December 23, 2024

Odia Express

Leading Odia News Portal of Odisha

ଯଦି ସ୍ଵପ୍ନରେ ଦେଖାଦିଅନ୍ତି ଏହି 4 ଭଗବାନ ତେବେ ବୁଝିଯାଆନ୍ତୁ ଆପଣଙ୍କ ଜୀବନରେ ଆସିବାର ଅଛି ଏକ…

ଏହି ଦୁନିଆରେ ବୋଧହୁଏ କୌଣସି ଏପରି ବ୍ୟକ୍ତି ଥିବେ ଯାହାକୁ ସ୍ଵପ୍ନ ଆସୁନଥିବ । ଅନେକ ଥର ସ୍ଵପ୍ନରେ କିଛି ଏପରି ଜିନିଷ ମଧ୍ୟ ଦେଖାଦେଇଥାଏ ଯାହା ବିଷୟରେ ଆମେ ଚିନ୍ତା କରିବା ନିମନ୍ତେ ବାଧ୍ୟ ହୋଇଥାଉଯେ ଏହି ସ୍ଵପ୍ନର ରହସ୍ୟ କଣ? ଏହି ବିଶେଷ ପ୍ରକାରର ସ୍ଵପ୍ନ ମୋତେ କାହିଁକି ଆସିଲା? କଣ ଏହାର ମୋର ଭବିଷ୍ୟ ସହିତ କିଛି ସମ୍ପର୍କ ରହିଛି?ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ସ୍ଵତନ୍ତ୍ର ପ୍ରକାରର ସ୍ଵପ୍ନ ବିଷୟରେ ଜଣେଇବୁ। ଅନେକଥର ଆପଣ ଲକ୍ଷ୍ୟ କରିଥିବେ ଯେ କିଛି ଲୋକଙ୍କୁ ସ୍ଵପ୍ନରେ ଭଗବାନ ମଧ୍ୟ ଦେଖାଦେଇଥାନ୍ତି । ଯେବେ ଏହି ଭଗବାନ ଆମର ସ୍ଵପ୍ନରେ ଆସନ୍ତି ତ ଆମେ ଚିନ୍ତାରେ ପଡିଯାଉ ଯେ କଣ ଏହା ଆମ ନିମନ୍ତେ କୌଣସି ଭଲ ସଂକେତ ଅବା ଭଗବାନ ଆମକୁ ଆମି କୌଣସି ବିପଦ ପ୍ରତି ସତର୍କ କରାଉଛନ୍ତି । ଆଜି ଆମେ ଜାଣିବୁ ଯେ ସ୍ଵପ୍ନରେ କେଉଁ ଭଗବାନଙ୍କ ଆସିବାର କଣ ଅର୍ଥ ହୋଇଥାଏ।

ଲକ୍ଷ୍ମୀ ମାତା: ଯଦି ସ୍ଵପ୍ନରେ ଲକ୍ଷ୍ମୀ ମାତା ଦେଖାଦେଇଛନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କର ଲାଭ ହିଁ ଲାଭ ହେବାର ଅଛି। ସ୍ଵପ୍ନରେ ଲକ୍ଷ୍ମୀ କେବଳ ସେହି ଲୋକଙ୍କୁ ଦେଖାଦିଅନ୍ତି ଯେଉଁ ମାନଙ୍କୁ ବହୁତ ଅଧିକ ଧନଲାଭ ଯୋଗ ରହିଛି ।

ଭଗବାନ ଶିବ: ସ୍ଵପ୍ନରେ ଭଗବାନ ଶିବଙ୍କ ମୂର୍ତ୍ତି ବା ପ୍ରତିମା ଦେଖାଦିଏ ତ ବୁଝନ୍ତୁ ଯେ ଆପଣଙ୍କ ଜୀବନରେ କୌଣସି ଖାସ ଅତିଥି ଆସିବାର ଅଛି। ଏହି ଖାସ ଅତିଥି କୌଣସି ବଳକ୍ମ ବନ୍ଧୁ, ପ୍ରେମୀ, କିମ୍ବା ଭାବୀ ଜୀବନସଠି ହୋଇପାରନ୍ତି। ଏହି ଖାସ ବ୍ୟକ୍ତି ଆପଣଙ୍କ ଜୀବନରେ ଅଶାର ଏକ ନୂତନ କିରଣ ଆଣିବେ ଓ ଆପଣଙ୍କୁ ସବୁବେଳେ ଖୁସିରେ ରଖିବେ ।

ଗଣପତି ଭଗବାନ: ସ୍ଵପ୍ନରେ ଗଣପତି ଦେଖାଦିଅନ୍ତି ତ ବୁଝିଜାନ୍ତୁ ଯେ ଆପଣଙ୍କ ଭାଗ୍ୟ ଖୋଲିବାର ଅଛି। ଯେଉଁ ବ୍ୟକ୍ତିଙ୍କ ସ୍ଵପ୍ନରେ ଗଣେଶ ଭଗବାନ ଆସନ୍ତି ସେହି ବ୍ୟକ୍ତିଙ୍କ ଭାଗ୍ୟ ଆସନ୍ତା 13ମାସ ନିମନ୍ତେ ବହୁତ ପ୍ରବଳ ହୋଇଥାଏ। ଏଭଳି ସ୍ଥିତିରେ ଆପଣଙ୍କୁ ସେହି 13ମାସରେ ସେହି ସବୁ ଜିନିଷ ଚେଷ୍ଟା କରିବା ଉଚିତ ଯାହା ଆପଣ ବହୁତ ସମୟ ରୁ କରିବାର ଯୋଜନା କରିଥିଲେ । ଏହାର କାରଣ ଏହା ଯେ ଏହି ବିଶେଷ କାମ ଆପଣଙ୍କ ପ୍ରବଳ ଭାଗ୍ୟ କାରଣରୁ ସହଜରେ ହୋଇଯିବ ।

ପ୍ରଭୁ ହନୁମାନ: ସ୍ଵପ୍ନରେ ହନୁମାନ ଦେଖାଯାନ୍ତି ତ ବୁଝିଯାଅନ୍ତୁ ଯେ ସେ ଅପନନକୁ ଆପଣଙ୍କ ଶତ୍ରୁଙ୍କ ଠାରୁ ସାବଧାନ କରୁଛନ୍ତି। ସେ ସଂକେତ ଦେଉଛନ୍ତି ଯେ ଆଗାମୀ ସମୟରେ ଆପଣଙ୍କର କୌଣସି ଶତ୍ରୁ ଆପଣଙ୍କୁ ହାନି ପହଞ୍ଚେଇ ପାରନ୍ତି। ଏହି ବିପଦରୁ ରକ୍ଷା ପାଇବା ନିମନ୍ତେ ଆପଣଙ୍କୁ ଘରେ ସୁନ୍ଦରକାଣ୍ଡ କରେଇବା ଉଚିତ।

ଶନି ଦେବ: ସ୍ଵପ୍ନରେ ଶନିଦେବ ଦେଖାଯାଆନ୍ତି ତ ବୁଝିଯାନ୍ତୁ ଯେ ଆପଣଙ୍କ ଉପରେ କୌଣସି ବହୁତ ବଡ ସଙ୍କଟ ଆସିବାର ଅଛି। ଏହି ସଙ୍କଟରୁ ରକ୍ଷା ପାଇବା ନିମନ୍ତେ ଆପଣଙ୍କୁ 7ଶନିବାର ମନ୍ଦିରରେ ତେଲ ଚଢେଇବା ଉଚିତ ।

Leave a Reply

Your email address will not be published. Required fields are marked *