December 23, 2024

Odia Express

Leading Odia News Portal of Odisha

ମଜାଦାର ଜୋକ୍ସ : ମାଛି ମଶା ସହ ବିବାହ କରିଲା , ତାପରେ ରାତିରେ ଯାହା ହେଲା ତାହା ଜାଣିଲେ ଆପଣ ହସି ହସି ବେଦମ ହେଇଯିବେ..

ଜୋକ୍ସ ଏମିତି ଏକ ଜିନିଷ ଅଟେ ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ , ଏହି ଦୁନିଆଁରେ ବୋଧେ କିଏ ଏମିତି ଥିବ ଯିଏ ଜୋକ୍ସ ପଢିନଥିବ , ଜୋକ୍ସ ମଧ୍ୟରେ ସବୁଠାରୁ ଖାସ୍ କଥା ଏହା କି ଏହାକୁ ପଢିଲେ ମଣିଷ ଏଣ୍ଟରଟେନ୍ ହୁଏ , ଓ ଏଥିପାଇଁ କିଛି ବି ପଇସା ଖର୍ଚ୍ଚ ହୁଏ ନାହିଁ , ଆପଣଙ୍କୁ ଯେବେ ଜୋକ୍ସ ପଢିବାର ମନ କରିବ ତେବେ ସିଧା ନିଜ ମୋବାଇଲ୍ ଆଡେଇ ଇଣ୍ଟରନେଟ ରୁ ଏହି ସବୁ ଜୋକ୍ସ ପଢିପାରିବେ , ଇଣ୍ଟରନେଟ୍ ରେ ମହଜୁଦ୍ ସବୁ ଜୋକ୍ସ ଏତେ କୌତୁକିଆ ହୋଇଥାଏ , ଯାହା ପଢିବା ପରେ ଟାଇମ୍ ପାସ୍ ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ବଛା ବଛା ଜୋକ୍ସ କଲେକ୍ସନ୍ ଆଣିଛୁ , ଏହି ଜୋକ୍ସ ପଢିଲେ ଆପଣଙ୍କ ଉଦ୍ଧେଶ୍ୟ ହୋଇଥାଏ କି ଆପଣଙ୍କ ଚେହେରାରେ ହସ ଆସିଯିବ ।

୧) ମା , ନାଳାୟକ , ଏତେ ରାତିଯାଏଁ କେଉଁଠି ଥିଲୁ ? ଝିଅ : ବୟଫ୍ରେଣ୍ତ ସହ , ମା : କରିକି ଆସିଲୁ ନା ମୁହଁ କଳା , ଝିଅ : ତ କଣ ହେଲା , ଅଛି ନା ଫେୟାର୍ ଆଣ୍ତ ଲଭଲି ।

୨) ଶିକ୍ଷକ : ତୁମେ ଆଜି ନିଜ ହୋମୱାର୍କ କରିନାହଁ କୁହ କଣ ଦଣ୍ତ ଦେବି , ପପୁ : ସାର୍ ସେ ଲାଷ୍ଟ ବେଞ୍ଚ ବାଲି ଝିଅ ବି ହୋମୱାର୍କ କରିନାହିଁ , ଆମେ ଦୁହେଁଙ୍କୁ ବାଥରୁମ୍ ରେ ବନ୍ଦ କରିଦିଅ ।

୩) ଡାକ୍ତର : କୁହ କେମିତି ଆସିଲ , ରୋଗୀ : ଡାକ୍ତର ସାହେବ , ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ , ଲିଭର୍ ରେ କଷ୍ଟ୍ ହେଉଛି , ଡାକ୍ତର ମଦ ପିଉଛ କି ? ରୋଗୀ ହଁ ଛୋଟ ପ୍ୟାଗ୍ ବନାଇନେଉଛି ,

୪) ଥରେ ସାନ୍ତା ୨୦ ଲକ୍ଷର ଲଟେରି ଲାଗିଲା , ସାନ୍ତା ଲଟେରି ନମ୍ବର ମିଶାଇବାପରେ ଲଟେଲି ବାଲା କହିଲା , ଠିକ୍ ଅଛି ସାର୍ ,ଆମେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଦେବୁ , ଓ ବାକି ୧୯ ଲକ୍ଷ ୧୯ ସପ୍ତାହରେ ନେଇଯିବେ । ସାନ୍ତା : ନା ମୋତେ ପୁରା ପଇସା ଦରକାର ନହେଲେ ମୋର ପାଞ୍ଚ ଟଙ୍କା ଫେରାଇଦିଅ ।

୫) ଟିକେଟ୍ ଚେକ୍ କରୁଥିବା ଲୋକ ସାନ୍ତାକୁ କହିଲା ,ନିଜ ଟିକେଟ୍ ଦେଖାଅ , ସାନ୍ତା କହିଲା ଏଇ ନିଅନ୍ତୁ ସାର୍ , ସାନ୍ତା : ତେବେ କଣ ହେଲା , ଯେବେ ଆମେ ଲିଫାଫା ଏହି ଟିକେଟ୍ ସାହାରାରେ ଦୁନିଆଁ ବୁଲି ପାରୁଛେ , ତେବେ ଏହି ଟିକେଟ୍ ରେ ସହର ବୁଲିପାରିବାନାହିଁ ,

୬) ଜଣେ ମହିଳା ନିଜ ପ୍ରେମୀ ସହ ବୁଲୁଥିଲେ , ଏତିକିରେ ତାର ସ୍ୱାମୀ ଆସିଲା , ଓ ସେ ପ୍ରେମିକକୁ ପିଟିବାକୁ ଲାଗିଲା , ମହିଳା : ମାର୍ ଶଳା କୁ ନିଜ ସ୍ତ୍ରୀକୁ ବୁଲାଉନି , ଅନ୍ୟଙ୍କ ସ୍ତ୍ରୀକୁ ବୁଲେଇବାକୁ ନେଇଯାଉଛି , ଏତିକିରେ ପ୍ରେମୀ ଜୋସ୍ ରେ ଆସିଗଲା , ଓ ସ୍ୱାମୀ କୁ ପିଟିବାକୁ ଲାଗିଲା , ମହିଳା ମାର୍ ଶଳା କୁ ନିଜେ ନା ବୁଲାଇବାକୁ ନେଉଛି , ଓ ନା ହିଁ କାହାକୁ ବୁଲେଇ ଦେଉଛି ।

୭) ଏକ ମାଛିର ବିବାହ ଏକ ମଶା ସହ ହେଲା , ଆଗାମୀ ଦିନ ମାଛି ବହୁତ କାନ୍ଦିଲା , ମାଛିର ଭଉଣୀ ପଚାରିଲା , କଣ ହେଲା । ମାଛି କହିଲା : କଣ କହିବି ଭଉଣୀ , ଚଉଠି ରାତିରେ ମୁଁ ଭୁଲ୍ ରେ ଗୁଡ ନାଇଟ୍ ଲଗେଇଦେଲି , ତୋର ଭିଣେଇ ମରିଗଲେ ।

Leave a Reply

Your email address will not be published. Required fields are marked *