December 23, 2024

Odia Express

Leading Odia News Portal of Odisha

ଏହି ମଜାଦାର୍ ଜୋକ୍ସ୍ – ପୁଅ : ଏକ କିସ୍ ପରେ କଣ ହୋଇଥାଏ , ଝିଅ ଦେଲେ ଏଭଳି ଜବାବ ଯେ ପଢିକରି ଆପଣ ବି ନିଜ ହସକୁ ଅଟକାଇପାରିବେ ନାହିଁ …

ହସିବା ଓ ହସେଇବା ମାମଲା କିଛି ଏପରି ହୋଇଥାଏ କି ଯେତେ ବି ଯାହା କଲେ ଏହା କମ୍ ଲାଗେ ନାହିଁ , କାରଣ ହସିବାରେ ବହୁତ୍ କିହି ଫାଈଦା ହୋଇଥାଏ , ସେମିତି ଖୁସି ବାଣ୍ଟିଲେ କାହାର କ୍ଷତି ବି ହୁଏ ନାହିଁ , ଯାହା କାହାକୁ ଶୁଣିବାକୁ ମିଳିବ  ଏମିତିରେ ବହୁତ ଲୋକ ଏପରି ଅଛନ୍ତି ଯିଏ ଅଧିକାଂଶ ସମୟ୍ ବିନା ହସ ମଜାକ୍ ରେ ସମୟ ଅତିବାହିତ୍ କରିଦିଅନ୍ତି , ଆସନ୍ତୁ ଜାଣିବା ସେହି ହସ ମଜାକ୍ ସଂମ୍ପର୍କିତ କିଛି ଚୁଟକୁଲା ।

୧) ସ୍ତ୍ରୀ ଇଂରାଜୀ ବହି ପଢୁଥିଲେ , ସେ ନିଜ ସ୍ୱାମୀଙ୍କୁ ପଚାରିଲେ କି ଆରେ ଶୁଣ ଏହା complete ଓ Finish ରେ ଫରକ କଣ ଅଛି । ସ୍ୱାମୀ : ଯଦି ବିବାହ ସଠିକ୍ ଝିଅ ସହ ହୋଇଗଲା ତେବେ ବୁଝିଯିବ କି ଜୀବନ କମ୍ପିଲିଟ୍ , ଯଦି ଭୁଲ୍ ଝିଅ ସହ ହୋଇଗଲା ତେବେ ଜିବନ ଫିନିସ୍ ।

୨) ଗୋଟେ ବ୍ୟକ୍ତି ନିଜ ସ୍ତ୍ରୀକୁ ପୋତି ଘରକୁ ଯାଉଥିଲା , ଅଚାନକ ବିଜୁଲି ଚମକି ଉଠିଲା ବର୍ଷା ହେଲା , ସବୁଆଡେ ଲୋକେ ଦୌଡିବାକୁ ଲାଗିଲେ , ଦୁଃଖୀ ଆଦମୀ ଆକାଶ ଆଡକୁ ଦେଖିକରି କହିଲା କି ଲାଗୁଛି ପହଞ୍ଚିଗଲେ ।

୩) ଝିଅକୁ ଦେଖିବାଉ ଆସିଥିବା ହିନ୍ଦି ପ୍ରେମୀ ତାର ଶାଶୁ ମୁଁ ହିନ୍ଦୀ ଶୁଣିକରି ଏହା ତୟ କରିବି । କିତୁ ତୁମେ ମୋର୍ ବୋହୁ ହେବାର୍ ଲାୟକ ଅଟ କି , ତୁମେ ଶୈକ୍ଷାଣିକ ଯୋଗ୍ୟତା କଣ ଅଛି , ଝିଅ : ନେତ୍ର ନେତ୍ର ଚାୟ , ଶାଶୁ କଣ ମତଲବ ଝିଅ ଆଇ ଆଇ ଟି ।

୪) ଆଜି ସକାଳୁ ରୁ ମୋର ବନ୍ଧୁ ଲେଖୁଛନ୍ତି । ଯିଏ ଅମୃତ ପିଇଥାନ୍ତି ତେବେ ତାଙ୍କୁ ଦେବ କହନ୍ତି , ଯିଏ ବିଷ ପିଅନ୍ତି ସେମାନଙ୍କୁ ମହାଦେବ କହନ୍ତି , ଆରେ ଭାଇ ଯିଏ ସବୁଦିନ ଦୁହେଁ ଜିନିଷ ଟୀକିଏ ଟୀକିଏ କରି ପିଅନ୍ତି ସେମାନଙ୍କୁ ପତି ଦେବ କହନ୍ତି ।

୫) ବ୍ୟକ୍ତି : ଭଗବାନ ଝିଅମାନେ ସବୁବେଳେ ପ୍ୟାରି ହୋଇଥାନ୍ତି , ସ୍ତ୍ରୀ କଣ ପାଇଁ ଏତେ ଖତରନାକ ହୋଇଥାଏ , ଭଗବାନ : କାରଣ ଝିଅମାନଙ୍କୁ ମୁଁ ବନାଏ , ଓ ତାଙ୍କୁ ସ୍ତ୍ରୀ ତୁମେ କର , ତୁମର ସମସ୍ୟା ତୁମେ ଜାଣ ।

୬) ସ୍ତ୍ରୀ ସ୍ୱାମୀ କୁ ହେଇଟୀ ଶୂଣୁଛ ତୁମକୁ ମନେ ଅଛି ଯେବେ ତୁମେ ମୋତେ ଦେଖିବାକୁ ଆସିଥିଲ ତେବେ ମୁଁ କେଉଁ ରଙ୍ଗର ଶାଢି ପିନ୍ଧିଥିଲି , ସ୍ୱାମୀ : ନାଁ ସ୍ତ୍ରୀ : ଏହାର ମତଲବ ହେଲା କି ତୁମେ ମୋତେ ଆଉ ଭଲ ପାଉନ , ସ୍ୱାମୀ : ଆରେ ଏମିତି କଥା ନୁହେଁ ଯେବେ କେଉଁ ଧାରଣରେ ଶୋଇଥିଲେ ତେବେ ଟିକିଏ ନା ଦେଖିଥାଏ କି ଶତାଦ୍ଧୀ କି ଏକ୍ସପ୍ରେସ୍ ।

୭) ଗୋଟେ ବ୍ୟକ୍ତି ଭଗବାନଙ୍କୁ ପଚାରିଲା କି ଆପଣଙ୍କ କୋଟୀଏ ବର୍ଷ କେତେ ? ଭଗବାନ ଗୋଟେ ସେକେଣ୍ତ ବରାବର , ବ୍ୟକ୍ତି : ଓ କୋଟିଏ ଟଙ୍କା , ଭଗବାନ କିଛି ନାହିଁ ଫୁଟୀ କୋଡି ବରାବର , ବ୍ୟକ୍ତି ତେବେ କଣ ଆପଣ ମୋତେ ଫୁଟୀ କୋଡୀ ଦେଇପାରିବେ । ଭଗବାନ କଣ ପାଇଁ ନୁହେଁ ଟିକିଏ ରହ ଗୋଟେ ସେକେଣ୍ତ ।

ଝିଅ : ଆମେ ଝିଅମାନେ ପୁଅମାନଙ୍କ ଠାରୁ ଅଧିକା ସ୍ମାର୍ଟ ହୋଇଥାନ୍ତି , ପୁଅ : ଆଛା ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିବ, ଝିଅ : ପଚାର,  ପୁଅ : ଏକ କିସ୍ ପରେ କଣ ହୋଇଥାଏ , ଝିଅ : ତୁମ ପୁଅମାନଙ୍କର ଏହି ସବୁ କଥା ଖାଲି କଥା ଆସେ , ପୁଅ : ଆରେ ତୁମେ ଇଣ୍ଟେଲିଜେଣ୍ଟ ଅଛ ଉତ୍ତର ଦିଅ , ଝିଅ : ଆରେ ଗୋଟେ କିସ୍ ପରେ ଆଉ କଣ । ପୁଅ : ଏକ କିସ୍ ହେଲା (ek kiss) ପରେ ୨୨ ଆସିଥାଏ । ଅଧିକା ରୋମାଣ୍ଟିକ୍ ହୁଅନି ପାଠପଢାରେ ଧ୍ୟାନ ଦିଅ ।

Leave a Reply

Your email address will not be published. Required fields are marked *