December 22, 2024

Odia Express

Leading Odia News Portal of Odisha

ଶରୀରରୁ ଅଦରକାରୀ ବାଳକୁ ନେଇ ଯଦି ଅଛନ୍ତି ଚିନ୍ତିତ ତେବେ ଆଜି ହିଁ ଘରେ ବସି କରନ୍ତୁ ଏହି ସହଜ ଉପାୟ…

ସୁନ୍ଦର ଦେଖାଯିବାକୁ ମହିଳାମାନେ ନାନାଦି ଉପାୟ କରିଥାନ୍ତି , ଯାହା ଦ୍ୱାରା ସେ ସୁନ୍ଦର୍ ଦେଖାଯାଆନ୍ତୁ , ସେମାନେ ନିଜ ଚେହେରାରୁ ଅଦରକାରୀ ବାଳକୁ ହଟାଇବାପାଇଁ ଏହି ସବୁ ଜିନିଷର ବ୍ୟବହାର କରିଥାନ୍ତି , ଯାହା ଦ୍ୱାରା ତାଙ୍କର ସୁନ୍ଦରତାରେ ଦାଗ ଲଗାଉ । ପୁରୁଷଙ୍କ ପରି ମହିଲାଙ୍କ ଥୋଡିରେ କିମ୍ବା ଓଠରେ ବାଳ ଆସିଯାଏ , ଯାହାର କାରଣରୁ ସେମାନେ ଚିନ୍ତାରେ ରୁହନ୍ତି , ଏହାକୁ ହଟାଇବାର୍ ହେଲେ ଆପଣଙ୍କୁ କିଛି ଉପାୟ କରିବାର ଅଛି , ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ।

୧) ହଳଦୀର ଫେସ୍ ପ୍ୟାକ୍ : ହଳଦୀରେ ସବୁ ଗୁଣ ଭରି ରହିଥାଏ , ଏହାକୁ ବ୍ୟବହାର କରିବାପାଇଁ ଆପଣଙ୍କୁ ୧-୨ ଚାମଚ କ୍ଷୀରରେ କିମ୍ବା ପାଣିରେ ମିଶାଈ ଏହାକୁ ପେଷ୍ଟ୍ ବନାଇଦିଅନ୍ତୁ , ଏହାକୁ ନିଜ ଚେହେରାରେ ଲଗାନ୍ତୁ । ସୁଖିଲାପରେ ହାଲକା ହାତରେ ବାହାର୍ କରିଦିଅନ୍ତୁ , ୨) ଟମାଟର୍ ବା ବିଲାତି ବାଇଗଣ : ଟମାଟର ରସକୁ ୨ ଚାମଚ ଲେମ୍ବୁର ରସ ମିଶାନ୍ତୁ , ଓ ଏହି ମିଶ୍ରଣକୁ ଥୋଡିରେ ଲଗାନ୍ତୁ , ୧୫ ମିନିଟ୍ ଯାଏଁ ଲଗାନ୍ତୁ , ଓ ତାପରେ ଚେହେରାକୁ ହଟାଇଦିଅନ୍ତୁ , ବାଳ ସହଜରେ ହଟିଜିବ , ୩) ଲେମ୍ବୁ ଓ ଚିନି  ୨ ଚାମଚ ଚିନିରେ ୨ ଚାମଚ ଲେମ୍ବୁର ରସ ମିଶାନ୍ତୁ , ଓ ଏହାକୁ ଚେହେରାରେ ୧୫-୨୦ ମିନିଟ୍ ଲଗାନ୍ତୁ , ଏହା ଶୁଖିଲାପରେ ଧୋଇଦିଅନ୍ତୁ , ଏହାକୁ ସପ୍ତାହରେ ୧-୨ ଥର ଉପଯୋଗ କରନ୍ତୁ , ଆପଣଙ୍କୁ ଏହାର ଫରକ ଦେଖିବାକୁ ମିଳିବ ।

୪) ତୁଳସୀ ପତ୍ର ଓ ପିଆଜ : ୧୦-୧୨ ଟି ପତ୍ରକୁ ତୁଳସୀର ପତ୍ରକୁ ପିଆଜ ସହ ମିଶାଇକରି ବାଳରେ ଲଗାନ୍ତୁ , ୧୫-୨୦ ମିନିଟ୍ ସୁଖିବାପରେ ଏହାକୁ ଥଣ୍ତା ପାଣିରେ ଧୋଇଦିଅନ୍ତୁ ।

୫) କଞ୍ଚା ଅମୃତଭଣ୍ତା : କଞ୍ଚା ଅମୃତଭଣ୍ତାକୁ ଭଲ ଭାବରେ ହଳଦୀରେ ମିଶାଇଦିଅନ୍ତୁ , ଓ ଏହାକୁ ନିଜ ଥୋଡିରେ କିମ୍ବା ଅଦରକାରୀ ହୋଇଥିବା ବାଳର ସ୍ଥାନରେ ଲାଗାନ୍ତୁ , ଏହା ଦ୍ୱାରା ସବୁ ବାଳ ଉପୁଡିଯିବ ।

Leave a Reply

Your email address will not be published. Required fields are marked *