବା ସମୟରେ ଆମେ ସବୁ ଜିନିଷ ଆମେ ଭଲ ଭାବେ ଦେଖିଥାଉ । ଅନ୍ଦାଜା ନିଶ୍ଚିତ ଲଗାଇଦେଇଥାଉ କି କିଏ ସେ ଅସଲ ହତ୍ୟାକାରୀ , ବହୁତ ଲୋକେ ଜାସୁସ୍ ବହି ପଢିବାକୁ ଭଲ ପାଆନ୍ତି , ଆଜି ଆମେ କିଛି ଟାକ୍ସ ନେଇକରି ଆସିଛୁ , ଯାହାକୁ ଆପଣ ତାହାର ଉତ୍ତର୍ ବାହାର କରିବାର ଅଛି , ତେବେ ଆସନ୍ତୁ ଜାଣିବା ସେହି ପହେଲି କଣ ଅଟେ , ଓ ଆପଣ ତାହା ସମାଧାନ କରିପାରୁଛନ୍ତି କି ନାହିଁ ।

ତଳେ ଦିଆଯାଇଥିବା ଫଟୋରେ ଦେଖି କହିବାକୁ ପଡିବ କି ଏମାନଙ୍କ ମଧ୍ୟରୁ ପ୍ରକୃତ ହତ୍ୟାକାରୀ କିଏ ?

 

ଉତ୍ତର : ମରିଯାଇଥିବା ବ୍ୟକ୍ତିର ରକ୍ତ ବାଁ କଡୁ ବୋହୁଛି , ଏହାର ମତଲବ ଏହା କି ମାରିବା ଲୋକେ ବାଁ ହାତୀ ଲୋକ ଅଟେ , ଫଟୋରୁ ସଫା ଜଣା ପଡୁଛି କି କ୍ୟାଶ୍ କାଉଣ୍ଟରରେ ପେମେଣ୍ଟ କରୁଥିବା ବ୍ୟକ୍ତି ଡାହାଣ ହାତି ଅଟେ , ଓ ଜଣେ ବ୍ୟକ୍ତି ହାତରେ ପ୍ଲାଷ୍ଟର ଲଗାଇ କୋଟ୍ କିଣିବାକୁ ଆସିଛି , ଯିଏକି ଟିକିଏ ସନ୍ଦେହ ଜନକ ମନେ ହଉଛି । ହୋଇପାରେ ସେ ତାଙ୍କ ପ୍ଲାଷ୍ଟରରେ କେଉଁ ହତିଆର ଲୁଚାଇ ରଖିଥିବ ।

ଏହି ଫଟୋକୁ ଦେଖି କୁହନ୍ତୁ କି ଏହା ହତ୍ୟା ନା ଆତ୍ମହତ୍ୟା ।

 

ଉତ୍ତର : ରୁମ୍ ମଧ୍ୟରେ ସବୁଆଡେ ଏପଟ ସେପଟ ହୋଇ ଜିନିଷ ପଡିଛି । ଓ ଟେବୁଲ୍ ଘଣ୍ଟା ଭାଙ୍ଗିପଡିଛି , ଏମିତି ଲାଗୁଛି କିଏ ଧସ୍ତାଧସ୍ତି କରିଛି, ଓ ଟେବୁଲ୍ ରେ ଦୁଇଟି ପାଣିର ଗିଲାସ ଅଛି , ଯେଉଁଠି ଜଣା ପଡୁଛି କି ରୁମ୍ ରେ ଦୁଇ ଜଣ ବ୍ୟକ୍ତି ଥିଲା ଭଳି , ଯେଉଁଠି ଦ୍ୱିତୀୟ ବ୍ୟକ୍ତି ପୀଡିତର ନିଜ ଲୋକ ଥିବ , ବେଡ୍ ଉପରେ ଗୋଟେ ବହି ଅଛି , ଯେଉଁଠି ଜଣା ପଡୁଛି କି ମୃତ ବ୍ୟକ୍ତି କିଛି ପଢୁଥିଲା , ଓ ସୁସାଇଡ୍ ନୋଟ୍ କେଉଁ ଅନ୍ୟ ପେନ୍ ରେ ଲେଖାଯାଇଛି , ମୃତ ବ୍ୟକ୍ତିର ସାହାରା ବାଡୀ ଦୂରରେ ପଢିଛି , ମାନେ ମରିବା ଲୋକ ନିଜେ ଚାଲିକରି ଆସିନି, ଏହା ପ୍ରଥମ ସନ୍ଦେହ ହତ୍ୟା ହୋଇପାରେ ।

ତଳେ ଦିଆଯାଇଥିବା ଫଟୋରୁ ଦେଖି କୁହନ୍ତୁ କିଡନାପର୍ କିଏ ବୋଲି ।

 

B ଓ C ଫଟୋରେ ଛୁଆଟି ନିଜେ ସେହି ଛୁଆର ହାତ ଧରି ଚାଳୁଛି । କିନ୍ତୁ A ଫଟୋରେ ସେହି ବ୍ୟକ୍ତି ତା ହାତ ଧରି ନେଇଯାଉଛି , ଏମିତିରେ ସଫା ଜଣା ପଡୁଛି କି A ହିଁ କିଡନାପର୍ ଅଟେ ।

ତଳେ ଦିଆଯାଇଥିବା ଫଟୋକୁ ଦେଖି କୁହନ୍ତୁ କି ଏହା ହତ୍ୟା ଅଟେ କି ଆତ୍ମହତ୍ୟା ।

ଉତ୍ତର : ମହିଳାର ବାଁ ହାତରେ ଅଧା ଜଳିଯାଇଥିବା ସିଗାରେଟ୍ ଅଛି , ମାନେ ସିଏ ନିଜକୁ ଗୁଳି ମାରିନାହିଁ , କାରଣ ସିଗାରେଟ୍ ପିଉଥିବା ଲୋକେ ସେହି ହାତକୁ ବେଶୀ ପ୍ରୟୋଗ କରନ୍ତି ଯେଉଁ ହାତରେ ବେଶୀ କାମ କରିଥାନ୍ତି । ଏହିଥିରୁ ଜଣା ପଡୁଛି କି ମହିଳା ଜଣଙ୍କ ବାମ ହାତୀ ଥିଲେ । ଓ ସବୁ କାମ କରୁଥିଲେ।  ଓ ବାଁ ହାତରେ ବନ୍ଧୁକ ଚଳାଇବା ଅସମ୍ଭବ ଅଟେ , ଓ ମହିଳା ଜଣଙ୍କ ଯଦି ସୁସାଇଡ୍ କରିବାର ଥିଲା ତେବେ ସେ ପୁରା ସିଗାରେଟ୍ ଟାଣିସାରିଲା ପରେ ହିଁ ସୁସାଇଡ୍ କରିଥାନ୍ତେ । ଓ ରୁମ୍ ରେ ଚାରିପଟୁ ଅନ୍ଧାର୍ ହୋଇଛି, କିଏ ହେଲେ ବି ସୁସାଇଡ୍ ନୋଟ୍ ଲେଖିପାରେ , ଏହାର ମତଲବ ସଫା ଅଟେ କି ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ହତ୍ୟା ହୋଇଛି ।

Leave a Reply

Your email address will not be published. Required fields are marked *