ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ – ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ – ସେ ଭୁବନେଶ୍ୱର ଅଂଚଳର….
ସାରା ବିଶ୍ୱାସରେ ବିର୍ତ୍ତମାନ କରୋନା ମହାମାରୀ ବ୍ୟାପିବାରେ ଲାଗିଛି | ତେବେ ଏଥିରେ ଅନେକ ଲୋକ ମୃତ୍ୟୁବରଣ କରି ସାରିଲେଣି | ତେବେ ଏହା ଓଡିଶାକୁ ମଧ୍ୟ ରୋଗ ବ୍ୟାପିଛି | ସାରା ଓଡ଼ିଶାରେ ୪୧ ଜଣ ଲୋକ ଏଥିରେ ଆକ୍ରାନ୍ତ ହେଇ ସାରିଲେଣି | ତେବେ ଆଜି କିଛି ସମୟ ପୂର୍ବ ଅର୍ଥାତ ୧.୫୦ ରେ ସ୍ୱାସ୍ଥ୍ୟ ବିଭାଗ ଏକ ଟ୍ୱିଟ କରିଥିଲେ ଯେ ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି | ତେବେ ସେ ଭୁବନେଶ୍ୱର ଅଂଚଳର ବୋଲି ମଧ୍ୟ ସୂଚନା ଦେଇଥିଲେ | ଏହା ସାରା ରାଜ୍ୟରେ ଖେଳିଯିବା ଭିତରେ ମାତ୍ର କିଛି ମିନିଟ ମଧ୍ୟରେ ପୁଣି ଏକ ସୂଚନ ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗ
One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He was tested positive for COVID-19.
Contact tracing and containment is ongoing.— H & FW Dept Odisha (@HFWOdisha) April 7, 2020
ତେବେ ବର୍ତମାନ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହେଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି | ସେ ମଧ୍ୟ ଭୁବନେଶ୍ୱର ଅଂଚଳର ବୋଲି ଜଣ ପଡିଛି | ତେବେ ତାଙ୍କ ଘର ଝାରପଡା ଅଂଚଳରେ ବୋଲି ଜଣା ପଡିଛି |ତେବେ ତାଙ୍କର ବୟସ ୭୨ ବର୍ଷ ଥିବା ଜଣା ପଡିଛି | ତେବେ ଏହି ବ୍ୟକ୍ତି ଜଣକ ଗତ ୪ ତାରିଖ ରେ ମେଡିକାଲ ରେ ଭର୍ତି ହେଇଥିଲେ | ତେବେ ସେ ଅନେକ ଗୁଡିଏ ରୋଗରେ ଆକ୍ରାନ୍ତ ଥିଲେ |ତେବେ ତାଙ୍କର ଶ୍ୱାସ ଗତ ସମସ୍ୟା ଆଗରୁ ଥିଲା | ତେବେ ସେ ୬ ତାରିଖ ରେ ମୃତୁବରଣ କରିଥିବା ଜଣା ପଡିଛି | ତେବେ କରୋନା ରିପୋର୍ଟ ପାଇଁ ପାଠ ଯାଇଥିଲା କିନ୍ତୁ ରିପୋର୍ଟ ପାଇନଥିବା ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି
ତେବେ ବର୍ତମାନ ଏହାକୁ ନେଇ କୌଣସି ଭୟବିତ୍ତ ହୁଅନ୍ତୁ ନାହିଁ କେବଳ ଘରେ ରୁହନ୍ତୁ ଓ ନିଜ ସହ ପରିବାର ଓ ରାଜ୍ୟକୁ ସୁରକ୍ଷା ଦିୟନ୍ତୁ | କୌଣସି ପ୍ରକାର ଘରୁ ବାହାରନ୍ତୁ ନାହିଁ | ଆଗାମୀ ଦିନରେ ଯେପରି ଏହା ଆଗକୁ ଅଧିକ ନା ବ୍ୟାପେ ସେ ପ୍ରତି ଆମକୁ ନିଜେ ସଜାଗ ହେବ ପାଇଁ ପଡିବ | ତେବେ ଆପଣ ଭୟଭୀତ ହୁଅନ୍ତୁ ନାହିଁ