ଲେମ୍ବୁର ଏହିପରି କରନ୍ତୁ ବ୍ୟବହାର , ଜଡରୁ ଶେଷ ହୋଇଯିବ ରୁପି , ଶାନଦାର୍ ରହିବ ବାଳ…
ରୁପି ବାଳ ପାଇଁ ଏକ ସାଧାରଣ ସମସ୍ୟା ଅଟେ, ଶୀତ ଦିନରେ ରୁପିର ସମସ୍ୟା ଅଧିକା ହୋଈଯାଏ , ରୁପି ହେବା ଦ୍ୱାର୍ ବାଳ ଗୁଡିକ ଧଳା ପାମ୍ପଡ୍ ପରି ଲାଗିଥାଏ , ଲୋକେ ରୁପିର୍ ସମସ୍ୟାରୁ ମୁକ୍ତିପାଇବାକୁ ହେଲେ କେମିକାଲ୍ ବାଲା ସ୍ୟାମୁ ବ୍ୟବହାର କରିଥାନ୍ତି , ଯାହାର କିଛି ବି ଫାଇଦା ହୋଇନଥାଏ ,ରୁପି ରୁ ମୁକ୍ତି ପାଇବାକୁ ହେଲେ ବଜାରରେ ମିଳୁଥିବା ସ୍ୟାମ୍ପୁ ସମସ୍ତଙ୍କୁ ସୁଟ୍ କରିନଥାଏ । ଆଜି ଆମେ ରୁପିରୁ ମୁକ୍ତିପାଇବାପାଇଂ ଲେମ୍ବୁ ସହ ଏକ ଉପାୟ କହିବୁ, ଯାହାଦ୍ୱାରା ରୁପି ପୁରା ଗାୟବ ହୋଇଯିବ
ଲେମ୍ବୁର ସହ ଚାହାପତ୍ତି ପ୍ରୟୋଗ କରି ନିଜ ରୁପିକୁ ମୁକ୍ତି ପାଈପାରିବେ , ଏଥିପାଇଁ ଆପଣଙ୍କୁ ଏକ ପ୍ୟାନ୍ ରେ ୧ ଲିଟର୍ ପାଣି ଦେବାର ଅଛି , ଓ ଏଥିରେ ୨ ଚାମଚ ଚାହା ପତ୍ତି ଓ ୧ କିମ୍ବା ୨ ଲେମ୍ବୁ ଛୋଟ ଛୋଟ ଖଣ୍ତ କରି ଏହାକୁ ପାଣିରେ ପକାଇଦିଅନ୍ତୁ, ଓ ତାହାକୁ ସିଝାଇଦିଅନ୍ତୁ , ୨ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ , ଏବେ ପାଣିକୁ ଥଣ୍ତା ହେବାକୁ ଦିଅନ୍ତୁ , ଓ ଏଥିରେ ମୁଣ୍ତରେ ଧୁଅନ୍ତୁ , ମୁଣ୍ତରେ ପାଣି ପକାଈ ହାତରେ ମସାଜ୍ କରନ୍ତୁ ୧୦ ମିନିଟ୍ ଯାଏଁ ଏପରି କରୁଥାନ୍ତୁ , ପାଣିରେ ମୁଣ୍ତ ଧୋଇଦିଅନ୍ତୁ ୨ ଦିନରେ ଆପଣଙ୍କ ରୁପି ଚାଲିଯିବ ।
ଲେମ୍ବୁ ଓ ମହୁର ପ୍ରୟୋଗ : ଯଦି ଆପଣ ରୁପି ଦୁରେଇବାକୁ ଚାହୁଁଛନ୍ତି , ତେବେ ଏକ ଗିନାରେ ୩ ଚାମଚ ମହୁ ନିଅନ୍ତୁ , ଓ ୧ ଚାମଚ ଲେମ୍ବୁ ପକାଇ ଲଗାଇଦିଅନ୍ତୁ , ତାପରେ ସାଧା ପାଣିରେ ଧୋଇଦିଅନ୍ତୁ ମୁଣ୍ତ , ତିନିଥର ଏହି ପ୍ରକିୟାକୁ ଆପଣାଇଲେ ରୁପିରୁ ମୁକ୍ତି ମିଳିଯିବ ।