December 23, 2024

Odia Express

Leading Odia News Portal of Odisha

ମହିଳାଙ୍କ ପାଇଁ ରାମବାଣ ଅଟେ ଏହି ଔଷଧୀ , ସେବନ କଲେ ବିଲକୁଲ୍ ଗାୟବ ହୋଇଯିବ ସବୁ ଚର୍ବି ..

ଆପଣ ସମସ୍ତେ ଅଁଳା ବିଷୟରେ ଜାଣିଥିବେ , ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହାକୁ ଖାଇବି ଥିବେ , ଖାଇବା ଛଡା ଅଁଳାର ବ୍ୟବହାର ବହୁତ ଅନ୍ୟ ଜିନିଷରେ ବି କରାଯାଇଥାଏ , କେବେ ବାଳରେ ଲଗାଇବାପାଇଁ ଏହାର ବ୍ୟବହାର କରିଥାନ୍ତି , ତେବେ ଅଁଳାରୁ ତିଆରି ତେଲର ବ୍ୟବହାର ବାଳରେ ଲଗାଇପାଇଁ କରିଥାନ୍ତି । ବହୁତ ଲୋକ ଅଁଳାକୁ ଆଚାର, ମୁରବା, ଇତ୍ୟାଦି କରି ଖାଇବା ପାଇଁ ଏହାର ବ୍ୟବହାର କରିଥାନ୍ତି । ଏମିତି ତ ସମସ୍ତେ ଜାଣିଛନ୍ତି କି ଅଁଳା ଏକ ଏମିତି ଫଳ ଅଟେ ଯାହାର ପ୍ରୟୋଗ ନାନାଦି କାର୍ଯ୍ୟରେ କରାଯାଏ , କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଅଁଳାରେ ବହୁତ ଔଷଧୀୟ ଗୁଣ ଅଛି , ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ , ଏହି ପୋଷ୍ଟରେ ଆମେ ଆପଣଙ୍କୁ ଅଁଳାର ଏହି ଗୁଣ ବିଷୟରେ କହିବାକୁ ଯାଊଛୁ ।

ଅଁଳାରେ ଭିଟାମିନ୍ ସି ଭରପୁର୍ ଥାଏ , ଏହି କାରଣରୁ ଅଁଳାର ଉପଯୋଗ ଆମେ ଥଣ୍ତା, ଜ୍ୱର ଓ ହୃଦୟ ସଂବନ୍ଧି ସମସ୍ୟାରୁ ମୁକ୍ତି ଦେଇଥାଏ , ଅଧିକା ମାତ୍ରା ଭିଟାମିନ୍ ସି ମହଜୁଦ୍ ଅଛି , ଅଁଳାର ଉପଯୋଗରୁ ସ୍କର୍ବି ରୋଗ ଦୁର କରାଯାଈପାରିବ , ଅଁଳାର ସେବନରେ ବ୍ଲଡରେ କୋଲେଷ୍ଟ୍ରୋଲ୍ ମାତ୍ରା କମାଇ ଯାଇପାରିବ , ଯଦି ଆପଣ ଡାଇଟ୍ କରୁଛନ୍ତି , ତେବେ ସେଥିରେ ଅଁଳାକୁ ସାମିଲ୍ କରନ୍ତୁ , ଏହା ଆପଣଙ୍କ ପାଇଁ ଫାଇଦାଦାୟକ ହେବ , ଅଁଳା ଖାଈବାରେ ଖଟ୍ଟା ଲାଗିଥାଏ , ଯାହାର କାରଣରୁ ଏହାକୁ ଖାଇଯାଇଥାଏ , ତେବେ ଶରୀରରେ ପାଚନ କ୍ରିୟାକୁ କ୍ରିୟାନ୍ୱିତ କରୁଥିବା ଏନଜାଇମ୍ ସକ୍ରିୟ ହୋଇଯାଇଥାଏ , ଏହାରଛଡା ଅଁଳାରେ ଯାଉଥିବା ଫାଈବର୍ ପାଚନ କରାଯାଇଥାଏ , ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ବାଳକୁ ସୁସ୍ଥ୍ୟ ଏବଂ ମଜବୁତ୍ କରିବାପାଇଁ ଅଁଳାର ଉପଯୋଗ କରାଯାଈପାରିବ , ବଜାରରେ ଅଁଳାର ତିଆରି ବହୁତ ପ୍ରଡକ୍ଟ ମିଳିଥାଏ , ଯାହା ବାଳକୁ ଲାଭକାରୀ ହୋଇଥାଏ , ଏହା ଛଡା ଅଁଳାକୁ ସୁଖାଇକରି ରାତିରେ ବତୁରାଇ କରି ରଖିଦିଅନ୍ତୁ , ଓ ସକାଳୁ ଏହାର ପେଷ୍ଟ ବାଳରେ ଲଗାଇକରି ଝଡରୁ ସୁଖିବାକୁ ଦେଇଦିଅନ୍ତୁ , ପରେ ଏହାକୁ ଧୋଇଦେବେ , ଏମିତି କରିଲେ ବାଳ ଚମକଦାର ଓ ମଜବୁତ୍ ହୋଇଯିବ , ଓ ତାହା ସହ ବାଳ ଝଡିବା ଦୁର ହୋଇଯିବ ,

ଅଁଳାର ବହୁତ ଆଣ୍ଟି ଏକ୍ସିଡେଣ୍ଟ ତତ୍ତ୍ୱ ମିଳିଥାଏ , ଯାହା ଶରୀରରେ କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ , ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ , ଅଁଳାର ସେବନ କରିଲେ ଶରିରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ , ଯାହାର ସହାୟତା ରୁ ଆପଣ ଥଣ୍ତା କାଶ ପରି ସମସ୍ୟା ସହଜରେ ଲଢିପାରିବେ ।ଅଁଳାର ସବୁଦିନ ସେବନ କରିଲେ ତ୍ୱଚା ସଂବନ୍ଧି ସମସ୍ୟାଗୁଡିକ ମୁକ୍ତି ପାଇପାରିବେ , ଏଥିରୁ ମିଳୁଥିବା ଆଣ୍ଟି ଏକ୍ସିଡେଣ୍ଟ ତତ୍ତ୍ୱ ଲିଭର୍ କୁ ଡିକଟ୍ସ କରିବାରେ ସାହାଯ୍ୟ କରିଥାଏ , ଯାହାର କାରଣରୁ ତ୍ୱଚା ସମସ୍ୟା ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *