December 23, 2024

Odia Express

Leading Odia News Portal of Odisha

କର୍ମଚାରୀ ନିଜେ ନିଜ ପଇସାରେ ତେଲ ଭରି କରି ମହିଳାଙ୍କୁ କରିଲେ ସାହାଯ୍ୟ , ଖୁସି ହୋଇକରି ମହିଳା ଦେଲେ ଏପରି ପୁରସ୍କାର ଯେ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ବିନା କେଉଁ ଲୋଭରେ ସାହାଯ୍ୟ କରିବାକୁ ମାନବିକତା କହନ୍ତି , ଏହି ମାନବତାକୁ ଦକ୍ଷିଣ ଆଫ୍ରିକାରେ ଏକ ଘଟଣା ପ୍ରମାଣିତ କରିଦେଇଛି , ଯେଉଁଠି ଏକ ଗ୍ୟାସ୍ କର୍ମଚାରୀ ନିଜ ପଇସାରେ ଏକ ଆଶ୍ରିତ ମହିଳାଙ୍କୁ ଗାଡିରେ ୫ ପାଉଣ୍ତ ମାନେ ୪୪୦ ଟଙ୍କାର ତେଲ ଭରିକରି ତାଙ୍କୁ ସାହାଯ୍ୟ କରିଥିଲେ , କହିଦେବୁ କି ଏହି ମାମଲା କେପଟାଉନ୍ ର ଅଟେ । ଯେଉଁଠି ବାହାର ଇଲାକାରେ ସ୍ଥିତ ଏକ ଗ୍ୟାସ ଷ୍ଟେସନରେ ୨୧ ବର୍ଷୀୟ ମୋନେଟ୍ ଭ୍ୟାନ ଡେଭେଣ୍ତର ନାମକ ମହିଳା ନିଜ ଗାଡିରେ ତେଲ ଭରିବାକୁ ଆସିଥିଲେ , କିନ୍ତୁ ଯେବେ ସେ ନିଜ ପର୍ସ ଚେକ୍ କଲେ ତେବେ ତାଙ୍କ ପାଖରେ କ୍ରେଡିଟ୍ କାର୍ଡ , ପର୍ସ କିଛି ନଥିଲା , ସେ ନିଜ କ୍ରେଡିଟ୍ କାର୍ଡ ପଇସା ସବୁ ଘରେ ଛାଡି ଆସିଥିଲେ ।କହିଦେବୁ କି ମୋନେଟ୍ ଆଗକୁ ଯିବାର ଥିଲା , ସେମିତି ସେହି ରାସ୍ତା ଶୁନଶାନ୍ ଥିଲା ,, ଏହା ଛଡା ସେଠାରେ ଡକାୟତି ବି ହେଉଥିଲା , ଏମିତି ସ୍ଥିତିରେ ଗାଡିରେ ତେଲ ଭରିବା ଦରକାର ପଡିଥିଲା , ମୋନେଟ୍ ଙ୍କୁ ଡର ଥିଲା କି ତାଙ୍କ ଗାଡି ରାସ୍ତାରେ ଗଲାବେଳେ ତେଲ ସରିଯାଇପାରେ ,

ଏହି ସବୁ ପରିସ୍ଥିତିକୁ ଦେଖିକରି ସେ ଗ୍ୟାସ୍ କର୍ମଚାରୀ ମବେଲେ ନିଜ ପଇସାରେ ମହିଳାଙ୍କ କାରର ଟାଙ୍କି ତେଲ ଫିଲ କରିଦେଇଥିଲେ,  ଆପଣଙ୍କୁ କହିଦେବୁ କି ମବେଲେ ଏହି କାମକୁ ପୁରା କରିଥିବାରୁ ତାଙ୍କୁ ଦକ୍ଷିଣ ଆଫ୍ରିକାର ଜନସାଧାରଣ ପ୍ରଶଂସା କରୁଛନ୍ତି । ମହିଳା ଏହି କଥାରେ ଖୁସି ହୋଇକରି ମବେଲେ ଙ୍କୁ ପୁରସ୍କୃତ୍ କରିବାପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ସାହାରା ନେଇଥିଲେ,  ଯେଉଁଠି ସେ ପଇସା ଏକାଠି କରିଥିଲେ,  ଓ ଏହି ଅଭିଯାନ ଜରିଆରେ ସେ ମବେଲେଙ୍କୁ ୨୩ ଲକ୍ଷ ଟଙ୍କା ଏକାଠି କରିଥିଲେ,  ଯାହା ମବେଲେଙ୍କ ପାଇଁ ୮ ବର୍ଷର ଦରମା ସହ ସମାନ ଥିଲା,  ଏହି ଏକାଠି କରାଯାଇଥିବା ଧନ ରାଶି ମହିଳା ମବେଲେଙ୍କ ଘରକୁ ଯାଇଥିଲେ , କିନ୍ତୁ ସେ ଏହି ଅଧିକା ଧନ ରାଶି ନେବାକୁ ମନା କରିଦେଇଥିଲେ ।

ମହିଳାଙ୍କ ମୁତାବିକ ସେହି ଗ୍ୟାସ୍ କର୍ମଚାରୀ ମବେଲେ ଙ୍କୁ ସେ କହିଲେ କି ମୋର କାରରେ ତେଲ ଶେଷ ହେବାର ଅଛି , ଓ ମୋ କାରରେ ତେଲ ଭରିବା ବହୁତ ଜରୁରୀ ହୋଇଛି , ସେ ନିଜ କ୍ରେଡିଟ୍ କାର୍ଡ ଓ ପର୍ସ ଘରେ ଛାଡି ଭୁଲ୍ ଯାଇଛନ୍ତି ଆଣିବାକୁ , ମହିଳାଙ୍କ ଏହି କଥା ଶୁଣିକରି ମବେଲେ କହିଲା କି ମ୍ୟାଡାମ୍ ବହୁତ ଶୁନଶାନ୍ ରାସ୍ତା ଅଛି , ଆପଣ ଘରକୁ ଯାଇକରି ପଇସା ଆଣିବା ସମ୍ଭବପର ନୁହେଁ , ଏଥିପାଇଁ ମୁଁ ମୋର ପଇସାରୁ ଆପଣଙ୍କ ଗାଡିରେ ତେଲ ଭରିଦେଉଛି , ମୋତେ କେବେ ପଇସା ଦେଇଦେବେ , ଯେବେ ଏହି ରାସ୍ତାରେ ଯିବେ ।

କହିଦେବୁ କି ମବେଲେଙ୍କ ଦ୍ୱାରା ୪୪୦ ଟଙ୍କା ମୋନେଟ୍ ଙ୍କ କାର୍ ରେ ତେଲ ଭରିବାପରେ ଓ ଫେସବୁକ୍ ରେ ଅଭିଯାନ ଯୋଡିକରି ସାଢେ ୨୩ ଲକ୍ଷ ଟଙ୍କା ନେଇକରି ମହିଳା ଯେବେ ମବେଲେଙ୍କ ଦେବାପାଇଁ ତାଙ୍କ ଘରକୁ ଗଲେ ତେବେ ଏତେ ପଇସା ନେବାକୁ ସେ ମନା କରିଦେଲେ , ତାଙ୍କୁ ଡର ଥିଲା କି ତାଙ୍କର ଏତେ ପଇସା ଚୋରି ନ ହୋଇଯାଉ , ସେ ପଇସା ନେବାକୁ ମନା କରିଦେଲେ , ମହିଳା ଙ୍କୁ ସେ ଅନୁରୋଧ୍ କରିଥିଲେ,  କି ଏତେ ଅଧିକା ପଇସା କ୍ୟାସ୍ ରୁପରେ ନେଇପାରିବେ ନାହିଁ , ତାଙ୍କ ପାଇଁ ସେ ପଇସାରେ ଏକ ଘର ତିଆରି କରିଦିଅନ୍ତୁ , ଓ ତାଙ୍କ ଛୁଆଙ୍କ ଫିସ୍ ବି ବିଲ୍ ଭରିଦିଅନ୍ତୁ ।

ମବେଲେ କହିଲେ କି ମୁଁ ସେଇଆ କଲି ଯାହା ମୋତେ କରିବାର ଦରକାର ଥିଲା , ଏହା ସହ ସେ କହିଲେ କି ଯଦି ମୋର ଜାଗାରେ ଆଉ କିଏ ଥାନ୍ତା ତେବେ ସେ ସେଇଆ ବି କରିଥାନ୍ତା , ମବେଲେଙ୍କ ମାନିବା କଥା କି ଶ୍ରେୟ ଅଶ୍ରେତ କିଛି ନାହିଁ,  ସମସ୍ତଙ୍କୁ ଏକା ସାଙ୍ଗେ ମିଶିକରି ରହିବାର ଅଛି ଏଥିପାଇଁ ଏମିତି ହାଲତରେ ଅଲଗା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି ।

Leave a Reply

Your email address will not be published. Required fields are marked *