ଏହି ଚେକ୍ କୁ ଜୁମ୍ କରିଦେଖିଲେ ସତରେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ ,ପାଖରୁ ଦେଖନ୍ତୁ ଏହି ଫଟୋ କୁ..
ଏମିତି ତ ନିଜ ଜୀବନରେ ବହୁତ ବ୍ୟାଙ୍କ୍ ଦେଖିଥିବେ । ଏହା ଛଡା କିଛି ଲୋକ ଏପରି ହୋଇଥାନ୍ତି , ଯିଏକି ସବୁ ଦିନ ବ୍ୟାଙ୍କ୍ କୁ ଯାଇଥାନ୍ତି , ବ୍ୟାଙ୍କ୍ ବାହାରେ ଓ ଭିତରେ ଏମିତି ବହୁତ ଚେକ୍ ସାଇନ୍ ଆପଣ ଦେଖିଥିବେ ଯାହା ଆପଣଙ୍କୁ ଜଣା ହିବ ତାହା ବାସ୍ତବରେ କିପରି ଦେଖାଯାଏ , ଏବେ ଆପଣ ଜାଣିଥିବେ କି ଚେକ୍ କିପରି ଦେଖାଯାଏ , ଆମେ ଆପଣଙ୍କୁ ଏହି ପ୍ରଶ୍ନ ପଚାରିବାକୁ ଯାଉଛୁ , କାରଣ ଆଜି ଆମେ ଆପଣଙ୍କୁ ଏମିତି କିଛି ଚେକ୍ ଦେଖିବାକୁ ମିଳେ , ଯାହା ପୂର୍ବରୁ ଆପଣ କେବେ ଦେଖିନଥିବେ ।
ଆପଣ ଏହି ଚେକ୍ କୁ ଦେଖିଲେ ହସି ପଡିବେ , ଓ ଆଶ୍ଚର୍ଯ୍ୟ ବି ହୋଇପାରନ୍ତି , ଏମିତି ଚେକ୍ ସାଇନ୍ କଲା ଲୋକ କିଛି ଲେଖିଥିଲା ଜାଃଆ ଆପଣଙ୍କୁ ହସ ଆସିଯିବ , ଯଦି ଆପଣଙ୍କୁ ଏହି ସାଇନ୍ ଚେକ୍ ରେ କଣ ଲେଖାଯାଇଛି ତାହା ଜଣାପଡୁନି , ତେବେ ଏହାକୁ ଜୁମ୍ କରି ଦେଖିପାରିବେ , ତେବେ ଆସନ୍ତୁ ଜାଣିବା ଏହି ଚେକ୍ ରେ କଣ ଲେଖାହୋଇଛି ।
୧) ସବୁଠାରୁ ପ୍ରଥମେ ଏହି ଚେକ୍ କୁ ଭଲ ଭାବରେ ଦେଖନ୍ତୁ , ଯେଉଁଥିରେ ଡ୍ର ଚେକ୍ ରେ ପାସ୍ ବୁକ୍ ଜମା ରାଶି ଦେଖିକରି ତାହା କିଛି ଦେବା ବଦଳରେ ସେ ଲେଖିଛନ୍ତି କି ସବୁ ପଇସା , ଏବେ ଆପଣ କୁହନ୍ତୁ ଏପରି କିଏ କରେ କି ।
୨) ଏବେ ଏହି ଚେକ୍ ଦେଖିନିଅନ୍ତୁ ଏଥିରେ ସେମିତି ଲେଖାହୋଇଛି କି ସବୁ ପଇସା ବାହାର କରିବାର ଅଛି । ଏହା ଦେଖିକରି ଲାଗୁଛି କି ଏହି ଚେକ୍ ଲେଖିଥିବା ଲୋକେ ବହୁତ ବ୍ୟସ୍ତ ଥିଲା , ଏଥିପାଇଁ ସେ ଦୁଇଟି ଜାଗାରେ ଲେଖିଥିଲା କି ସବୁ ପଇସା ବାହାର କରିବାର ଅଛି ।
୩) ଏବେ ତୃତୀୟ ଚେକ୍ ଦେଖିନିଅନ୍ତୁ ଯେଉଁଠି ନିଜ ବାପା ମା ନିଜ ପୁଅର ଖାତାରୁ ପଇସା ବାହାର କରିବାକୁ ଆସିଛନ୍ତି , ସେ ଚେକ୍ ରେ ନିଜ ପୁଅର ନାଁ ଲେଖିଛନ୍ତି , ଓ ନାଁ ବି ବଡ ମଜାକ୍ ରେ ଲେଖିଛନ୍ତି , ଯାହାକୁ ଦେଖିକରି ଆପଣ ହସ ଉଡାଇପାରିବେ ନାହିଁ , ଏବେ ଦେଖନ୍ତୁ ମା ବାପା ଏତେ ଭୋଳା ଅଟନ୍ତି , ସେ ନିଜ ଚେକ୍ ରେ ମୁନ୍ନା ଲେଖିଥିଲେ ।
୪) ଏବେ ଚତୁର୍ଥ ଚେକ୍ ଦେଖିଲେ ଲାଗୁଛି ଏହାକୁ କିଏ ଫଟୋସପ୍ କରିଛି, ଏମିତି ବିଲକୁଲ୍ ନୁହେଁ , ଏହି ଚେକ୍ ରେ କେଉଁ ଗ୍ରୁପ୍ ର ଆଡମିନ୍ ନାଁରେ ଦେଶର ପୂର୍ବ ପିଏମ୍ ଙ୍କ ହସ୍ତାକ୍ଷର ସହ ଚେକ୍ ଇସୁ କରିଛନ୍ତି , ଏହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।
୫) ଏବେ ପାଞ୍ଚ ନମ୍ବର ଚେକ୍ ବି ଦେଖିନିଅନ୍ତୁ , ଯେଉଁଥିରେ ଜଣେ ଚାଷୀ ମାତ୍ର ଦୁଇଟଙ୍କା ଦେବାପାଇଁ କହିଛନ୍ତି , ଏହି ଚେକ୍ ତହସିଲଦାର୍ ସାହବ ଙ୍କ ଦ୍ୱାରା ବନାଯାଇଛି, କିନ୍ତୁ ଏମିତି ଲାଗୁଛି କି ତହସିଲଦାର ସାହେବ ଚାଷୀମାନଙ୍କୁ ନେଇ ବହୁତ କଞ୍ଜୁସି କରିଛନ୍ତି , ତେବେ ସେ ବ୍ୟସ୍ତତାରେ କେବଳ ଦୁଇ ଟଙ୍କାରେ ଲେଖିଛନ୍ତି ,
ଏବେ ଆପଣ ଏହି ଚେକ୍ ଗୁଡିକ ଦେଖିକରି ଆପଣ ବୁଝିପାରିଥିବେ କି କଣ ଦେଖାଇବାକୁ ଚାହୁଁଛୁ , ଏଥିରେ ଯାହା ଲେଖାଯାଈଛି ତାହା ମଜାଦାର ଅଟେ , କିନ୍ତୁ ଏହା ସମସ୍ତଙ୍କ ପାଇଁ ଗୋଟେ ସବକ୍ ଅଟେ , ବ୍ୟାଙ୍କ୍ ଯାଇକରି ଏମିତି ଭୁଲ୍ କରିବେ ନାହିଁ , ନହେଲେ ଏମିତି ଲଜ୍ଜିତ ହେବେ ।