ଏହି ବ୍ଲଡ୍ ଗ୍ରୁପ୍ ଦୁନିଆଁର ସବୁଠାରୁ ସ୍ପେସିଆଲ୍ ବ୍ଲଡ୍ , ଖାସିୟତ ଜାଣିଲେ ଚମକି ଉଠିବେ ଆପଣ ….
ସାଧାରଣତଃ ଏ ପଜେଟିଭ୍ , ବି ପଜେଟିଭ୍, ଏବି ପଜେଟିଭ୍ , ଓ ନେଗେଟିଭ୍ , ଆଦି ବ୍ଲୁଫ୍ ଗ୍ରୁପ୍ ବିଷୟରେ ଶୂଣିଥିବେ , ଏକ ସାଧାରଣ ବ୍ୟକ୍ତି ବ୍ଲଡ୍ ଗ୍ରୁପ୍ ରେ ଏହା ଦେଖାଯାଏ , କିନ୍ତୁ ଆଜି ଆମେ ଏମିତି ଏକ ବ୍ଲଡ୍ ଗ୍ରୁପ୍ ବିଷୟରେ କହିବୁ , ଯାହାର ଆଜିର ପୁର୍ବରୁ ଦୁନିଆଁରେ ଚାଳିଶ ଲୋକଙ୍କ ପାଖରେ ଅଛି , ଆସନ୍ତୁ ଜାଣିବା ତାହା କେଉଁ ବ୍ଲଡ୍ ଗ୍ରୁପ୍ ଅଛି ଯାହା ଅଧିକା ରେୟାର୍ ଓ ମାତ୍ର ୪୦ ଟି ଲୋକଙ୍କର ପାଖରେ ଅଛି , ଆଜି ଆମେ ଆପଣଙ୍କୁ ଯେଉଁ ରେୟାର୍ ବ୍ଲଡ୍ ଗ୍ରୁପ୍ ବିଷୟରେ କହିବୁ ତାହାର ନାଁ ହେଲା ରିସସ୍ ନେଗେଟିଭ୍ ଓରଫ୍ ଆର୍ ଏଚ୍ ନୁଲ୍ , ଏହି ବ୍ଲଡ୍ ଗ୍ରୁପ୍ କୁ ଦୁନିଆଁର ବ୍ଲଡ୍ ଗ୍ରୁପ୍ କୁ ଦୁନିଆଁ ସାରା ମେଡିକାଲ୍ ଟର୍ମରେ ଲୋକେ ଗୋଲଡେନ୍ ବ୍ଲଡ୍ ଗ୍ରୁପ୍ ଭାବେ ଜାଣିଛନ୍ତି , କାରଣ ଏହା ବହୁତ ରେୟାର୍ ଅଛି , ଆପଣଙ୍କୁ କହିଦେବୁ କି ମଣିଷର ବଡିରେ ସେହି ବ୍ଲଡ୍ ଗ୍ରୁପ୍ ଜଣା ଅଣ୍ଟିଜନ୍ କାଉଣ୍ଟରୁ ଚାଲିଥାଏ
ଯେଉଁ ମଣିଷର ଶରୀରରେ ଏଣ୍ଟିଜନ୍ କାଉଣ୍ଟ କମ୍ ହୋଇଥାଏ , ତାହାର ବ୍ଲଡ୍ ଗ୍ରୁପ୍ ସବୁଠାରୁ ରେୟାର୍ ମାନାଯାଏ । ମେଡିକାଲ୍ ସାଇନ୍ସ ରୁ ଜଣାଗଲେ ଆଣ୍ଟିଜେନ୍ ମଣିଷର ଶରିରରେ ଆଣ୍ଟିବାଡି ବନାଇଥାଏ , ଯାହା ଶରୀରରେ ବ୍ୟାକ୍ଟେରିଆ ଓ ଭାଇରାସ୍ ଆଫେକ୍ଟେଟ୍ ରୁ ରକ୍ଷା କରେ , ରିସର୍ସ ନେଗେଟିଭ୍ ବ୍ଲଡ୍ ଗ୍ରୁପ୍ ବାଲା ବ୍ୟକ୍ତି ଶରୀରରେ ଆଣ୍ଟୀଜନ୍ ମାତ୍ରା ଅଧିକା ହୋଇଥାଏ , ଏହି ପ୍ରକାରର ବ୍ୟାକ୍ଟେରିଆ ଓ ଭାଇରସ୍ ଆକ୍ରମଣ ବଞ୍ଚାଇକରି ରଖିଥାଏ , କିନ୍ତୁ ଆଶ୍ଚର୍ଯ୍ୟର କଥା କି ବ୍ଲଡ୍ ଗ୍ରୁପ୍ ସବୁଠାରୁ ଅଧିକା ରେୟାର୍ ହୋଇଥାଏ , ଦୁନିଆଁରେ କେବଳ ୪୦ ଜଣ ଲୋକଙ୍କର ପାଖରେ ଏହା ମିଳିଥାଏ ।
ଏବେ ଆପଣଙ୍କୁ କହିଦେବୁ କି ବ୍ଲଡ୍ ଗ୍ରୁପ୍ କେଉଁ ବ୍ୟକ୍ତିକୁ ଖାସ୍ କିପରି କରିଥାଏ , ମେଡିକାଲ୍ ସାଇନ୍ସ ମାନିଲେ ଯେଉଁ ବ୍ୟକ୍ତି ମଧ୍ୟରେ ଏହି ବ୍ଲଡ୍ ଗ୍ରୁପ୍ ମିଳିଥାଏ , ତାହା ନିଜ ବ୍ଲଡ୍ ଦେଇକରି ତାହାରଜୀବନ ବଞ୍ଚାଇପାରିବ , ରିସସ ବ୍ଲଡ୍ ଗ୍ରୁପ୍ ସବୁଠାରୁ ବଡ ଖାସିୟତ୍ ଅଟେ ଓ ଏହି ବ୍ଲଡ୍ ଗ୍ରୁପ୍ କେଉଁ ଅନ୍ୟ ଲୋକ ଗ୍ରୁପ୍ ବାଲା ଲୋକଙ୍କୁ ନିଜ ବ୍ଲଡ୍ ଦେଇପାରିବେ , ଯେପରି ଆମେ ଆଗରୁ କହିଛୁ , ଏହି ବ୍ଲଡ୍ ଗ୍ରୁପ୍ ଏଣ୍ଟିଜେନ୍ ମାତ୍ରା ଅଧିକା ହୋଇଥାଏ , ଯାହା କେଉଁ ପ୍ରକାରର ବ୍ୟାକ୍ଟେରିଆ ଓ ଭାଇରାସ୍ ଆକ୍ରମଣ ଶରିରରେ ବଞ୍ଚାଇକରି ରଖିଥାଏ ।
ଏବେ ଏହି ବ୍ଲଡ୍ ଯଦି କେଉଁ ଅନ୍ୟ ବ୍ଲଡ୍ ଗ୍ରୁପ୍ ବାଲା ଗ୍ରୁପ୍ ବ୍ୟକ୍ତିର ବଡିରେ ଦିଆଯାଏ , ତେବେ ସେ ମ୍ୟାଚ୍ କଲେ ସେହି ବ୍ୟକ୍ତିକୁ ରିକଭର୍ ହେବାରେ ବହୁତ ସାହାଯ୍ୟ କରିଥାଏ , କହିଦେବୁ କି ରେସିସ୍ ନେଗେଟିଭ୍ ବ୍ଲଡ୍ ଗ୍ରୁପ୍ ବାଲା ଲୋକଙ୍କୁ ଜୀବନ ସାଧାରଣ ହୋଇଥାଏ , କିନ୍ତୁ ତାଙ୍କୁ ନିଜ ବିଶେଷ ରୁପରେ ଧ୍ୟାନ ରଖିବାକୁ ହେବ , ଏହାର କାରଣ ଏମାନଙ୍କ ବଡିର୍ ମିଳିଥିବା ବ୍ଲଡ୍ ଗ୍ରୁପ୍ ବହୁତ ରେୟାର୍ ହୋଇଥାଏ , ଓ ସହଜର ମିଳିନଥାଏ, ଏହି ବ୍ଲଡ୍ ଗ୍ରୁପ୍ କେଉଁ ଲୋକଙ୍କର ମଧ୍ୟରେ ଡୋନେଟ୍ ତ କରିପାରିବେ କିନ୍ତୁ ଏହାର ଦରକାରିତା ପଡିଲେ କେଉଁ ଅନ୍ୟ ବ୍ଲଡ୍ ଗ୍ରୁପ୍ ରୁ ନେଇପାରିବେ ନାହିଁ ।