December 20, 2024

Odia Express

Leading Odia News Portal of Odisha

୧ ଏପ୍ରିଲ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଗୌରୀଙ୍କ କୃପାରୁ ଚମକିଉଠିବ ଏହି ୪ ଟି ରାଶିର ଭାଗ୍ୟ

୧)ମେଷ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ , ବ୍ୟସ୍ତତାପୁର୍ଣ୍ଣ କିଛି କାମ କରନ୍ତୁ ନାହିଁ , ପରିବାରଙ୍କ ସହ କଳହ ହୋଇପାରେ , ଆପଣ ଯେଉଁ ଜାଗାରେ ଚାକିରି କରୁଛନ୍ତି ସେହି ଜାଗାରେ ମାନ ସମ୍ମାନ ମିଳିବ , ଓ ଆପଣଙ୍କ ଉନ୍ନତି ବି ହୋଇପାରେ,  ସରକାର ବିରୋଧୀ ପ୍ରବୃତିଗୁଡିକରୁ ଦୁରେଇ ରହିବାକୁ ହେବ , ମାନସିକ ରୁପରେ ବ୍ୟଗ୍ରତା ରହିବ , ଆପଣ ଯାହାକୁ ସାହାଯ୍ୟ ପାଇଁ ଆଶା କରିବେ , ତାହା ଆପଣଙ୍କୁ ସମୟରେ ମିଳିଯିବ ।

୨)ବୃଷ ରାଶି : ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ରହିବ , ଆଜିର ପରିସ୍ଥିତି ଆହୁରି ଉତ୍ତମ ରହିବ ,ପାରିବାରିକ ସୁଖ ସୁବିଧାରେ ବୃଦ୍ଧି ହେବ , ଏଥିରେ କିଛି ଧନ ଖର୍ଚ୍ଚ ବି ହୋଇପାରେ , ବିପରୀତ ସ୍ଥିତିରେ ବାହାରିବାପାଇଁ ନିଜ ଭାବନାକୁ ବଦଳାଇବାକୁ ହେବ , ଏକ ନୁଆ ରଣନୀତି ଏଥିପାଇଁ ପ୍ରସ୍ତୁତି କରିବାକୁ ହେବ , କ୍ୟାରିୟର ସଂବନ୍ଧି ସବୁ ଅସୁବିଧା ଦୂର ହୋଈଯିବ , ଆଯି ଆପଣଙ୍କ ପରିବାର ସହ ଖାସ୍ ଭାବେ ଜୀବନସାଥୀଙ୍କ ସହ ସବୁ ସମୟ ଅତିବାହିତ ହେବ ।

୩)ମିଥୁନ ରାଶି : ଆପଣଙ୍କ ବିନ୍ରମ ସ୍ୱଭାବକୁ ପ୍ରଶଂସା କରାଯିବ , ଆଜି ମିଳିଥିବା ନୁଆ ଅବସର ପ୍ରତି ସଚେତନ ରୁହନ୍ତୁ , ଭାଗ୍ୟ କେତେ ବେଳେ ବି ଚମକି ପାରେ , ବହୁତ ଲୋକଙ୍କର ଖାସ୍ ପ୍ରଶଂସା କରାଯିବ , କିଛି ବିତ୍ତିୟ ମାମଲାରେ ଫଇସଲା ନେବା କିମ୍ବା ସେୟାର ମାର୍କେଟ୍ ରେ ନିବେଶ କରିବା ପୁର୍ବରୁ ଶାନ୍ତିରେ ଭାବନ୍ତୁ , ଶାରରୀକ ସ୍ୱାସ୍ଥ୍ୟ ରଖିବେ , ଏହି ସମୟରେ ରୋମାଣ୍ଟୀକ୍ ହିସାବରେ ଆପଣଙ୍କ ପାଇଁ ଭଲ କୁହାଯାଇପାରିବ , ଆପଣ ପାର୍ଟନରଙ୍କ ସହ ବହୁତ ସାରା ସମୟ ବିତାଇବେ

୪)କର୍କଟ ରାଶି : ସଂମ୍ପତ୍ତିର ବଡ ସଉଦା ଲାଭଦାୟକ ହେବ , ଆପଣଙ୍କ ଉର୍ଜାର ସଂଚାର ହେବ , ତାହାର ସଠିକ୍ ଦିଗରେ ଉପଯୋଗ କରନ୍ତୁ , ଆର୍ଥିକ ମାମଲାରେ ଆଜି ଅତିରିକ୍ତ ସାବଧାନୀ ରଖିବାର ଅଛି , ଆପଣଙ୍କ କିଏ ସଂମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ଯାହା ବହୁତ ଦିନରୁ ଖରାପ ଚାଳୁଛି ତାହା ଆସ୍ତେ ଆସ୍ତେ ଭଲ ହେବ , ଆଜିର ଦିନ ଶାନ୍ତିରେ କଟାଇବାକୁ ଚେଷ୍ଟା କରନ୍ତୁ , ଘରେ ବସି ରୁହନ୍ତୁ , ଆପଣଙ୍କ ମନ ପୁଜା ପାଠରେ ଅଧିକା ଲାଗିପାରେ ।

୫)ସିଂହ ରାଶି : ଆଜି ବୈବାହିକ ଜୀବନରେ କିଛି ବି ଅସୁବିଧା ଆସିବ ନାହିଁ , ଏମିତି ସ୍ଥିତିରେ ହସ୍ତକ୍ଷେପ କରନ୍ତୁ ନାହିଁ , ଯେଉଁଥି ଦରକାର ନଥିବ , ଘରେ ଖୁସି ଆସିବ , ଓ ପରିବାରର ସହଯୋଗ ମିଳିବ , ବିଚାରଗୁଡିକରେ ମନ ଅଟକି ରହିବ , ଅହଂକାର କିମ୍ବା କ୍ରୋଧର କାରଣରୁ ସଂମ୍ପର୍କରେ ଟିକିଏ ଚିନ୍ତା ଆସିପାରେ , ଆଜି ଆପଣ କେଉଁ ବ୍ୟକ୍ତିକୁ ସହମତ କରାଇବାପାଇଁ ନିଜ ପକ୍ଷରୁ କେଉଁ ଯୁକ୍ତିରେ ପଡନ୍ତୁ ନାହିଁ , ଆପଣଙ୍କ ଯୋଜନା ସମୟରେ ପୁରା ହୋଇଯିବ  ।

୬)କନ୍ୟା ରାଶି : ଆପଣଙ୍କ ପର୍ସନାଲିଟିରୁ ନିଜ ପାର୍ଟନରଙ୍କୁ ଆକର୍ଷିତ କରିବେ , ଆପଣଙ୍କ ସଂଚାର କୌଶଳ ମଜବୁତ୍ ହେବ , ଓ ଆପଣ ସହଜରେ ଲୋକଙ୍କୁ ପ୍ରଭାବିତ କରିବେ , ପରିଜନଙ୍କ ସହ ସହକାରୀଙ୍କ ସହ ଅଧିକା ବାଦ ବିବାଦ କରନ୍ତୁ ନାହିଁ , ଆର୍ଥିକ ନିର୍ଣ୍ଣୟ ବୁଝିବିଚାରି ନିଅନ୍ତୁ , ହାନି ହେଇପାରେ,  ଆଜି ଆପଣ କେଉଁ ବଡ ନିର୍ଣ୍ଣୟ ନେଇପାରନ୍ତି , ଅତୀତର କଥାକୁ ମନରେ ନେଲେ କ୍ରୋଧ ଆସିପାରେ , କିନ୍ତୁ ତାହାକୁ ଗମ୍ଭୀରତାରେ ନିଅନ୍ତୁ ନାହିଁ , ଆପଣଙ୍କ ଉତ୍ସାହ ବଢିବ ।

୭)ତୁଳା ରାଶି : ଭଲ ଭାବରେ ଭାବିଥିବା ନିର୍ଣ୍ଣୟ ଆପଣଙ୍କୁ ଲାଭ ଦେବ,  କ୍ୟାରିୟରରେ ସଫଳ ହେଲେ ଭଲ ଅବସର ପ୍ରାପ୍ତି କରିବେ , ଏଥିପାଇଁ ସବୁ ପରିସ୍ଥିତିକୁ ନିଜ ମଧ୍ୟରେ ନିଅନ୍ତୁ , ପାରିବାରିକ ସଂବନ୍ଧ ଓ କଥାବାର୍ତା ଭଲ ରହିବ , କମ୍ ସମୟରେ ଅଧିକା ଲାଭ ପାଇବା ପାଇଁ ଫସନ୍ତୁ ନାହିଁ , ନିଜ ସଂମ୍ପର୍କକୁ ମଜବୁତ୍ ବନାଇବାପାଇଁ ଆଜି ଚେଷ୍ଟା କରିବାକୁ ପଡିପାରେ ।

୮)ବିଛା ରାଶି : ଆଜି ଆପଣ ଥକାପଣ ଅନୁଭବ କରିବେ , ମାନସିକ ବ୍ୟସ୍ତତା ବି ଅନୁଭବ ହୋଇପାରେ , ଧନ ଖର୍ଚ୍ଚରେ ବୃଦ୍ଧି ହେବ , ଆପଣ କିଛି ପ୍ରଭାବଶାଳୀ ସଂମ୍ପର୍କ ସ୍ଥାପିତ କରିବେ , ନିଜ ଭାଗ୍ୟ ଓ ପରିଶ୍ରମ ଦମ୍ ରେ ମନମୁତାବିକ ସଫଳତା ହାସିଲ୍ କରିବେ , ଲୋକେ ଯାହାବି କହିବେ ତାକୁ ନ ଶୁଣିଲା ପରି ଅଣଦେଖା କରନ୍ତୁ , ବାସ୍ତବରେ ଲୋକ ଆପଣଙ୍କ ସଫଳତା ଉପରେ ଇର୍ଷା କରୁଛନ୍ତି , ଧାର୍ମିକ ଓ ଆଧ୍ୟାତ୍ମିକ ଜିନିଷ ଆଡକୁ ମନ ବଳାଈପାରନ୍ତି ।

୯)ଧନୁ ରାଶି : ବରିଷ୍ଠ ଅଧିକାରୀଙ୍କ ଲାଭ ମିଳିବ , ସକରାତ୍ମକ ଭାବନା ଆଣନ୍ତୁ , ମାନସିକ ଶାନ୍ତି ପ୍ରାପ୍ତି କରିବାକୁ ହେଲେ ଧ୍ୟାନର ବିକଳ୍ପ ବାଛିବାକୁ ହେବ , ସଂଗୀତ ପ୍ରତି ରୁଜ୍ଞାନ ବଢିବ , ଭାଗିଦାରୀରେ ଭୁଲ୍ ବୁଝାମଣା କୁ ନେଇ ବାଦବିବାଦ ହୋଇପାରେ , ଆପଣଙ୍କ ଖର୍ଚ୍ଚରେ ଏହି ସମୟ ବୁଦ୍ଧିର ସଙ୍କେତ ଦେଉଛି , ଶତ୍ରୁ ବି ଆପଣଙ୍କ ରାସ୍ତାରେ ବାଧା ସୃଷ୍ଟି କରିବେ , କେଉଁ କାମ ପାଇଁ ମାତା ପିତାଙ୍କ ଦିଆଯାଇଥିବା ଉପଦେଶ ଭଲ ହେବ ।

୧୦)ମକର ରାଶି : ଆଜି ଆପଣ ନିଜ ଜୀବନଶୈଳୀ ଓ ନିଜ ବ୍ୟକ୍ତିତ୍ୱରେ କିଛି ପରିବର୍ତ୍ତନ କରିବେ , କିଛି ଲୋକଙ୍କର ଆପଣଙ୍କ ଉଦାରତା ପସନ୍ଦ ଆସିବ , ଆପଣଙ୍କୁ ନିଜ ପରିବାରରେ ଭରପୁର୍ ସାଥି ମିଳିବ,  ପ୍ରେମ ସଂବନ୍ଧରେ ଦୀର୍ଘକାଳିକ ପ୍ରତିବଦ୍ଧତା ଉପର୍ ବିଚାର କରିବେ , ବୈବାହିକ ଜୀବନରେ ମୁଦ୍ଧାକୁ ବୁଝାଇବାପାଇଁ ସଠିକ୍ ଦିଗରେ ବୁଝାମଣା କରିବାକୁ ହେବ , ବେପାରର ଯୋଜନା ଗୁପ୍ତ ରଖନ୍ତୁ , କାହା ଉପରେ ଆବଶ୍ୟକତା ଠାରୁ ଅଧିକା ବିଶ୍ୱାସ କରନ୍ତୁ ନାହିଁ ।

୧୧) କୁମ୍ଭ ରାଶି : ଆଯି କେଉଁ କଥାରେ ଦୃଢ ମନରେ ନିର୍ଣ୍ଣୟ ନେବେ ନାହିଁ , କାରଣ ଆପଣଙ୍କ ଦ୍ୱାରା ମିଳିଥିବା ମଉକା ଫାଈଦା ଉଠାଇବେ , ଆପଣଙ୍କ ମାତାଙ୍କ ସ୍ୱାସ୍ଥ୍ୟର ଚିନ୍ତାର କାରଣରୁ ଆପଣ ବିଚଳିତ ହୋଇପାରନ୍ତି , କେଉଁଠୁ ଅପ୍ରତ୍ୟାଶିତ ଡକରା ଆସିଲେ ବୁଝିବିଚାରି କରି ଯାଆନ୍ତୁ , ପାରିବାରିକ ସଂମ୍ପର୍କରେ ମଜବୁତି ଆସିବ , ମନରେ ଭୟ ଓ ଅସୁରକ୍ଷତା ଭାବନା ଆଣିବାକୁ ଦିଅନ୍ତୁ ନାହିଁ , ଆପଣ କେଉଁ ସମସ୍ୟାକୁ ବୁଝାଈବାପାଇଁ ତୁରନ୍ତ ରାସ୍ତା ପାଇପାରନ୍ତି ,

୧୨) ମୀନ ରାଶି : ଆଜି ଆପଣଙ୍କ ଭାବିଥିବା କାମ ପୁରା ହୋଇଯିବ , ଆପଣଙ୍କୁ ବିନମ୍ରତା ଏବଂ ଧୈର୍ଯ୍ୟଶୀଳତା ସହ ବରିଷ୍ଠଙ୍କ ବ୍ୟବହାର କରିବା ଉଚିତ୍ , ପଇସା ସହ ଯୋଡି ହୋଇଥିବା କିଛି ବି ଫଇସଲା ନେଲେ ଥରେ ଭାବିନିଅନ୍ତୁ , ହାଲାତ୍ କୁ ସଂମ୍ଭାଳିକରି ଚଳନ୍ତୁ , ସବୁ ପରିସ୍ଥିତି ନିଜ ଆଡକୁ ଏକ ମାନସିକ ଭାବେ ପ୍ରସ୍ତୁତ ରଖନ୍ତୁ , ପୁରା ମନୋବଳ ସହ ହାଲାତର୍ ମୁକାବଲା କରିପାରିବେ , ଆପଣଙ୍କ କାମରେ ଜୀବନସାଥୀ ଖୁସି ହୋଇପାରନ୍ତି , ନିଜ ଇଷ୍ଟଦେବଙ୍କ ଧ୍ୟାନ କରନ୍ତୁ ।

Leave a Reply

Your email address will not be published. Required fields are marked *