December 23, 2024

Odia Express

Leading Odia News Portal of Odisha

ଜାଣନ୍ତୁ କିପରି ହୋଇଥାନ୍ତି M ନାମକ ବ୍ୟକ୍ତି – ଆସନ୍ତୁ ଜାଣିବା ତାଙ୍କ ସ୍ୱଭାବ ବିଷୟରେ – ଆଜି ହିଁ ଜାଣିନିଅନ୍ତୁ ଯଦି ଆପଣଙ୍କ ନାମ କିମ୍ବା ସାଙ୍ଗ ଙ୍କ ନାମ ଏଥିରେ ସାମିଲ୍ ଅଛି…

ଏମିତି ଦୁନିଆଁରେ ସବୁ ବ୍ୟକ୍ତିଙ୍କ ନିଜ ନାଁରେ ଅଲଗା ଏକ ପରିଚୟ ହୋଇଥାଏ,  କିନ୍ତୁ ଟିକିଏ ଭାବନ୍ତୁ ଯଦି ଆପଣଙ୍କ କେଉଁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ତାହାର ବ୍ୟକ୍ତିତ୍ୱ ବିଷୟରେ ପୁରା ସୁଚନା ମିଳିଯାଏ , ତେବେ ଆପଣଙ୍କୁ ଜ୍ୟୋତିଷ୍ୟଙ୍କର ବି ଦରକାର ପଡିବ ନାହିଁ , ଆଜି ଆମେ କହିବୁ ଯେଉଁ ଲୋକଙ୍କର ନାଁ S  ରୁ ଆରମ୍ଭ ହୋଇଥାଏ ସେମାନେ କେଉଁ ପ୍ରକାରର ଲୋକ ହୋଇଥାନ୍ତି । ଯଦି କେଉଁ ପୁଅ କିମ୍ବା ଝିଅର ନାଁ କିମ୍ବା କେଉଁ ବ୍ୟକ୍ତିର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ଜାଣିନେବେ କି ସେହି ବ୍ୟକ୍ତି ବହୁତ ଭାବୁକ ପ୍ରବୃତିର୍ ଅଟେ,  ଓ ଏହା ସହ ଔପଚାରିକତା ଅଧିକା ବିଶ୍ୱାସ ରଖିଥାଏ,  ମାନେ କେଉଁ ଜିନିଷ କରିବାରେ ଭୟ ରଖେ , ଏମିତିରେ ଗଭୀର ଚିନ୍ତନରେ ବୁଡି ରହୁଥିବା ବ୍ୟକ୍ତି କେବେ ଅନ୍ୟଙ୍କ ପଇଁ ବିପଦ ଆଣିପାରେ,

ଏଥିପାଇଁ ଏହିପ୍ରକାରର ବ୍ୟକ୍ତିଙ୍କୁ କେବେ ଲାଗିବ୍ କଥା ନୁହେଁ । ଏହା ଛଡା ଏମାନେ ଛୋଟମୋଟ କଥାକୁ ନିଜ ହୃଦୟରେ ଲଗାଇବସନ୍ତି, ଏମାନଙ୍କ ହୃଦୟ ଭାଙ୍ଗିଲେ ଏମାନେ ଭୟାନକ ହୋଈଉଠନ୍ତି , ଏମିତି ମାନସିକତା କାରଣରୁ ତାଙ୍କୁ ସଂବେଦନଶୀଲ କୁହାଯାଏ , ସେମିତି ଏମାନଙ୍କ ଜୀବନରେ ପ୍ରେମ ବହୁତ ମାଇନା ରଖେ , ସେମାନେ ନିଜ ପ୍ରେମକୁ ହାସିଲ୍ କରିବାକୁ ଯାଈ ସବୁ ପ୍ରକାର ଚେଷ୍ଟା କରନ୍ତି , ଏହା ଛଡା ଏହି ଲୋକଙ୍କୁ ଯିଏ ଧୋକା ଦିଏ ସେମାନେ ତାକୁ କେବେ କ୍ଷମା କରନ୍ତି ନାହିଁ , ଏହା ସହ ଏମାନଙ୍କ ସେକ୍ସ ଲାଇଫ୍ ବହୁତ ମହତ୍ତ୍ୱ ରଖେ ,  ଏହି ଲୋକ ବହୁତ ଜିଦ୍ଦି ସ୍ୱଭାବର ହୋଇଥାନ୍ତି ଏମାନେ ଯେଉଁ ଜିନିଷ ନିଜ କବଜାକୁ ଆଣନ୍ତି ତାହାକୁ କେବେ ଛାଡନ୍ତି ନାହିଁ ,

ଏହି ଲୋକଙ୍କର ଭାଗ୍ୟ ବହୁତ ମେହେରବାନ୍ ହୋଇଥାଏ ଯାହାପାଁ ଏମାନଙ୍କୁ ଧନ ଓ ଇଜ୍ଜତ ଦୁହେଁ ପ୍ରାପ୍ତି ହୋଇଥାଏ , ସେମିତି ଆପଣଙ୍କୁ କହିଦେବୁ କି ସାଧାରଣତଃ ଏହି ଲୋକ ରାଜନୀତିରେ ଅଧିକା ଦେଖାଯାଆନ୍ତି , ଏହା ଛଡା ଏମାନେ ଭଲ ଲେଖକ ବି ହୋଇଥାନ୍ତି , ସେମିତି ଏମାନଙ୍କୁ ଆସ୍ଥା ମାନେ ଭଗବାନଙ୍କ ଉପରେ ପୁରା ବିଶ୍ୱାସ ହୋଇଥାଏ , ବୋଧେ ଏଥିପାଇଁ ଏମାନେ ଅଲଆ ଲୋକଙ୍କୁ ପସନ୍ଦ ବି କରିଥାନ୍ତି , ତାହା ସହ ଏହି ଲୋକ ହୃଦୟ ସଫା ହୋଇଥାନ୍ତି , ଯଦି ସିଧା ଶବ୍ଦରେ କହିବା ତେବେ ଆମର ମତଲବ ଏହାକି ଯେବେ ପର୍ଯ୍ୟନ୍ତ ଆପଣ M  ଅକ୍ଷର ବାଲାଙ୍କୁ ଲାଗନ୍ତି ନାହିଁ ସେମାନେ ଆପଣଙ୍କ କେବେ କିଛି କ୍ଷତି କରିବେ ନାହିଁ ।

Leave a Reply

Your email address will not be published. Required fields are marked *