December 23, 2024

Odia Express

Leading Odia News Portal of Odisha

୧୮ ଫେବୃୟାରୀ ୨୦୨୦ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମଙ୍ଗଳବାରକୁ ଏହି ୮ ଟି ରାଶି ବାଲାଙ୍କ ଉପରେ ହେବ ବଜରଙ୍ଗବାଲିଙ୍କର ବିଶେଷ କୃପା , ବିଦ୍ୟାର୍ଥି ଓ ମହିଳାଙ୍କୁ ହେବ ଭାରି ଲାଭ

ମେଷ ରାଶି : ଆଜି ଆପଣଙ୍କ ନୁଆ କାର୍ଯ୍ୟରେ ରୁଚି ବଢିବ , ଆପଣଙ୍କ ପରିବାରରେ କେଉଁ ସଦସ୍ୟ ସାହାଯ୍ୟ ନେବାକୁ ପଡିପାରେ, ଆଜିର ଦିନ ମିଶ୍ରିତ ପ୍ରଭାବ ପ୍ରଦାନ କରିବ , ଯଦି ଆପଣ ନିଜ କାମକୁ ଧ୍ୟାନ ଦେବେ ତେବେ ସଫଳତା ଓ ପ୍ରତିଷ୍ଠା ବଢିବ , ଆର୍ଥିକ ଅସୁବିଧା ସବୁ ଶେଷ ହୋଇଯିବ , ଅଟକିଥିବା ପଇସା ମିଳିବାରୁ ଚିନ୍ତାଦୁର ହେବେ , ଚାକିରିରେ ନୁଆ କାମ କରୁଥିବା ଲୋକଙ୍କୁ ସମ୍ମାନ ମିଳିବ , କମର୍ଷ ଛାତ୍ରଙ୍କ ପାଇଁ ଦିନ ଭଲ ଅଛି ।

ବୃଷ ରାଶି : ଆଜି ବଜରଙ୍ଗବାଲିଙ୍କ ଆଶିର୍ବାଦରେ ଆପଣଙ୍କ କାର୍ଯ୍ୟ ସଫଳତା ପୁର୍ବକ ହୋଇଯିବ , ସ୍ୱାସ୍ଥ୍ୟ ଓ ସଂମ୍ପତ୍ତି ମାମଲାରେ ବିବାଦ ଆପଣଙ୍କୁ ନିରନ୍ତର ଚିନ୍ତାରେ ପକାଇପାରେ , ଚାକିରି ଓ ବ୍ୟବସାୟରେ ପଦୋନ୍ନତି ହେବ , ଆପଣ ଛୋଟ ମୋଟ କଥାରେ ବୁଡିରହିବେ , ପରିବାରରେ ସୁଖ ଶାନ୍ତି ରହିବ , ଜୀବନସାଥିଙ୍କ ସହ କେଉଁ କଥାକୁ ନେଇ ମତଭେଦ ହୋଇପାରେ  ।

ମିଥୁନ ରାଶି : ଆଜି କେଉଁ ବଡ ମାମଲାରେ ବୁଝାମଣା ଓ ସହଯୋଗ କରିବାରେ ପ୍ରସ୍ତୁତ ରହିବେ , ଅଫିସ୍ ରେ କେଉଁ ଏକ ବଡ ଚୁନୋତି ନେଇପାରନ୍ତି , ଯାହାପାଇଁ ଆପଣଙ୍କ ସବୁ କ୍ଷମତା ଓ ଯୋଗ୍ୟତା ପ୍ରୟୋଗ କରିବାକୁ ପଡିବ , କିଛି ନୁଆ ଅଭ୍ୟାସ ପକାନ୍ତୁ , କାର୍ଯ୍ୟକ୍ଷେତ୍ରରେ ସାବଧାନ ରୁହନ୍ତୁ , ଭାବିଥିବା କାମ ଅଧୁରା ହୋଇଯିବ , କେଉଁ ଅପରିଚିତ ଅତିବିଶ୍ୱାସ କଲେ ହାନିପ୍ରଦ ରହିବ , ଏହି ରାଶିରେ ବିବାହିତ ଲୋକଙ୍କ ପାଇଂ ଦିନ ଭଲ ଅଛି  ।

କର୍କଟ ରାଶି : କିଛି ଲୋକ ବିଦେଶ ଯିବାର ଯୋଗ ହେଉଛି , ବିରୋଧୀ ଶୂଣିକରି ବିରୋଧ କରିବେ , ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ଆପଣଙ୍କ ଛୁଆ ଭଲ ରହିବେ , ଓ ଜୀବନସାଥୀଙ୍କର ସହ ସନ୍ତୋଷପ୍ରଦ ଜୀବନର ଲାଭ ଉଠାଇବେ , କାର୍ଯ୍ୟକ୍ଷେତ୍ରରେ ବ୍ୟବସ୍ଥିତ ରୁପରେ ଆଗକୁ ବଢିବେ , ଯୋଜନା ଅନୁସାରେ କାର୍ଯ୍ୟ ହେବ  , ଆପଣ କେଉଁ ଅଥାକୁ ଉପଦେଶ ମାନିବାର ମୁଡ୍ ରେ ନାହାନ୍ତି  କେଉଁ ଧାର୍ମିକ ଅନୁଷ୍ଠାନରେ ମନ ଲାଗିବ  ।

ସିଂହ ରାଶି : ଆଜି ଆପଣଙ୍କ ସମୃଦ୍ଧି ବଢିବ , ଓ ଆପଣ ସହଜରେ ଦ୍ୱିତୀୟ ଲିଙ୍ଗ ଆଡକୁ ଆକର୍ଷିତ ହେବେ , ଆଜି ଆପଣଙ୍କ ପିତା ଙ୍କ ସ୍ୱାସ୍ଥ୍ୟ ସ୍ଥିତି ଚିନ୍ତାର ବିଷୟର ହୋଇପାରେ , ଦୂର୍ଘଟଣା ହୋଇପାରେ , ଏଥିପାଇଁ ବାହାନ ସାବଧନତା ପୁର୍ବକ ଚଲାନ୍ତୁ ଯଦି ଆପଣ ବିବାହିତ ଅଛନ୍ତି ତେବେ ପ୍ରେମରେ ଭରପୁର୍ ରୋମାନ୍ସ ମିଳିବ , କେଉଁ ବ୍ୟକ୍ତି ସହ ବିବାଦ ହୋଇପାରେ ।

କନ୍ୟା ରାଶି : ଆଜି ଆପଣଙ୍କ ପ୍ରୟାସରତ କ୍ଷେତ୍ରରେ କିଛି ଅସୁବିଧା ଆସିପାରେ , ଭାଇ ଭଉଣୀଙ୍କ ସହ ତର୍କ ଆପଣଙ୍କୁ ଉଦାସ କରିପାରେ,  ଓ ନିଜକୁ ଅସହାୟ ମନେ କରିପାରନ୍ତି , ଆପଣଙ୍କ ମନ କେଉଁ ମହିଳାଙ୍କ ଆଡକୁ କେନ୍ଦ୍ରିତ ହେବ , କ୍ରୋଧ ଓ ଆବେଶ କାରଣରୁ ନିଜକୁ ବଞ୍ଚାନ୍ତୁ ।କୁଟୁମ୍ବ ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ , ଚାକିରି ବିଜନେସ୍ ରେ ଫାଇଦାବାଲା କିଛି ଭଲ ମଉକ ଆଜି ହରାଇପାରନ୍ତି ,

ତୁଳା ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଲ ହୋଇପାରେ , ପ୍ରେମୀଙ୍କ ମଧ୍ୟରେ ମତାନ୍ତର ହୋଇପରେ , କିଛି ଭୌତିକ ବସ୍ତୁ ପ୍ରତି ଖର୍ଚ୍ଚ କରିବେ , ଉଚ୍ଚ ଶିକ୍ଷା କାର୍ଯ୍ୟ ପାଇଁ ବିଦେଶ ଯାଇପାରନ୍ତି , ସଂମ୍ପତ୍ତିର ବିସ୍ତାର ହେବ , ପରିବାର ମଧ୍ୟରେ ବିବାଦ ଦୁର ହୋଇଯୀବ ।

ବିଛା ରାଶି ; ଆପଣଙ୍କ ମିତ୍ରଙ୍କର ପୁରା ସହଯୋଗ ମିଳୀବ , ପରିବାର ସଦସ୍ୟଙ୍କ ସହ କିଛି ଭୁଲ୍ ବୁଝାମଣା ଯୋଗୁଂ ଘରୋଇ ମାହୋଲ୍ କଡା ହୋଇପାରେ,  ଆପଣଙ୍କ ସ୍ୱାସ୍ଥ୍ୟ ବସ୍ଥା ଖରାପ ହୋଇପାରେ  । ଏଥିପାଇଁ ନିଜ ସ୍ୱାସ୍ଥ୍ୟକୁ ଦେଖିକରି ଚଳୀବେ , କିଛି କାମ ନ ଚାହୁଁଥିବେ ବି ବୁଝାମଣା କରିବାକୁ ପଡିବ ।

ଧନୁ ରାଶି : ଚାକିରି କ୍ଷେତ୍ରରେ ପାରିଦର୍ଶିତାରୁ ବହୁତ ଅବସର ମିଳିବ , ବିତ୍ତିୟ ବ୍ୟବହାର ଓ ନିବେଶ ସହ ଅଧିକା ସତର୍କ ଓ ସାବଧାନ ରୁହନ୍ତୁ , କାରଣ ଦିନ ଅନୁକୁଳ ନାହିଁ , ମହିଳା ଛାତ୍ର ସାବଧାନ ରୁହନ୍ତୁ , ଆପଣଙ୍କୁ ଭଲ ଖବର ମିଳିପାରେ ।

ମକର ରାଶି – ମକର ରାଶିର ଲୋକଙ୍କ ପାଇଁ ଆଜିର ଦିନ ଖୁବ ଭଲ ରହିବ |ପରିବାର ରେ ଶାନ୍ତି ବଜେଇ ରହିବ |ଆପଣ ନିଜ ଜୀବନସାଥିଙ୍କ ସହ ଖୁସି ରେ ରହିବେ | ବଡ ମାନେ ଆଜି କାମ ରେ ସହଯୋଗ କରିବେ |ଆଜି ଆପଣ ଘର ପାଇଁ କିଛି ନୂଆ ଜିନିଷ କିଣିପାରନ୍ତି

କୁମ୍ଭ ରାଶି – ଆଜି ଆପଣ ସକାରାତ୍ମକ ଓ ଜୋସ ରେ ରହିବେ |ଛାତ୍ର ଛାତ୍ରୀ ମାନେ ଭଲ ବିଦ୍ୟା ଗ୍ରହଣ କରିବେ | ଜୀବନରେ ଆଗକୁ ଅଧିବ ପାଇଁ ଆଜି ଅନେକ ଶିକ୍ଷା ମିଳିବ | ଆଜି ଘରେ କୌଣସି ପୂଜା ହେଇପାରେ | ସମସ୍ତେ ବିଷ୍ଣୁ ଙ୍କ ନାମ ଆଜି ସ୍ମରଣ କଲେ ଜୀବନ ସୁଖମୟ ହେବ

ମୀନ ରାଶି – ଆଜି ଆପଣାକୁ ଆପଣଙ୍କ ସତ ପ୍ରେମ ,ମିଳିପାରେ | ଅନେକ ଦିନରୁ ଅଟକିଥିବା କାମ ଆଜି ସମ୍ପୂର୍ଣ ହେବାର ସମ୍ଭାବନା ଅଛି | ଯଦି କୌଣସି ଗରିବ ଲୋକ ଦେଖିଲେ ତେବେ ନିଶ୍ଚୟ କିଛି ଦାନ କରିବେ | ଘରେ ଏକାଠି ହେବାର ସମ୍ଭାବନା ଅଛି

Leave a Reply

Your email address will not be published. Required fields are marked *