December 22, 2024

Odia Express

Leading Odia News Portal of Odisha

ସମସ୍ୟା ପଛକେ ଯେତେ ବଡ ହେଉ ଲାଲ ଲଙ୍କା ଓ ପାଣିର ଏହି ଉପାୟ ଦ୍ଵାରା ସେଥିରୁ ରକ୍ଷା ମିଳିଯିବ…

ଆମ ଜୀବନରେ ଅନେକ ପ୍ରକାର ସମସ୍ୟା ଲାଗିରହିଥାଏ । ଆମେ ବେଳେବେଳେ ତ ତାହାର ସମାଧାନ ପାଇଯାଉ କିନ୍ତୁ ଯଦି କୌଣସି ସମସ୍ୟାର ସମାଧାନ ଅନେକ ଗୁଡିଏ ପ୍ରୟାସ ପରେ ମଧ୍ୟ କରିପାରୁ ନାହୁଁ ତେବେ ଏହା ଲାଗେ ଯେ ଭାଗ୍ୟ ହିଁ ସହାୟତା କରୁନାହିଁ । ଏହା ସମସ୍ତଙ୍କ ସହିତ ହୋଇଥାଏ ଓ ଏହି କାରଣରୁ ବ୍ୟକ୍ତିଙ୍କର ମନ ଚିଡିଚିଡା ହୋଇଯାଏ । ହୁଏତ ଏହା ଆପଣଙ୍କ ସହିତ ଏଥିପାଇଁ ହେଉଛି କାରଣ ଆପଣଙ୍କୁ କାହାର ନଜର ଲାଗିଥିବ କିମ୍ବା ହୁଏତ କେହି ଜଣେ ଆପଣଙ୍କ ଉପରେ କଳାଜାଦୁ କରିଥିବ ଏମିତିରେ ଏସବୁ କଥା ଶୁଣିବାରେ ବହୁତ ବାଜ୍ୟେ ଲାଗୁଥିବ କିନ୍ତୁ ବେଳେବେଳେ ଆପଣ ବଡ ସମସ୍ୟାରେ ରୁହନ୍ତି ତ ଏହା ଆପଣଙ୍କ ସହିତ ହୁଏ କାରଣ ଏଥିରୁ ରକ୍ଷା ପାଇବା ପାଇଁ ଶାସ୍ତ୍ରରେ ଅନେକ ପ୍ରକାର ଉପାୟ କୁହାଯାଇଛି । ଏହା ଆପଣଙ୍କ ମାନିବା ନମାନିବା ଉପରେ ନିର୍ଭର କରେ ।

ଯାହାକି ଶାସ୍ତ୍ରରେ ନଜର ଉତାରିବାର ଅନେକ ପ୍ରକାର ଉପଚାର କୁହାଯାଇଛି ଯେଉଁଥିରେ ସବୁଠାରୁ ପ୍ରଭାବୀ ଉପଚାର ଅଟେ ଲାଲ ଲଙ୍କା ଓ ଲୁଣର ଉପଚାର ଏଥିରେ ଆପଣଙ୍କ ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ । ଆମେ ଆପଣଙ୍କୁ ଗୋଟିଏ ପରାମର୍ଶ ଅବଶ୍ୟ ଦେବାକୁ ଚାହିଁବୁ ଯେ ଏହି ଉପାୟକୁ ଆପଣ ସେତେବେଳେ ଉପଯୋଗ କରିବେ ଯେବେ ଆପଣ ସତରେ କୌଣସି ବଡ ସମସ୍ୟାରେ ଫଶିଥିବେ କାରଣ ଭୁଲ ଉଦ୍ଦେଶ୍ୟରେ କରାଯାଇଥିବା ଉପାୟ ଆପଣଙ୍କର ନିଜର କ୍ଷତି କରିଥାଏ ।

ଆପଣଙ୍କୁ ବତେଇବୁ ନଜର ଉତାରିବାର ଉପଚାର ଏଥିପାଇଁ ଆପଣଙ୍କୁ 4ଲାଲ ଲଙ୍କା ଦରକାର ଓ ତାହାର ମଞ୍ଜି ବାହାରକରି ଅଲଗା ରଖିବାକୁ ହେବ ଏହାପରେ ଗୋଟିଏ ଲୋଟା କିମ୍ବା ଜଗରେ ପାଣି ପୂର୍ଣ୍ଣ କରି ନିଅନ୍ତୁ ଓ ଏବେ ଏହି ପାଣିରେ ଲାଲ ଲଙ୍କାର ବାହାର କରିଥିବା ମଞ୍ଜି ପକେଇ ଦିଅନ୍ତୁ । ଏହାପରେ ଏହାକୁ ଆପଣଙ୍କ ଉପରେ ସାତଥର ବୁଲେଇ ଆଣନ୍ତୁ ଓ ତାପରେ ତାକୁ ବାହାରେ ସଡକ ଉପରେ ପକେଇ ଦିଅନ୍ତୁ ।

ଯଦି ଆପଣଙ୍କୁ କେବେ ମଧ୍ୟ ବିନା କାରଣରେ କାର୍ଯ୍ୟରେ ବାଧା ଆସେ ତେବେ ଆପଣ ଚାଉଳର ମୋଟ 40ଦାନା ସହିତ କଳା ଚଣା ଡାଲିର 38 ଦାନା ମିଶାନ୍ତୁ ଓ ଗୋଟିଏ ଘଡିରେ ଦବେଇ ଦିଅନ୍ତୁ । ଏହା ଉପରେ ଲେମ୍ବୁ ଚିପୁଡି ଦିଅନ୍ତୁ। ଏହା କରିବା ସମୟରେ ଏହା ମଧ୍ୟ ଧ୍ୟାନ ରହେ ଯେ ଯାହାଠାରୁ ରକ୍ଷା ପାଇବା ପାଇଁ ଆପଣ ଏହା କରୁଛନ୍ତି, ତାହାର ନାମ ମନେମନେ ନିଅନ୍ତୁ ।

ଯଦି ଆପଣ କୌଣସି ଶତ୍ରୁ ଠାରୁ ପିଛା ଛଡେଇବା ଚାହୁଁଛନ୍ତି ତେବେ ଆପଣ ସକାଳେ ଯେବେ ବାଥରୁମ ଯାଉଛନ୍ତି ତ ଶୌଚ ହେବା ପୂର୍ବରୁ ଆପଣ ଯେଉଁ ପାଣିର ପ୍ରୟୋଗ କରନ୍ତି ସେଥିରେ ସେହି ବ୍ୟକ୍ତିର ନାମ ଲେଖିଦେବେ ଓ ତାପରେ ଯେବେ ବାହାରକୁ ବାହାରିବେ ତ ନାମ ଲେଖିଥିବା ସ୍ଥାନକୁ ବାମ ପାଦରେ ତିନି ଥର ଗୋଇଠା ମରନ୍ତୁ। କୁହନ୍ତି ଯେ ଏପରି କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ଶତ୍ରୁ ଠାରୁ ରକ୍ଷା ମିଳିଯିବ ।

Leave a Reply

Your email address will not be published. Required fields are marked *