ଟମାଟରରୁ ଅଦରକାରୀ ବାଳକୁ ହଟାଇବାର ଏମିତି ତରିକା ପୁର୍ବରୁ କେବେ ଦେଖିନଥିବେ
ବାଳ ଏମିତି ଏକ ଜିନିଷ ହୋଇଥାଏ ଯାହା ଲୋକଙ୍କର ମୂଣ୍ତ ଉପରେ ବହୁତ ଅଧିକା ମାତ୍ରାରେ ଦରକାର କରନ୍ତି , କିନ୍ତୁ ବଡିର ଅନ୍ୟ ଭାଗରେ ଏହାକୁ ଚାହଁନ୍ତି ନାହିଁ , ଖାସକରି ମହିଳା ନିଜ ବଡିରେ ଅଦରକାରୀ ବାଳ ହେବା ପସନ୍ଦ କରନ୍ତି ନାହିଁ , ହାତ ଓ ପାଦରେ ଯେବେ ବାଳ ଦେଖାଯାଏ ତେବେ ଏହା ବହୁତ ଅସୁନ୍ଦର ଦେଖାଯାଏ , ଖାସ୍ କରି ମହିଳାଙ୍କ ହାତ ଓ ପାଦରେ ଏହି ପରି ବାଳ ହେବା ଶୋଭା ପାଏ ନାହିଁ , ହାତ ପାଦ ଛଡା ବହୁତ ଥର ତ ଚେହେରାରେ ହାଲକା ବାଳ ବାହାରି ଆସେ , ଏମିତିରେ ପୁରୁଷଙ୍କୁ ଏହି ବାଳକୁ ସେଭିଙ୍ଗ୍ କରି ହଟାଇପାରିବେ , କିମ୍ବ୍ ଆଜିକାଲି ବଡ ଦାଢି ରଖିବା ଫ୍ୟାସନ ବି ଚାଳୁଛି , କିନ୍ତୁ ମହିଳାଙ୍କ ଚେହେରାରେ ବହୁତ ଥର ଅଦରକାରୀ ବାଳ ବାହାରିଆସେ , ଯାହାକୁ ସବୁଦିନ ରେଜରରେ ହଟାଇବା ଠିକ୍ ହୋଇନଥାଏ , ଏଥିରେ ବାଳ ଆଉଥରେ ଫେରିଆସେ ।
ଏମିତିରେ ଅଦରକାରି ବାଳକୁ ମୁକ୍ତି ପାଇବାକୁ ହେଲେ ମହିଳା ଅଧିକାଂଶ ଥର ୱାକ୍ସିଙ୍ଗ୍ କରିଥାନ୍ତି , କିନ୍ତୁ ବହୁତ ମହିଳାଙ୍କ ଘରେ ୱାକ୍ସିଙ୍ଗ୍ କରିବା ନଥାଏ ,ଏମିତିରେ ସେମାନେ ବ୍ୟୁଟୀ ପାର୍ଲର୍ ଯାଇ ଏହା କରିଥାନ୍ତି , ବ୍ୟୁଟି ପାର୍ଲର୍ ସହ ବଡ ସମସ୍ୟା ହୋଇଥାଏ , ପ୍ରଥମତଃ ଏହା ବହୁତ ଖର୍ଚ୍ଚ୍ ହୋଇଥାଏ, ଓ ଦ୍ୱିତୀୟ ଭିଡ ଏତେ ଅଧିକା ହୋଇଥାଏ କି ଏଠାରେ ୱାକ୍ସିଙ୍ଗ୍ କରିବା ସମୟର ବର୍ବାଦି ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଘରେ ନିଜ ଚେହେରାରେ ବଡିରେ ଅଦରକାରୀ ବାଳକୁ ହଟାଇବାକୁ କହିବୁ ।
ଚେହେରାରୁ ଅଦରକାରୀ ବାଳକୁ ହଟାଇବାପାଇଁ ଆଜି ଆମେ ଟମାଟର ସହ କିଛି ପ୍ରକିୟା କରିବାକୁ ଯାଊଛୁ , ଏହି ପ୍ରକିୟାର ଖାସ୍ କଥା ଏହା କି ଏଥିରେ କୌଣସି ସାଈଡ୍ ଇଫେକ୍ଟ ହୁଏ ନାହିଁ , ଓ ଏହା ସ୍କିନ୍ କୁ କ୍ଷତି ବି ପହଞ୍ଚାଇନଥାଏ, ଅଦରକାରୀ ବାଳକୁ ହଟାଇବାପାଈଁ ଆପଣଙ୍କୁ ଏକ ଟମାଟୋ ପ୍ୟାକ୍ ବନାଇବାକୁ ହେବ , ଏହାକୁ ପ୍ରସ୍ତୁତି କରିବାପାଇଁ ଆପଣଙ୍କୁ ଚାରୋଟି ଜିନିଷ ଆବଶ୍ୟକତା ହେବ , ଟମାଟର୍ କଞ୍ଚାକ୍ଷୀର, ମହୁ, ଜିଲେଟିନ୍ ପାଉଡର୍ , ସବୁଠାରୁ ପ୍ରଥମେ ଦୁଇରୁ ତିନୋଟି ଟମାଟର ମିକ୍ସର୍ ରେ ପେଷିକରି ତାହାର ରସ ବାହାର କରିଦିଅନ୍ତୁ , ଏହି ରସକୁ ଛାଣିକରି ରଖିଦେଲେ ଭଲ ହେବ ।
ଏବେ ଏହାକୁ ଏକ ମେଟାଲ୍ ବାସନରେ ଦୁଇ ଚାମଚ ଟମାଟରର ରସ, ଏକ ଚାମଚ କ୍ଷୀର , ଏକ ଚାମଚ ମହୁ ଓ ଏକ ଚାମଚ ଜିଲେଟିନ୍ ପାଉଡର୍ ମିଶାଇଦିଅନ୍ତୁ , ଏହି ସବୁକୁ ମିକ୍ସ କରିବାପରେ ଏହି ମେଟାଲ୍ କୁ ବଡ ବାସନରେ ଯେପରି ପାଣିରେ ଗରମ କରି ରଖନ୍ତୁ , ଯେବେ ପାଣି ସିଝିଯିବ ତେବେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ , ଓ ସେହି ପାଣିରେ ଏହି ପେଷ୍ଟର ମିଶ୍ରଣ ରଖିଦିଅନ୍ତୁ , ଏବେ ଏହି ବାସନରେ ଏହି ପେଷ୍ଟ ଭାସୁଥିବ , ଏହା ଡବଲ୍ ବୋଇଲିଙ୍ଗ୍ ପ୍ରୋସେସ୍ କହନ୍ତି ,
ଏହି ପ୍ରୋସେସ୍ ଜରିଆରେ ଆପଣଙ୍କ ମିଶ୍ରଣ ଓ ଜିଲେଟିନ୍ ମିଶିଯିବ , ଯେବେ ଏହି ମିଶ୍ରଣ ଭଲ ଭାବେ ମିଶିଯିବ ତେବେ ଏହାକୁ ବାହାର କରି ବ୍ରଶ୍ ସହାୟତାରେ ଅଦରକାରୀ ବାଳ ଉପରେ ଲଗାଇଦିଅନ୍ତୁ , ଓ ସେତେ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ ଯେବେ ପର୍ଯ୍ୟନ୍ତ ଏହା ସୁଖିନଯାଇଛି , ସୁଖିବା ପରେ ଅପୋଜିଟ୍ ଡାଇରେକ୍ସନ୍ ରୁ ବାହାର କରିଦିଅନ୍ତୁ , ଆପଣଙ୍କ ବଡିରୁ ଅଦରକାରୀ ବାଳ ଏଇ ପ୍ୟାକ୍ ସହ ବାହାର ଆସିଯିବ , ଏଇ ପରି ତ୍ୱଚା ବିଲକୁଲ୍ କୋମଳ ହୋଇଯିବ