December 23, 2024

Odia Express

Leading Odia News Portal of Odisha

ସବୁଦିନ କେବଳ ଦୁଇ ଚାରିଥର ଏହି ଜିନିଷର ସେବନ କରନ୍ତୁ, ସହଜରେ କମ୍ ହୋଇଯିବ ପେଟ ସହ ଯୋଡି ହୋଇଥିବା ସବୁ ଚର୍ବି …

ଏହି ଦୁନିଆଁରେ ବହୁତ ସାରା ଲୋକ ଅହନ୍ତି ଯିଏ ମୋଟାପା ପାଇଁ ବହୁତ ଚିନ୍ତିତ ଅଛନ୍ତି , ହଁ ଆଜ୍ଞା ବହୁତ ଲୋକ ଅଛନ୍ତି ଯିଏ ନିଜ ମୋଟାପା କମ୍ କରିବାପାଇଁ ଚେଷ୍ଟା ବି କରନ୍ତି , କିନ୍ତୁ ଦୁଃଖର ବିଷୟ କି ତାଙ୍କ ହାତରେ ଅସଫଳତା ଲାଗିଥାଏ , ବୋଧେ ଏହି କାରଣରୁ କିଛି ଲୋକ ନିରାଶା ହୋଇକରି ଚେଷ୍ଟା କରିବା ଭୁଲିଯାଆନ୍ତି , ଯେଉଁ ଲୋକ ଜଲଦି ହାର୍ ମାନିନିଅନ୍ତି , ସେମାନଙ୍କୁ ଏହା ଭାବିବା ଦରକାର କି ତାଙ୍କର ଓଜନ ଅଧିକା ହୋଈଯାଇଛି , ତେବେ ଏହାକୁ କମ୍ କରିବାପାଇଁ କିଛି ମାସ ଲାଗିପାରେ,  କିନ୍ତୁ ଲୋକେ ନିଜ ଓଜନ କମ୍ କରିବାପାଇଁ ଏତେ ଜଲଦି ହୋଇଥାନ୍ତି କି ସେମାନେ ଚେଷ୍ଟା କରିବା ପୁର୍ବରୁ ହାର୍ ମାନିବସନ୍ତି ।

ଯଦି ଆପଣ ମୋଟାପାକୁ ନେଇକରି ବହୁତ ଚିନ୍ତିତ ଅଛନ୍ତି ତେବେ ଏହାକୁ କମ୍ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ମୋଟାପା କମ୍ କରିବାର ଏକ ପ୍ରକିୟା କହିବୁ , ଯାହାକୁ ଆପଣାଇଲେ ଆପଣଙ୍କ ଓଜନ ନିଶ୍ଚିତ ଭାବେ କମ୍ ହୋଇଯିବ , ଏହା ଏକ ଘରୋଇ ପ୍ରକିୟା ଅଟେ , ଏହାକୁ ବ୍ୟବହାର କଲେ କିଛି ବି ଶାରରୀକ ହାନି ହେବ ନାହିଁ , ତେବେ ଆସନ୍ତୁ ଜାଣିବା , କହିଦେବୁ କି ମୋଟାପା କାରଣରୁ ବ୍ୟକ୍ତିର ଶରୀରରେ ନାନା ପ୍ରକାରର ରୋଗ ମାଡିବସେ , ଏଥିପାଇଁ ଜଦି ଆପଣଙ୍କ୍ ଶରୀରରୁ ରୋଗର ପ୍ରତିରୋଧ କରିବାକୁ ଚାହୁଁଛନ୍ତି ତେବେ ମୋଟାପା କମ୍ କରିବାକୁ ହେବ ।

ସବୁଠାରୁ ପ୍ରଥମେ ଆପଣଙ୍କ ଦୈନଦିନ ଦିନଚର୍ଚ୍ଚା ଓ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ ଆଣନ୍ତୁ , ସବୁଦିନ କଦଳୀରେ ଜିରା ଲଗାଇକରି ଏହାର ସେବନ କରନ୍ତୁ , କହିଦେବୁ କି ଜିରା ହାଲକା ଭାଜିଥିବେ,କହିଦେବୁ କି ଭଜା ଜିରା ଆମେ ସାଧାରଣତଃ ମସାଲା ରୁପରେ କରିଥାଉ , ଏହି ଭଜା ଜିରାର ଏକ ଚୁର୍ଣ୍ଣ ବନାଇଦିଅନ୍ତୁ , ଏହାପରେ ଏହି ପାଚିଯାଈଥିବା କଦଳୀରେ ଟିକିଏ ଭାଗକୁ ମିକ୍ସ କରିଦିଅନ୍ତୁ ।

କହିଦେବୁ କି ଆପଣ ଦିନରେ କମ୍ ସେ କମ୍ ଦୁଇଥର ଏହାର ସେବନ କରନ୍ତୁ , ଏହାର ସେବନ ପରେ ନିଜେ ଦେଖିବେ ଧିରେ ଧୀରେ ଆପଣଙ୍କ ପେଟ ବଢୁଥିବା ଚର୍ବି ଗାୟବ ହୋଇଯିବ , ସେମିତି କହନ୍ତି କି ଯେଉଁ ଜିନିଷକୁ ଥରେ ଟ୍ରାଇ ନ କରିଛନ୍ତି ସେ ପର୍ଯ୍ୟନ୍ତ ତାର ଫାଇଦା ବିଷୟରେ ଜାଣିପାରିବେ ନାହିଁ ।

ସେମିତି ଆପଣ ପେଟରୁ ଚର୍ବୀ କମ କରିବାପାଇଁ ନାନାପ୍ରକାରର ତରିକା ଆପଣାଇଦେଖିଥିବେ , ଥରେ ଏହି ପ୍ରକିୟାକୁ ଆପଣାଇଦେଖନ୍ତୁ , ହୋଇପାରେ କି ଏହି ପ୍ରକିୟାକୁ ଆପଣାଇବା ପରେ ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ , ଏବେ ଜାହିର୍ କଥା କି ଆପଣଙ୍କ ଓଜନ କମ୍ ହୋଇଯିବ , ତେବେ ଆଉ ମୋଟାପା ପରି ସମସ୍ୟା ଆଉ ଆସିବ ନାହିଁ , ଏହାକୁ ଉପଯୋଗ କଲେ ଆପଣଙ୍କ ଶରୀର ଆହୁରି ସତେଜ ଓ ଫୁର୍ତ୍ତିଲା ହୋଇଯିବ ।

Leave a Reply

Your email address will not be published. Required fields are marked *