December 23, 2024

Odia Express

Leading Odia News Portal of Odisha

କେବେ ବି ପିଅନ୍ତୁ ନାହିଁ ଫ୍ରିଜ୍ ର ପାଣି , ଜାଣନ୍ତୁ କଣ ହୋଇଥାଏ ଯେବେ ଆପଣ ଥଣ୍ତା ପାଣି ପିଇଥାନ୍ତି – ଜାଣିଲେ ଚମକି ପଡିବେ ଆପଣ..

ବନ୍ଧୁଗଣ, ଯେତେ ବି ଖରାଦିନ ହେଉ ଫ୍ରିଜର ଥଣ୍ତା ପାଣି କିମ୍ବା ବରଫ ମିଶାଇଥିବା ପାଣିପିଅନ୍ତୁ ନାହିଁ , ଏହା ପୁର୍ବରୁ ଜାଣିନିଅନ୍ତୁ କି ଆୟୁର୍ବେଦ ଅନୁସାରେ ଥଣ୍ତା ପାଣି ପରିଭାଷା କଣ ଅଟେ , ଶରୀରର ତାପମାନ ଅଛି ୩୭ ଡିଗ୍ରୀ ସେଲସିୟସ୍ , (୯୮,୫ ଫ୍ୟାରେନହାଇଟ୍) ୨୭ ଡିଗ୍ରୀ ତଳେ ସବୁ ପାଣି ଥଣ୍ତା ହୋଇଥାଏ , ୧୦ ଡିଗ୍ରୀ କମ୍ ପର୍ଯ୍ୟନ୍ତ ଆମ ଶରୀର ଏହାକୁ ସହନ କରିପାରେ , ତେବେ କଥା ଏହା କି ଯେବେ ଆମେ ଫ୍ରିଜ୍ ରେ ଥଣ୍ତା ପାଣିପିଇଥାଉ ତାହା ଗରମ ପେଟକୁ ଥଣ୍ତା ଯାଇଥାଏ , ଏବେ ପେଟ ଆପଣଙ୍କ ଗରମ ଅଛି , ତେବେ ଭିତରକୁ ଯାଇକରି ଏହା ପେଟରେ ପାଣି ଗରମ କରିଥାଏ , କିମ୍ବା ପେଟକୁ ଥଣ୍ତା କରିଥାଏ । ଆପଣ ଗୋଟେ ମିନିଟ୍ ଭାବିନିଅନ୍ତୁ ଆପଣ ବହୁତ ଥଣ୍ତା ପାଣିପିଇନେଇଛନ୍ତି , ଓ ପାଣି ପେଟକୁ ଥଣ୍ତା କରିଦେଇଛି , ପେଟ ଥଣ୍ତା ହେବାର ଦ୍ୱାରା ହାର୍ଟ ବି ଥଣ୍ତା ହୋଇଯାଏ , କାରଣ ପେଟ ଓ ହୃଦୟ ପରସ୍ପର ଭିତରେ କନେକ୍ସନ୍ ଅଛି ,ହୃଦୟ ଥଣ୍ତା ହେବା ଦ୍ୱାରା ମସ୍ତିଷ୍କ ଥଣ୍ତା ହୋଇଯିବ ।

କାରଣ ଏହି ଦିନରେ ପରସ୍ପର କନେକ୍ସନ୍ ହୋଇଥାଏ , ଓ ମସ୍ତିଷ୍କ ଥଣ୍ତା ହୋଇକରି ଶରୀର ବି ଥଣ୍ତା ହୋଇଯିବ । ଓ ଶରୀର ଥଣ୍ତା ହେବା ଦ୍ୱାରା ଆପଣଙ୍କ ଘର ବାହାରକୁ ବାହାର କରି ପକାଇଦିଆଯିବ , ସେମିତି ସବୁ ଲୋକ କୁଣ୍ତାଇକରି ପ୍ରେମ କରୁଥିଲେ ତେବେ ସେମାନେ ଆଉ ଛୁଇଁବାକୁ ପସନ୍ଦ କରିବେନି , କାରଣ ଆପଣଙ୍କ ଶରୀର ଥଣ୍ତା ଅଛି , ଯେବେ ବହୁତ ଥଣ୍ତା ପାଣିର ସେବନ କରିବେ ତେବେ ପେଟରେ ପାଣିକୁ ଗର୍ମ କରିବ , କାରଣ୍ ଆପଣଙ୍କୁ ସିଏ ଜିବିତ ରଖିବାର ଅଛି , ତେବେ ଭଗବାନ ବନାଇଛନ୍ତି  କିନ୍ତୁ ଗରମ କରିବା ତାହାର ଉର୍ଜା ଦରକାର , ଏବେ ଉର୍ଜା କେଉଁଠୁ ଆସିବ ? ଉର୍ଜା ଆସିବ ରକ୍ତ ରୁ , ତେବେ ସବୁ ଶରୀରର ରକ୍ତ ପେଟ ରୁ ଆସିବ , ଏବେ ଆପଣ ଟିକିଏ ଭାବିନିଅନ୍ତୁ ସବୁ ମସ୍ତିଷ୍କ ରକ୍ତ ପେଟକୁ ଚାଲିଗଲା , ହୃଦୟ ରକ୍ତ ପେଟକୁ ଚାଲିଗଲା , ଅନ୍ତରେ ରକ୍ତ ପେଟକୁ ଆସିଗଲା । ତେବେ ସବୁ ଅଙ୍ଗରେ ରକ୍ତର ଅଭାବ ଦେଖାଦେବ , ମସ୍ତିଷ୍କ କୁ ୩ ମିନିଟ୍ ଯଦି ବ୍ଲଡ୍ ସପ୍ଲାଇ ଅଟକିଗଲା ତେବେ ବ୍ରେନ୍ ଡେଡ୍ ହୋଇଯିବ , ଏହି ପରି ହାର୍ଟ କୁ ଡେଡ୍ ମିନିଟ୍ ବ୍ଲଡ୍ ସପ୍ଲାଇ ଅଟକିଗଲେ ହାର୍ଟ ଫେଲ୍ ହୋଇଯିବ ।

ବାକି ସବୁ ଅଙ୍ଗଗୁଡିକ ଏପରି ଶେଷ ହୋଇଯିବ , ଏଥିପାଇଁ କୁହାଯାଇଛି କି ଥଣ୍ତା ପାଣି ପିଇବା ବହୁତ ବଡ ରିସ୍କି ହୋଇଥାଏ । ଏବେ ତୃତୀୟ ଭାଗ ବୁଝିନିଅନ୍ତୁ । ଆମର ଶରୀରରେ ଦୁଇଟି ଅନ୍ତ ଅଛି  ,ଗୋଟେ ହେଲା ଛୋଟ ଅନ୍ତ ଓ ବଡ ଅନ୍ତ,  ବଡ ଅନ୍ତର କାମ ହେଲା ଆମ ଶରୀରର ମଳକୁ ବାହାର କରିବା , ଓ ଯାହା ଆମେ ଖାଇଥାଉ ତାହା ପରେ ସେହି ପଟେ ଦେଇ ବାହାରକୁ ବାହାରିଥାଏ । ଯାହାକୁ ଆମେ ମଳ କହିଥାଉ , ବଡ ଅନ୍ତ ଦେଖିବାକୁ ଏକ ଖୋଲା ପାଇପ୍ ସଦୃଶ ହୋଇଥାଏ । ଏବେ ଯେବେ ଏପରି ଥଣ୍ତା ପାଣିପିଇବେ ତେବେ ବଡ ଅନ୍ତରେ ଏକ ଦମ୍ ସିଙ୍କୁଡିଯିବ , କିମ୍ବା ବନ୍ଦ ହୋଇପାରେ , ଏବେ ବାରମ୍ବାର ଥଣ୍ତା ପାଣି ପିଇକରି ଏହା ପୁରା ବନ୍ଦ କରିଦେବ , ତେବେ ସକାଳୁ ଆପଣଙ୍କ ପାଖରେ ମଳ ଉତ୍ପନ୍ନ ହେଉନଥିବ ତେବେ ପାଇଖାନାକୁ ଯାଇକରି କିଛି ଫାଇଦା ନାହିଂ ।

ତେବେ ଆପଣ ଚିନ୍ତାରେ ପଡିଯିବେ କି ପେଟ ସଫା ହେଉନାହିଁ।  ଅର୍ଥାତ୍ ଆପଣଙ୍କୁ କବଜ୍ ପରି ସମସ୍ୟା ହୋଇଯାଇଛି , ଆୟୁର୍ବେଦରେ କବଜ୍ କୁ ମଦର୍ ଡିଜିଜ୍ କହନ୍ତି , ସବୁ ରୋଗର ଜଡ ଅଛି କବଜ୍ , ଯଦି ଆପଣଙ୍କୁ କବଜ୍ ପରି ରୋଗ ଅଛି ଓ କିଛି ଲମ୍ବା ସମୟରୁ ଚାଲି ଆସୁଛି ତେବେ ଗୋଟେ ଗୋଟେ କରି ସବୁ ରୋଗ ଆସିବ , ୟୁରିକ୍ ଏସିଡ୍ , କୋଲେଷ୍ଟ୍ରୋଲ୍ , ହାର୍ଟ ବ୍ଲକେଜ୍ , ସୁଗର୍ ପରି ନାନାଦି ରୋଗ । ଏହି ଆମେରିକା ଓ ୟୁରୋପ ବାଲା ବହୁତ ଅଧିକା ଥଣ୍ତା ପାଣିପିଇଥାନ୍ତି , ୫-୬ ଦିନ ଫ୍ରିଜ୍ ରେ ରଖିକରି ତାହାକୁ ଆଇସ୍ କ୍ୟୁବ୍ ରେ ପକାଇପିଅନ୍ତି , ଓ ପରିଣାମ କଣ ହୋଇଥାଏ , ସକାଳୁ ଘଣ୍ଟା ଘଣ୍ଟା ଟୟଲେଟ୍ ରେ କଟାଇଥାନ୍ତି , ପେଟ ସଫା ହୋଇପାରେ ନାହିଁ,  ଓ ତାଙ୍କୁ କେବେ ପଚାରିବେ ଟୟଲେଟ୍ ପ୍ୟାନ୍ କମବର୍ଡ କଣପାଇଁ କରିଛ ଇଣ୍ତିଆନ୍ ପ୍ୟାନ୍ କଣ ପାଇଁ କରିନ ।

ତେବେ ଜବାବ୍ ରେ ଆସିବ କି ଭାରତୀୟ ପ୍ୟାନ୍ ରେ ୫ ମିନିଟ୍ ରୁ ଅଧିକା ବସିପାରିବେ ନାହିଁ , କାରଣ ବସିବାର ଯେଉଁ ପୋଜିସନ୍ ଅଛି ତାହା ୫ ମିନିଟ୍ ପରେ ଥକାଇଦେଇଥାଏ , ଓ ଆମକୁ ବହୁତ ସମୟ ବସିବାର ଅଛି କାରଣ ପେଟ ସଫା ହୋଇନାହିଁ , ଏଥିପାଇଁ ଚେୟାର୍ ପରି ବସିପଡନ୍ତି କମବର୍ଡ ପାଇଖାନାରେ , ଏବେ ଆମ ଦେଶରେ କିଛି ଶିକ୍ଷିତ ନିର୍ବୋଧ ତାହାର ନକଲ କରି ପାଇଖାନାକୁ ପେପର୍ ନେଇଯିବା , ବହି ଗୁଡିକ ନେଇକରି ସେଠାରେ ପଢିବା , ଆରମ୍ଭ କରିସାରିଛନ୍ତି , ଏମିତି କରି ସେମାନେ ଅତ୍ୟାଧୁନିକ ଜୀବନଶୈଳୀ ବୋଲି ପରିଚୟ ଦେଉଛନ୍ତି , ଆମେ ଜାଣିବା କଥା କି ତାଙ୍କର ଫ୍ୟାସନ୍ କୁ ଆମେ ନକଲ କରୁଛେ ।

ତେବେ ବନ୍ଧୁଗଣ ସବୁ ସମସ୍ୟାର ମୂଲ କାରଣ ଅଟେ କି ଥଣ୍ତା ପାଣି । ତେବେ ଆପଣ୍ କେବେ ପିଇବେ ନାହିଁ , ଯଦି ପିଇବାର ଅଛି ତେବେ ମାଟିର ହାଣ୍ତିରେ ପାଣି ରଖିପିଅନ୍ତୁ , କାରଣ ମାଟିର ଘଡେଇରେ ପାଣି ଚେକ୍ କଲେ ତାହାର ତାପମାନ ୩୬ ଡିଗ୍ରୀ ୩୫ ଡିଗ୍ରୀ କିମ୍ବା ୩୩ ଡିଗ୍ରୀ ପାଖାପାଖି ଥିବ , ଯେପରି ଆମେ ଉପରେ କହିଛୁ , ଶରୀରର ତାପମାନ ୩୭ ଡିଗ୍ରୀ ହୋଇଥିଲେ,  ଘଡେଇର ପାଣି ଶରୀରର ତାପମାନ ସହ ସମାନ କିମ୍ବା ପାଖାପାଖି ହେଉଛି ,  ଏଥିପାଇଁ ଥଣ୍ତା ଦିନ ପୂର୍ବରୁ ଆମର ଆୟୁର୍ବେଦରେ କୁହାଯାଇଛି କି ଘଡେଇର ପାଣି ପିଇଲେ ଭଲ୍ ଏଥିପାଇଁ ଆମର ଦେଶରେ ବହୁତ ଦିନରୁ ମାଟିର ହାଣ୍ତି ବା ଘଡେଇରୁ ପାଣିପିଉଛନ୍ତି ।

ଛାଡନ୍ତୁ ଏହି ସବୁ କଥାକୁ ମାଟିର୍ ଘଡେଇ ଆମ ଦେଶରେ କୁମ୍ଭାରଙ୍କ ଦ୍ୱାରା ତିଆରି କରାଯାଏ , କିନ୍ତୁ ଯେବେ ପ୍ରେସର୍ କୁକର୍ , ପ୍ଲାଷ୍ଟିକ୍ ବୋତଲ୍ ,ଥର୍ମୋକୁଲ୍ ଗିଲାସ ଆଦି ଆରମ୍ଭ ହୋଇଛି , ଦେଶରେ କୋଟିଏ ଦରିଦ୍ର କୁମ୍ଭାର ରୋଜଗାର ବନ୍ଦ ହୋଇଯାଇଛି , ସେହି ଦରିଦ୍ର କୁମ୍ଭାର ମାଟିର ଦିପ ଏକ ବିକ୍ରି କରିପାରିଲା ନାହିଁ କାରଣ ଆମେ ଦିପାବଳିରେ ଚାଇନା ଲାଇଟ୍ସ କିଣିକରି ଲକ୍ଷ୍ମୀଙ୍କୁ ଆବାହନ କରିଆସୁଛେ । ଯଦି ଆପଣ ମାଟିର ଘଡେଇ ପାଣିପିଇବେ ତେବେ କୁମ୍ଭାରର ଘଡେଇ ବିକ୍ରି ହେବ , ଫ୍ରିଜ୍ ରୁ ଥଣ୍ତା ପାଣି ପିଇବେ ନାହିଁ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ସରକାରଙ୍କ ଭରସାରେ ଏହିଦେଶରେ କେଉଁ ବି ସମସ୍ୟା ସମାଧାନ ହେବ ନାହିଁ,  କିନ୍ତୁ ଏହି ଦେଶର ଜନତାକୁ ନିଜ ସ୍ତରରେ ବହୁତ ସମସ୍ୟାର ସମାଧାନ କରିପାରିବେ , ଆସନ୍ତୁ ସମସ୍ତେ ମିଶିକରି ଗରିବ କୁମ୍ଭାରକୁ ସହଯୋଗ କରିବା , ଏହି ପୋଷ୍ଟକୁ ଅଧିକାରୁ ଅଧିକା ସେୟର୍ କରନ୍ତୁ ।

Leave a Reply

Your email address will not be published. Required fields are marked *