September 14, 2024

Odia Express

Leading Odia News Portal of Odisha

ରାସ୍ତା କଡରୁ କିଣିଥିଲେ ମୁଦି , ୩୦ ବର୍ଷ ପରେ ଏମିତି କଥା ଜଣାପଡିଲା ସେ ଚମକି ପଡିଲେ ମହିଳା…

ସବୁ ଝିଅ ସପିଙ୍ଗ୍ କରିବାରେ ପସନ୍ଦ କରିଥାନ୍ତି , ତାଙ୍କର ଇଚ୍ଚା ଏତେ ଅଧିକା ହୋଇଥାଏ କି ସେମାନଙ୍କ ମୁଡ୍ ଯେତେ ବି ଖରାପ ହୋଇଥାଉ ନା କାହିଁକି ସେମାନେ ସପିଙ୍ଗ୍ ନାଁ ଶୁଣିଲେ ସାଙ୍ଗେ ସାଙ୍ଗେ ରାଜି ହୋଇଯାଆନ୍ତି , ଏମିତି କିଛି ଝିଅ ହୋଇଥାନ୍ତି , ସେମାନେ ଯେଉଁଆଡେ ବି ଯାଆନ୍ତି , ସେଠାରୁ ସପିଙ୍ଗ୍ ନିଶ୍ଚିତ କରନ୍ତି , ସେମାନେ କିଛି ଜିନିଷ ରାସ୍ତା କଡରୁ ଠେଲାରୁ କିମ୍ବା ଦୋକାନରୁ କିଣିନିଅନ୍ତି , ସେମିତି ଦେଖିବାକୁ ଗଲେ ଝିଅମାନଙ୍କର ମୁଡ୍ କୁ ଚିହ୍ନିପାରିବା ବହୁତ ମୁସକିଲ୍ ହୋଇଥାଏ , ବହୁତଥର ଦେଖିଥିବେ କି ରାସ୍ତା କଡରେ କିଛି ବିକ୍ରେତା ନିଜ ଜିନିଷ ବିକ୍ରି କରନ୍ତି , ଏମିତିରେ ଜଣେ ମହିଳାଙ୍କୁ ଏକ ମୁଦି ପସନ୍ଦ ଆସିଯାଇଥିଲା କିନ୍ତୁ ତାହାର ଖାସିୟତ୍ ଜଣାନଥିଲା,

ଯେବେ ଏଇ କଥା ତାଙ୍କୁ ତିରିଶିବର୍ଷ ପରେ ଜଣାପଡିଲା ତେବେ ତାଙ୍କର ହୋସ୍ ଉଡିଗଲା , ଆସନ୍ତୁ ଜାଣିବା ଏହି ମୁଦିର୍ ରହସ୍ୟ ବିଷୟରେ , ଆପଣଙ୍କୁ କହିଦେବୁ କି ଏହି ମାମଲା ଇଂଲଣ୍ତର ଏକ ମହିଳାଙ୍କ ସହ ହୋଇଥିଲା, ଏହି ମହିଳା ଜଣଙ୍କ ସପିଙ୍ଗ୍ କରିବାରେ ଦିୱାନୀ ଥିଲେ,  ସେ ରାସ୍ତା କଡରୁ ଜିନିଷ କିଣିବାକୁ ପସନ୍ଦ କରୁଥିଲେ,  ଦିନେ ସେ ଏକ ରାସ୍ତା କଡରୁ ଏକ ମୁଦି କିଣିଲେ , ଯାହାର ପାଇଁ ସେ କେବଳ ୧୨ ଡଲାର୍ ଦେଇଥିଲେ,  କିନ୍ତୁ କିଛି ସମୟ ପରେ ସେହି ମହିଳାଙ୍କୁ ଜଣା ପଡିଲା କି ଏହି ଆଙ୍ଗୁଠିର ମୁଦି ହଜାରରେ ନୁହେଁ କି ଦଶ ହଜାରରେ ନୁହେଁ ବରଂ ଲକ୍ଷାଧିକ ଟଙ୍କାର ହିରା ଅଟେ ।

ଯାହାପରେ ସେ ମୁଦିକୁ ନିଜ ପାଖରେ ରଖିଲେ,  ଓ ପ୍ରାୟ ୩୦ ବର୍ଷ ପରେ ମୁଦିକୁ ବ୍ୟବହାର କଲେ,  ଓ ଯେବେ ବିକ୍ରି କରିବାକୁ ଏକ ଗହଣା ଦୋକାନୀ ପାଖକୁ ଗଲେ ତେବେ ଦୋକାନୀ ସେଇ ମୁଦିକୁ ଦେଖି ହୋସ୍ ଉଡିଗଲା , ଆପଣଙ୍କୁ କହିଦେବୁ କି ଗହଣାଦୋକାନୀ କହିଲା କି ଏହି ମୁଦି ବହୁତ ଦାମିକା ଅଟେ,  ଆପଣଙ୍କୁ କହିଦେବୁ କି ଏହି ହୀରା ମୁଦୀ ୧୯ତମ ଶତାର୍ଦ୍ଧୀର ଡେଡ୍ ଷ୍ଟୋନ୍ ଅଟେ, ଯାହାର ପ୍ରକୃତ ମୁଲ୍ୟ ଆଜିର ମାର୍କେଟ୍ ରେ କୋଟିଏ ଉପରେ ଅଛି , ଏହା ଶୁଣିକରି ମହିଳାଙ୍କ ସହ ସବୁ ଲୋକଙ୍କର ହୋସ୍ ଉଡିଗଲା,  ମହିଳା ତୁରନ୍ତ ସେହି ମୁଦିକୁ ବିକ୍ରି କରିଦେଲେ , ଓ ଏବେ କୋଟିଏ ଟଙ୍କାର ମାଲିକାଣୀ ହୋଇଗଲେ

Leave a Reply

Your email address will not be published. Required fields are marked *