ସାତ ରାତି ପର୍ଯ୍ୟନ୍ତ ଲଗାତାର ଖାଆନ୍ତୁ ୨ ଟି କାଜୁ , ତାପରେ ଯାହା ହେବ ଆପଣ କେବେ ଭାବିବି ନଥିବେ…
ଯେପରି କି ଆପଣ ସମସ୍ତେ ଜାଣିଥିବେ କି ଲୋକ କାଜୁକୁ ମିଠା କିମ୍ବା ପରିବା ର ଗ୍ରେବି ହିସାବରେ ସ୍ୱାଦିଷ୍ଠ ବନାଇବାପାଈଁ କରିଥାନ୍ତି , କିନ୍ତୁ କାଜୁରୁ ତିଆରି ବରଫି ଅଧିକାଂଶ ଲୋକଙ୍କୁ ବେଶୀ ପସନ୍ଦ ଆସିଥାଏ , ସ୍ୱାଦ ସହ ଏହି ପ୍ରକିୟା ସୁଖିଲା ମେୱା ହିସାବରେ ସୁସ୍ଥ୍ୟ ରଖିଥାଏ , ସେମିତି ଆପଣଙ୍କୁ କହିଦେବୁ କି କାଜୁ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ, ଓ ଏଥିରେ ବହୁତ ସାରା ଭିଟାମିନ୍ ପୋଷକ ତତ୍ତ୍ୱ ମିଳିଥାଏ , କିନ୍ତୁ ଏଥିରେ ବହୁତ ମାତ୍ରାରେ ଚର୍ବି ହୋଇଥାଏ । ଯେବେ କାଜୁକୁ କମ୍ ଖିଆ ହୋଇଥାଏ ତେବେ ହୃଦୟ ରୋଗ ସୁଧାର ଆସିପାରିବ , ଓ ତା ସହ ଷ୍ଟ୍ରୋକ୍ ବି କମ୍ କରିଦେଇଥାଏ , ଜାଜୁ ଉର୍ଜାର ଏକ ଭଲ ସ୍ରୋତ ମାନାଯାଏ ,
ଏହାକୁ ଖାଇଲେ କିଛି କ୍ଷତି ପହଞ୍ଚିନଥାଏ , କିନ୍ତୁ ଏଥିରେ ଅଧିକା ମାତ୍ରାରେ ଖାଇବା ଉଚିତ୍ ନୁହେଁ , ଯଦି ଆପଣଙ୍କ ମୁଡ୍ ବିନା ମତଲବରେ ଖରାପ ହେଉଛି ତେବେ ୨-୩ ଟି କାଜୁ ଖାଇଲେ ଏହି ସମସ୍ୟାରୁ ଆଶ୍ୱସ୍ତି ଦେଇଥାଏ ,କାଜୁ ଏନର୍ଜୀର ସ୍ରୋତ ବୋଲି ଜଣାଯାଏ , ଏହାର ସେବନରେ ଶରୀରରେ ଏନର୍ଜୀ ଆସିଥାଏ , ସେମିତି ଆପଣଙ୍କୁ କହିଦେବୁ କି ଯଦି ସବୁଦିନ ରାତିକୁ ୨ ଟି କାଜୁ ଖାଈବେ ତେବେ ଶରୀରରେ କେବେ ଉର୍ଜାର କମି ହେବ ନାହିଁ , କାଜୁ ରେ ଭିଟାମିନ୍ ଇ ହୋଇଥାଏ ,
ଏହା ଏକ ଶକ୍ତିଶାଳୀ ଆଣ୍ଟିଏକ୍ସିଡେଣ୍ଟ ଅଟେ, ଯାହା ଆମର ବଡିକୁ ସୁସ୍ଥ୍ୟ ରଖିବାପାଇଁ ଦେଇଥାଏ , ଏଥିରେ ଭିଟାମିନ୍ ଇ , କେବି୬ ,ତମ୍ବା ,ଫସଫରସ୍, ଆଇରନ୍, ଜିଙ୍କ୍, ଓ ସେଲେନିୟମ୍ , ଖଣିଜ ମହଜୁତ୍ ଅଛି , ଯାହାକି ବଡିରେ ସୁସ୍ଥ୍ୟ ରଖିଥାଏ , ସେମିତି ଏହା ବି କହିଦେବୁ କି ଯଦି ଆପଣ ସବୁଦିନ କାଜୁ ଖାଇବେ ତେବେ ଆପଣଙ୍କ ତ୍ୱଚା ଚମକଦାର ହେବ , ଏଥିରେ ଆପଣଙ୍କ ଚେହେରା ରଙ୍ଗ ବି ସଫା ହୋଇଯିବ , କାଜୁରେ ପ୍ରୋଟିନ୍ ଅଧିକା ମାତ୍ରାରେ ମିଳିଥାଏ , ଏଥିପାଇଁ କାଜୁ ଖାଈବା ଦ୍ୱାରା ହାଡଗୁଡିକ ମଜବୁତ୍ ହୋଇଥାଏ ।