ମଜାଦାର୍ ଜୋକ୍ସ ପଢିଲେ ହସି ହସି ଗଡିବେ ଆପଣ – ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଲା , ସ୍ତ୍ରୀ ବଜାରରୁ ଯାଇକରି ବିଷ ଆଣିଲା ଖାଇନେଲା , କିନ୍ତୁ ମଲେ ନାହିଁ ରୋଗାକ୍ରାନ୍ତ ହୋଇଗଲେ, ସ୍ୱାମୀ ରାଗରେ କହିଲା : ୧୦୦ ଥର କହିଛି ଯେବେ..
ଜୋକ୍ସ ନାଁ ଆସିଲେ ସମସ୍ତଙ୍କ ମୁହଁରେ ହସ ଆସିଯାଏ , ଆସିବା ବି ଦରକାର, କାରଣ ଆମକୁ ମଜାଳିଆ କଥା ଆମକୁ ହସାଇବା ସହ ଚିନ୍ତାରୁ ଦୁର କରିଥାଏ, ଏମିତି ଚୁଟକୁଲା ଉପରେ ହସିବା ସ୍ୱଭାବିକ ଅଟେ । କେହି ଜଣେ କହିଛନ୍ତି Laughter is the best medicine ଜୋକ୍ସ କାହାପାଇଁ ଔଷଧ ହୋଇନଥାଏ , ଯାହା ଚିନ୍ତାରେ ଥିବା ଲୋକ କିମ୍ବା ରୋଗରେ ଥାନ୍ତି , ସେମାନଙ୍କ ପାଇଂ ଏହା ମେଡିସିନ୍ ପରି କାମ କରେ , ତେବେ ଚାଲନ୍ତୁ ଆଜି ଜାଣିବା ଏଭଳି କିଛି ହସ କଥା ଯାହା ପଢିଲେ ଆପଣ ମଧ୍ୟ ହସି ହସି ଗଡିବେ
ସ୍ତ୍ରୀ ; ଗୋଟେ କଥା କହିବି , ସ୍ୱାମୀ : କୁହ ! ସ୍ତ୍ରୀ ; ମାରିବ ନାହିଁ ତ ? ସ୍ୱମୀ : ନା କୁହ କଣ କହିବାର ଅଛି । ସ୍ତ୍ରୀ : ମୁଁ ପ୍ରେଗନେଣ୍ଟ୍ ଅଛି । ସ୍ୱାମୀ : ଆରେ ବାଃ ଭଲ ଖବର , ତୁମେ ଏତେ ଡରିଯାଇଛ କଣ ପାଇଁ । ସ୍ତ୍ରୀ ; କଲେଜ ଦିନରେ ବାପାଙ୍କୁ କହିଥିଲି ଯେ ମାଡ ପଡିଥିଲା ।
ଝିଅକୁ ଦେଖିବାକୁ ଆସିଥିବା ହିନ୍ଦୀ ପ୍ରେମୀ ତାହାର ହେବାକୁ ଥିବା ଶାଶୁ ପଚାରିଲେ ମୁଁ ହିନ୍ଦୀ ଶୁଣିକରି ହିଁଏହା ତୟ କରିବି । କି ତୁମେ ମୋର ବୋହୁ ହେବାର ଯୋଗ୍ୟ କି ନାହିଁ । ତୁମର ଶୈକ୍ଷଣିକ ଯୌଗ୍ୟତା କଣ ଅଟେ ? ଝିଅ : ନେତ୍ର ନେତ୍ର ଚାୟ , ଶାଶୁ ; ମତଲବ ଝିଅ ଆଇ ଆଇ ଟି
ସ୍ୱାମୀ ନିଜ ସ୍ତ୍ରୀକୁ କହିଲା ଗତ ମାସରୁ କଣ ହିସାବ କରିଛ ଦିଅ , ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲା , ଓ ମଝିରେ ମଝିରେ ଲେଖିବାକୁ ଲାଗିଲେ କି ଭ, ଜା,କି,ଗେ , ୮୦୦ ଭ ଜା ,କି,ଗେ , ୨୦୦୦ ଭ ଜା କି ଗେ , ୫୦୦ ଭ ଜା କି ଗେ , ସ୍ୱାମୀ ପଚାରିଲେ ଭ ଜା କି ଗେ କଣ ଅଟେ ? ସ୍ତୀ : ଭଗବାନ ଜଣା କୁଆଡେ ଗଲେ ।
ସଞ୍ଜୁ ନିଜ ଗାର୍ଲଫ୍ରେଣ୍ତ ବାପାଙ୍କୁ ଦେଖା କରିବାକୁ ଗଲା , ଝିଅର ବାପା : ମୁଁ ଚାହୁଁନାହିଁ କି ମୋର ଝିଅ ପୁରା ଜୀବନ ଏକ ମୁର୍ଖ ଲୋକଙ୍କ ସହ କଟାଉ । ସଞ୍ଜୁ : ବାସ୍ ଅଙ୍କଲ୍ , ଏଥିପାଇଂ ତ ମୁଂ ତାଙ୍କୁ ନେବାକୁ ଆସିଛି ,
ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲଢେଇ ହେଲା , ସ୍ତ୍ରୀ ବଜାରରୁ ଯାଇକରି ବିଷ ଆଣିଲା ଖାଇନେଲା , କିନ୍ତୁ ମଲେ ନାହିଁ ରୋଗାକ୍ରାନ୍ତ ହୋଇଗଲେ, ସ୍ୱାମୀ ରାଗରେ କହିଲା : ୧୦୦ ଥର କହିଛି ଜିନିଷ ଦେଖିକରି କିଣ । ପଇସା ବି ଗଲା କାମ ବି ହେଲା ନାହିଁ ।
ସ୍ତ୍ରି : ତୁମେ ମୋତେ କେତେ ଭଲ ପାଉଛ ।
ସ୍ୱାମୀ : ୭୨ %
ସ୍ତ୍ରୀ : ୧୦୦ % କଣ ପାଇଁ ନୁହେଁ ।
ସ୍ୱାମୀ : ୨୮ % ଜିଏସ୍ ଟି ଲାଗିଲା ପାଗେଳି , ଲକଜୁରି ଆଇଟମ୍ ପରା ।