December 23, 2024

Odia Express

Leading Odia News Portal of Odisha

ରିଟାୟର୍ଡ ଆର୍ମୀ ଜବାନ୍ ଦିନରେ ରହୁଥିଲା ସିକ୍ୟୁରିଟି ଗାର୍ଡ , ରାତି ହେଲା ପରେ କରୁଥିଲା ଏପରି କାମ ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ …

ଯେବେ ଆମେ ଟିଭିରେ ନ୍ୟୁଜ ଶୁଣିଥାଉ କିମ୍ବା ନ୍ୟୁଜ୍ ପେପର୍ ପଢିଥାଉ ତେବେ ଆମକୁ ବହୁତ ଦେଶ ବିଦେଶର ପ୍ରମୁଖ ଖବର ବିଷୟରେ ଦେଖିବାକୁ ଓ ପଢିବାକୁ ମିଳିଥାଏ  କିନ୍ତୁ କିଛି ଖବର ଏପରି ହୋଇଥାଏ ଯାହା ବଡ ବଡ ନ୍ୟୁଜ୍ ଚ୍ୟାନେଲ୍ ରେ ଆସିନଥିବ , କିନ୍ତୁ ସୋସିଆଲ୍ ମିଡିଆର ମାଧ୍ୟମରେ ଆମେ ଜାଣିବାକୁ ଚେଷ୍ଟା କରିଥାଉ , ଏହି ଖବର କିଛି ଲୋକଙ୍କର ବ୍ୟକ୍ତିଗତ ଜୀବନ ଉପରେ ହୋଇଥାଏ , ଯେବେ ଆମେ ଆସିବା ଦିନରୁ ଗୋଟିଏ ରୁ ବଳି ଗୋଟେ ଅପରାଧର ଖବର ଶୁଣିଥାଉ ତେବେ ମନ ଉଦାସ ହୋଇଯାଏ , ଏହି ଅପରାଧ ଘଟିଆ ହୋଇଥାଏ , ଏହି ଦୁନିଆଁରେ ବଞ୍ଚିବାକୁ ମନ ହୋଇନଥାଏ , ଆଜି ଆମେ ଯେଉଂ କାହାଣୀ ଶୁଣାଇବାକୁ ଯାଉଛୁ ତାଙ୍କ ବିଷୟରେ ଆପଣଙ୍କ ମନ ଗର୍ବରେ ଫୁଲି ଉଠିବ ।

ମିଷ୍ଟର୍ ବିଜେନ୍ଦ୍ର ପୁର୍ବରୁ ଆର୍ମୀରେ ଦେଶର ସେବା କରୁଥିଲେ , କିନ୍ତୁ ଯେବେ ସେ ରିଟାୟର୍ଡ ହେଲେ ତେବେ ନିଜ ଜୀବନ ବଞ୍ଚିବା ପାଇଁ ସିକ୍ୟୁରିଟି ଗାର୍ଡ ଜବ୍ କରିବାକୁ ଲାଗିଲେ , ବିଜେନ୍ଦ୍ର ଉତ୍ତରାଖଣ୍ତର ଡେରାଡୁନ୍ ମାଜରା ଅଲହାବାଦ ବ୍ୟାଙ୍କ୍ ଏଟିଏମ୍ ରେ ସିକ୍ୟୁରିଟି ଗାର୍ଡ କାମ କରନ୍ତି , ଆପଣମାନେ ଏହି କଥା ବହୁତ ନର୍ମାଲ୍ ଲାଗୁଥିବ , ଏବେ ଆପଣ ଭାବୁଥିବେ କି ଏଥିରେ ନୁଆ କଣ ଅଛି , କିନ୍ତୁ ଟିକିଏ ରୁହନ୍ତୁ , ବିଜେନ୍ଦ୍ର ଏହି ଦିନରେ ଜଣେ ଏଟିଏମ୍ ସିକ୍ୟୁରିଟିଗାର୍ଡ ହିସାବରେ ଚାକିରି କରୁଛନ୍ତି , କିନ୍ତୁ ରାତି ହେଲେ ସଡକରେ ଏମିତି କାମ କରିବାକୁ ବାହାରିଯାଆନ୍ତି , ଯାହା ବିଷୟରେ ଜାଣିଲେ ସବୁ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିବ ।

ବିଜେନ୍ଦ୍ର ସବୁ ରାତି ନିଜ ଏଟିଏମ୍ ସିକ୍ୟୁରିଟି ଗାର୍ଡ ଶେଷ କରି ବସ୍ତିର ଗରିବଛୁଆଙ୍କୁ ମାଗଣା ଶିକ୍ଷା ଦେଇଥାନ୍ତି , ସେ ନିଜ ପଟୁ ବିନା ସ୍ୱାର୍ଥରେ ପଢିବା ଲେଖିଇବା ଶିଖାଇଥାନ୍ତି , ବିଜେନ୍ଦ୍ର କହନ୍ତି କି ଦାନରୁ ବଡ ଧର୍ମ ଆଉ କିଛି ନାହିଁ , ରିଟାୟଡ ହେବା ପୁର୍ବରୁ ସେ ବର୍ଡରରେ ଦେଶର ସେବା କରିଛନ୍ତି , କିନ୍ତୁ ଅବସର ପରେ ଯେ ଭଳି ଭାବେ ହେଉ ଦେଶର ସେବା କରୁଛନ୍ତି , ଏଥିପାଇଁ ସେ ନିଜ ଫ୍ରି ସମୟରେ ଗରିବ ଛୁଆଙ୍କୁ ମାଗଣା ଶିକ୍ଷା ଦେବାର ନିର୍ଣ୍ଣୟ କରିଛନ୍ତି । ବିଜେନ୍ଦ୍ରଙ୍କ ଷ୍ଟୋରୀ ଅନୀତା ଚୌହାନ ନାମକ ଜଣେ ମହିଳା ଟ୍ୱିଟରରେ ସେୟାର୍ କରିଥିଲେ , ଯାହାପରେ ସେ ଜଲଦି ହିଁ ଭାଇରାଲ୍ ହୋଇଗଲେ ,

ଯେଉଁ ଲୋକ ବିଜେନ୍ଦ୍ରଙ୍କ ଏହି ଷ୍ଟୋରୀ ପଢିଲେ ସେ ଗର୍ବରେ ଛାତି ଫୁଲିଯାଇଥିଲା,  ଓ ବିଜେନ୍ଦ୍ରଙ୍କୁ ସଲାମୀ ଦେବାକୁ ଲାଗିଲେ , ବନ୍ଧୁଗଣ ବିଜେନ୍ଦ୍ର କାହାଣୀ ଶୁଣିକରି ଆମକୁ ଭଲ ଶିକ୍ଷା ମିଳିଥାଏ , ଦେଶର ସେବା କରିଲେ ଜରୁରୀ ନୁହେଁ କି ଆପଣ ଆର୍ମୀରେ ଭର୍ତ୍ତି ହୋଇକରି ବର୍ଡରରେ ଯାଆନ୍ତୁ , ଯଦି ଆପଣ ଆର୍ମୀରେ ଯୋଗ କରିପାରୁନାହାନ୍ତି ତେବେ ଦ୍ୱିତୀୟ ତରିକାରେ ଦେଶର ସେବା କରିବାର ଯୋଗଦାନ ଦେଇପାରିବେ , ଯେଉଁ ପ୍ରକାରର ବିଜେନ୍ଦ୍ର ରିଟାୟର୍ଡ ପରେ ଛୁଆଙ୍କ ଶିକ୍ଷିତ କରି ଉନ୍ନତି ନିଜ ଯୋଗଦାନ କରିପାରିବା , ଯଦି ଆପଣଙ୍କୁ ବିଜେନ୍ଦ୍ରଙ୍କ ଏହି କାମ ପ୍ରେରିତ କରିଛି , ତେବେ ଅଧିକାରୁ ଅଧିକା ସେୟାର୍ କରନ୍ତୁ , ଯାହା ଦ୍ୱାରା ଅଲଗା ଲୋକଙ୍କୁ ଏହିଥିରୁ ପ୍ରେରଣା ନେଇକରି ଦେଶର କିଛି ଭଲ କାମ କରିପାରିବେ , ଜୟ ହିନ୍ଦ୍ ।

Leave a Reply

Your email address will not be published. Required fields are marked *