September 20, 2024

Odia Express

Leading Odia News Portal of Odisha

ଏହି ସହଜ ପ୍ରକିୟା ଦ୍ୱାରା ବାଦାମକୁ କରନ୍ତୁ ସେବନ , ଶରୀରରେ କେବେ ବି ଦୁର୍ବଳତାର ଅନୁଭବ ହେବ ନାହିଁ

ଏହା ତ ସମସ୍ତେ ଜାଣିଛନ୍ତି କି ବାଦାମକୁ ଖାଈବା ଦ୍ୱାରା ଆମ ଶରିର ପାଇଁ ବହୁତ ଲାଭଦାୟକ ହୋଇଥାଏ । ହଁ ଆଜ୍ଞା ବାଦାମ ଖାଇଲେ ନା କେବଳ ଶରୀରକୁ ଶକ୍ତି ଦେଇଥାଏ , ବରଂ ଏହା ଆମର ସ୍ମରଣଶକ୍ତି ତେଜ୍ କରିଥାଏ , ଏହା ଛଡା ବାଦାମର ବ୍ୟବହାର ଖାଇବାପିଇବାରେ ବହୁତ ଜିନିଷରେ ବ୍ୟବହାର କରାଯାଏ , ମାନେ ସିଧା ଶବ୍ଦରେ କହିବାକୁ ଗଲେ ବାଦାମ ବାସ୍ତବରେ ଡ୍ରାଇ ଫ୍ରୁଟ୍ ହୋଇଥାଏ , ଏହାକୁ ଖାଇବା ପିଇବା ଜିନିଷରେ ପକାଇଲେ ଏହାର ସ୍ୱାଦ ଦୁଇଗୁଣା ବଢିଯାଏ । ଯଦି ଆପଣ ବାଦାମକୁ ଭଲ ଭାବରେ ସେବନ କରିବେ ତେବେ ଆପଣଙ୍କୁ ଏଥିରେ ଆପଣଙ୍କୁ ନାନାଦି ଚମର୍କାରୀ ଫାଇଦା ମିଳିବ , ହଁ ଆଜ୍ଞା କହିଦେବୁ କି ବାଦାମକୁ ସଠିକ୍ ତରିକାରେ ସେବନ କରିଲେ ଶରୀର ବହୁତ ମଜବୁତ୍ ହେବ , ଏହା ଛଡା ବାଦାମ ଖାଇବାରେ ବହୁତ ସାରା ଫାଇଦା ହୋଇଥାଏ ।

୧) ରାତିରେ ଛଅଟି କିମ୍ବା ସାତଟି ବାଦାମକୁ ଗିରି ମାନେ ବାଦାମର ପାଣିରେ ଭଲ ଭାବରେ ବତୁରାଇ ରଖିଦିଅନ୍ତୁ , ଏହାପରେ ସକାଳୁ ଚୋପା ଛଡାଇ ଏଥିରୁ ପାଠର ଛୋଟ ଗୁଜୁରାତି ପେଷିକରି ମିଶାଇଦିଅନ୍ତୁ , ଏହା ସହ ଏଥିରେ ଟିକିଏ ମିଶ୍ରୀ ପକାଇଦିଅନ୍ତୁ , ଏହାପରେ ପାଣିକୁ ପିଅନ୍ତୁ ,କହିଦେବୁ କି ଏହାର ସେବନ କରିଲେ ପରିଶ୍ରାର ଜଳାପୋଡା ଦୂର ହୋଇଯିବ , ଏହାକୁ ସେବନ କଲେ ବହୁତ ଆଶ୍ୱସ୍ତି ମିଳିପାରିବ ।

୨) ଏହା ଛଡା ବାଦାମକୁ ରାତିରେ ବତୁରାଇ ରଖିଦିଅନ୍ତୁ , ଓ ସକାଳୁ ଉଠିବାପରେ ଏହାର ଚୋପା ବାହାର କରିଦିଅନ୍ତୁ , ଏଥିରେ ଟିକିଏ ମିଶ୍ରୀ ମିଶାଇଦିଅନ୍ତୁ , ଏହି ମିଶ୍ରୀ ସହ ବାଦାମର ସେବନ କରିବା ଦ୍ୱାରା ଶରୀରକୁ ବହୁତ ଲାଭଦାୟକ କରିଥାଏ,  ଏହାକୁ ଏପରି ସେବନ କରିଲେ ଏହା ସୁଖିଲା କାଶକୁ ଦୁର କରିଦିଏ , ମାନେ ସିଧା ଶବ୍ଦରେ କହିଲେ ଏହା ସୁଖିଲା କାଶରୁ ଆଶ୍ୱସ୍ତି ଦେବ ।

୩)  ଚାରି ପାଞ୍ଚଟି ବତୁରାଇଥିବା ବାଦାମ କୁ ନେଇକରି ଏହାର ଚୋପା ବାହାର କରିଦିଅନ୍ତୁ , ତାପରେ ଏହାକୁ ଘିଅରେ ଭାଜିଦିଅନ୍ତୁ , ଯେବେଏହା ଗୋଲାପି ରଙ୍ଗର ହୋଇଯିବ , ତେବେ କ୍ଷୀରରେ ମିଶାଇ ଫୁଟାଇଦିଅନ୍ତୁ , ଏହାପରେ ଚିନି ପକାଇ ଏହାକୁ ସେବନ କରନ୍ତୁ , କହିଦେବୁ କ୍ ଇଏହିପରି ଏହାର ସେବନ କରିଲେ ଗର୍ଭାବସ୍ଥାରେ ବହୁତ ଶକ୍ତି ଆସିଥାଏ ।

୪) ଏହା ଛଡା ତିନି ରୁ ଚାରୋଟି ବାଦାମକୁ ବତୁରାଇ ଏହାର ଚୋପାକୁ ବାହାର କରି ଏଥିରେ ରସୁଣର ପାଖୁଡା ଓ ମିଶ୍ରୀର ସହ ପେଷିକରି ଦିନକୁ ଦୁଇଥର ଛୁଆଙ୍କୁ ଚଟାଇଲେ କାଶର ସମସ୍ୟା ଦୂର ହୋଈଯାଏ , ମାନେ ସିଧା ଶବ୍ଦରେ କହିଲେ ଏହି ପ୍ରକିୟା ବହୁତ ଫାଇଦାଦାୟକ ହୋଇଥାଏ । ଏବେ ଏଥିରେ କୌଣସି ରାୟ ନାହିଁ କି ସୁଖିଲା ବାଦାମ ଖାଇବା ପରିବର୍ତ୍ତେ ଯଦି ବତୁରାଇଥିବା ବିନା ଚୋପା ବାଦାମ ଖାଈବେ ତେବେ ଏଥିରେ ଅଧିକା ଫାଈଦା ହେବ , ଯଦି ଆପଣ ଚାହଁନ୍ତି ତେବେ ଏହା ଶରୀରର ମଜବୁତ୍ କରିବା ସହ ରୋଗରୁ ବି ପ୍ରତିରୋଧ କରିଥାଏ,  ଓ ଏହି ତରିକା ବାଦାମର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *