December 23, 2024

Odia Express

Leading Odia News Portal of Odisha

ଝିଅର ପାଉଁଜି ଆପଣଙ୍କୁ କରିଦେଇପାରେ ମାଲାମାଲ୍ , ଜାଣନ୍ତୁ କଣ କରିବାକୁ ହେବ…

ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି , ଏହି କଥା ଆପଣ ବହୁତ ଜାଗାରେ ଶୁଣିଥିବେ କିନ୍ତୁ କଣ ଆପଣ ଜାଣିଥିବେ କି ଆପଣଙ୍କ ଘର ଝିଅ ଆପଣଙ୍କୁ ପ୍ରକୃତରେ ଧନବାନ କରିଦେଇପାରେ , ସବୁ ମା ବାପାଙ୍କ ନିଜ ଝିଅ ଛୁଆ ବେଳରୁ ବଡ ଯତ୍ନର ସହ ବଢିଥାନ୍ତି । ତାପରେ ଏମିତି ସମୟ ଆସିଥାଏ ଯେବେ ଘରର ଝିଅକୁ ଘର ଛାଡିଯିବାଉ ପଡିଥାଏ , ହଁ ଆମେ କଥା ହେଉଛେ ଝିଅର ବିବାହର ।କୁହନ୍ତି କି ଯେବେ ଘରର ଝିଅ ଘରୁ ବିଦା ନେଇଥାଏ , ତେବେ ଘରୁ ମା ଲକ୍ଷ୍ମୀ ଚାଲିଯାଆନ୍ତି । କିନ୍ତୁ ଯଦି ଆପଣ ଚାହନ୍ତି କି ଏମିତି କିଛି ଚମତ୍କାର ହେଉ , ଯାହା ଦ୍ୱାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରିବା ସହ ଘରେ ସମୃଦ୍ଧି ବଜାୟ ରହୁ ତେବେ ଆପଣ ସଠିକ୍ ଜାଗାକୁ ଆସିଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ କରିବାପରେ ନା କେବଳ ଆପଣଙ୍କୁ ଘରେ ପଇସା ବୃଦ୍ଧି ହେବ , ଏହା ସହ ଆପଣଙ୍କ ଝିଅ ଯେଉଁ ଘରକୁ ଯିବ ସେହି ଘରେ ଧନର ବର୍ଷା ହେବ ।

ଶାସ୍ତ୍ରକୁ ମାନିଲେ ମହିଳାଙ୍କୁ ସବୁଦିନ ସକାଳୁ ସଂନ୍ଧ୍ୟାରେ ସୃଙ୍ଗାର କରିଥାନ୍ତି ,  ତାଙ୍କର ଘର ଦେବୀ ଲକ୍ଷ୍ମୀ ବାସ ହୋଇଥାଏ , ମହିଳାଙ୍କ ଶୃଙ୍ଗାର ଏକ ଖାସ୍ ବସ୍ତୁ ପାଉଁଜି ହୋଇଥାଏ , ଏହି ପାଉଁଜି ମହିଳାଙ୍କ ପାଦର ସୁନ୍ଦରତା ବଢାଇଥାଏ , ତାହା ସହ ବହୁତ ସାରା ଲାଭ ହୋଇଥାଏ । ଚାନ୍ଦି ଧାତୁରେ ତିଆରି ପାଉଁଜି ଚନ୍ଦ୍ରମା ପ୍ରତୀକ ହୋଇଥାଏ , ଏଥିରେ ଲାଗିଥିବା ଚାନ୍ଦୀର ଘୁଙ୍ଗୁରୁ ମନରେ ଏକାଗ୍ର କରିବାର କାମ କରିଥାଏ , ଯେଉଁ ଘରେ ମହିଳାଙ୍କ ପାଉଁଜି ଛନ ଛନ ହୋଇଥାଏ , ସେଠାରେ ଦୈବୀୟ ଶକ୍ତି କୃପା ଦୃଷ୍ଟି ବନାଇ ରଖନ୍ତି , ଏହି କାରଣରୁ ଝିଅକୁ ଗିଫ୍ଟରେ ଚାନ୍ଦୀରେ ପାଉଁଜି ଦେବା ଶୁଭ ମାନାଯାଏ ।

ଝିଅ ଯେବେ ବିବାହ ପରେ ଘରେ ବିଦା ନେଇଥାଏ ତେବେ ମା ବାପାଙ୍କ ଦ୍ୱାରା ଗିଫ୍ଟ କରାଯାଇଥିବା ଏକ ପାଉଁଜି ଝିଅର ପାଦରୁ ବାହାର କରି ଆଲମୀରାରେ ରଖିଦିଅନ୍ତୁ , ଦ୍ୱିତୀୟ ପାଉଁଜି ଝିଅକୁ ଶଶୁରଘର ନେଇଯିବାକୁ କୁହନ୍ତୁ , ଓ ସେହି ପାଉଁଜିକୁ ଝିଅକୁ ଶାଶୁଘରେ ଆଲମୀରାରେ ରଖିବାକୁ ଦିଅନ୍ତୁ , ଏମିତି କରିଲେ ଦେଖି ଦେଖୁ ଧନର୍ ଆଗମନ ହେବ , ଯଦି ଆପଣଙ୍କ ଧନ କେଉଁଠି ଧନ ଅଟକିଛି ତେବେ ତାହା ଫେରିପାରିବେ , ଏହି ଉପାୟ ଖାସ୍ କଥା ଏହାକି ଝିଅ ଲାଭ ଶାଶୁଘର ସହ ନିଜ ବାପଘର ଲୋକେ ଲାଭବାନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *