ପୃଥିବୀରେ ସବୁଠାରୁ ଶକ୍ତିଶାଳୀ ଔଷଧୀ ର ମଞ୍ଜି , କୋଟି କୋଟି ଏହାର ଦାମ ଅଟେ …
ଆଜି ଆମେ ଆପଣଙ୍କୁ ଗୋଟିଏ ଗଛ ବିଷୟରେ କହିବୁ ଯାହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବହୁତ ହିତକାରି ଅଟେ , ଯଦି ଆପଣଙ୍କୁ ଏହି ଗଛ କେଉଁଠି ମିଳିଯାଏ ତେବେ ଏହାକୁ ଛାଡିବେ ନାହିଁ , ଏହି ଗଛ ବହୁତ ଶାରରୀକ ଫାଈଦା ଯୋଗାଇଥାଏ , ଆଜି ଆମେ କଥା ହେବା ସିଲବାରୀ ଗଛ ବୀଷୟରେ , ଏହାକୁ ଲୋକେ ଅଲଗା ଅଲଗା ନାଁରେ ଜାଣିଛନ୍ତି , କିଛି ଲୋକେ ଏହାକୁ ମୋରପଙ୍ଖ କିମ୍ବା ଧଳା ଗଞ୍ଜା ବି କହିଥାନ୍ତି , ତେବେ ଆସନ୍ତୁ ଜାଣିନେବା ଏହି ଗଛ ଦ୍ୱାରା କେଉଁ ପ୍ରକାରର ଫାଇଦା ମିଳିଥାଏ , ଏହି ଗଛ ଆପଣଙ୍କୁ କ୍ଷେତରେ ମନ୍ଦିର କିମ୍ବା ରାସ୍ତା କଡରେ ମିଳିଯିବ , କହିଦେବୁ କି ଏହି ଗଛ ଶାରରୀକ ଦୁର୍ବଳତା ଦୂର କରିବାରେ ସକ୍ଷମ ଅଟେ, ଏହା ସୁଗର୍ କୁ ନିୟନ୍ତ୍ରିତ କରିଥାଏ , ଏହା ଛଡା ମାଂସପେଶୀର କଷ୍ଟ, ପରିଶ୍ରାରେ ହେଉଥିବା ସମସ୍ୟା, ମୁହଁରେ ଦୂର୍ଗନ୍ଧ , ଦାନ୍ତରେ ପିଡା ସବୁ ସମସ୍ୟାକୁ ଦୁର କରିଦିଏ ,
ଏହି ଗଛରେ ପ୍ରଚୁର ପରିମାଣରେ ମଞ୍ଜିରେ ଭର୍ତ୍ତି ହୋଇଛି , ଯଦି ଆପଣଙ୍କ ମୁହଁରୁ ଛାଲ ବାହାରୁଛି କିମ୍ବା ଦାନ୍ତର ପୀଡା ହେଉଛି ତେବେ ଏହି ଗଛକୁ ବ୍ୟବହାର କରିପାରିବେ , ଏଥିରେ କୌଣସି ପ୍ରକାରର ସମସ୍ୟା ହେଲେ ପ୍ରଥମେ ଏହି ଗଛର ମଞ୍ଜିକୁ ଚୁର୍ଣ୍ଣ କରି ନିଅନ୍ତୁ , ଏବେ ଏହି ଚୁର୍ଣ୍ଣକୁ ସବୁଦିନ ଗଳଗଳ କରନ୍ତୁ , ଏମିତି ସବୁଦିନ କରିଲେ କିଛି ଦିନରେ ଆପଣଙ୍କ ସବୁ ଚିନ୍ତା ଶେଷ ହୋଇଯିବ । ଯଦି ଆପଣଙ୍କୁ ପରିଶ୍ରା ଜନିତ କିଛି ଅସୁବିଧା ହେଉଛି ତେବେ ଅଟକି ଅଟକି ପରିଶ୍ରା ହେଉଥିଲେ କିମ୍ବା ଜଳାପୋଡା ହେଲେ , ତେବେ ଏହି ଗଛର ଚୁର୍ଣ୍ଣ ବନାଇକରି ସବୁଦିନ ଗୋଟେ କପ୍ ୧୦-୧୨ ମିଲିଗ୍ରାମ ଚୁର୍ଣ୍ଣ ମିଶାଇକରି ଏହାର ସେବନ କରିଲେ ବହୁତ ଅଧିକା ଫାଈଦା ହୋଇଥାଏ ।
, ଯଦି ଆପଣଙ୍କୁ ଅଧିକାଂଶ କାମ କରିଲା ପରେ ମାଂସପେଶୀରେ ଥକାପଣ କିମ୍ବା କଷ୍ଟ୍ ଅନୁଭବ ହୁଏ ତେବେ ଏହି ଗଛକୁ ବ୍ୟବହାର କରିପାରିବେ , ଏବେ ପ୍ରଭାବିତ ମାଂସପେଶୀରେ ଲଗାଇଦିଅନ୍ତୁ , କିଛି ସମୟ ପରେ ଏମିତି ଲଗାଇଲେ ଏହାକୁ ପାଣିରେ ଧୋ ସଫା କରିଦିଅନ୍ତୁ , ଏମିତି କିଛି ଦିନରେ କରିଲେ ଆପଣଙ୍କୁ ଅଧିକା ଫାଈଦା ପହଞ୍ଚିବ ,
ସବୁଦିନ ସକାଳୁ ଖାଲିପେଟରେ ଏକ ଗିଲାସ କ୍ଷୀରରେ ଅଧା ଚାମଚ ଚୁର୍ଣ୍ଣ ମିଶାଇକରି ପିଇଲେ ଆପଣଙ୍କ ସୁଗର୍ କୁ ନିୟନ୍ତ୍ରଣ କରିପାରିବେ , ମଧୁମେହ ରୋଗ ପାଇଁ ଏହା ବହୁତ କାରଗର ଅଟେ ।ଏଠାରେ କହିରଖୁ ଏହାର ବ୍ୟବହାର କରିବା ପୂର୍ବରୁ ଡାକ୍ତର ଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ