December 23, 2024

Odia Express

Leading Odia News Portal of Odisha

ସର୍ତ୍ତ ଲଗାଇନିଅନ୍ତୁ – ଏହି ମଜାଦାର୍ ଜୋକ୍ସ କୁ ପଢିକରି ଆପଣ ନିଜ ହସକୁ ଅଟକାଇପାରିବେ ନାହିଁ – ହସି ହସି ହୋଇଯିବେ ବେଦମ୍ – ନିଶ୍ଚୟ ପଢନ୍ତୁ ଏହି ମଜାଦାର ଜୋକ୍ସ…

ହସ ଏପରି ଏକ ମାଧ୍ୟମ ଯାହା ମଣିଷ ଜୀବନରେ ଏକ ଆନନ୍ଦ ଓ ଖୁସିର ପ୍ରତିକ ହୋଇଥାଏ , କୁହାଯାଏ କି ହସ ଅଗଣିତ ଅକୁହା କଥାକୁ କୁହାଯାଏ , ଯେବେ ଆମେ ହସିଥାଉ ତେବେ କେବଳ ଆମର ଦୁଇଟି ମାଂସପେଶୀ ବ୍ୟବହାର ହୋଇଥାଏ ଏହାର ବିପରୀତ ରାଗ କରିଲେ ୩୨ ଟି ମାଂସପେଶୀ କାମ କରିଥାଏ,  ଏକ ହସରେ ମାନସିକ ଚିନ୍ତା ରୁ ମୁକ୍ତି ପାଇବାପଇଁ ବହୁତ ସାହାଯ୍ୟ କରେ ।ତେବେ ଚାଲନ୍ତୁ ଆଜି ଏପରି କିଛି ହସ କଥା ପଢିବା | ତେବେ ଆପଣଙ୍କୁ ଯଦି ଏହି ହସକଥା ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଓ ସମସ୍ତଙ୍କ ମନରେ ଟିକେ ହସ ଫୁଟେଇ ଦିୟନ୍ତୁ

୧)ବୋହୁ କାନ୍ଦି କାନ୍ଦି ଯାଉଥିଲେ ତେବେ ଶାଶୁ ଡାକିଲେ ପଚାରିଲେ କଣ ପାଇଁ କାନ୍ଦୁଛ ଝିଅ ? ବୋହୁ : କଣ ମୁଁ ରାକ୍ଷସୀ ପରି ଦିଶୁଛି କି ? ଶାଶୁ : ନା ବିଲକୁଲ୍ ନୁହେଁ । ବୋହୁ : କଣ ମୋର ଆଖି ବେଙ୍ଗ ପରି ବଡ ବଡ ଅଟେ । ଶାଶୁ : ନାହିଁ ତ  ବୋହୁ : କଣ ମୋର ମଇଁଷି ପରି ମୋଟା ଓ କଳା ଅଟେ କି ? ଶାଶୁ : ନା ଝିଅ ଏହି ସବୁ କିଏ କହୁଛି ତୁମକୁ । ବୋହୁ : ତେବେ ଏହି ସବୁ କଥା ଆଖପାଖ ଲୋକ କଣ ପାଇଁ କହୁଛନ୍ତି କି ତୁ ନିଜ ଶାଶୁ ପରି ଦେଖାଯାଉଛୁ । ଶାଶୁ ଶୁଣି ବେହୋସ୍

୨) ଶିକ୍ଷକ : ଏକ ବାକ୍ୟଗଠନର ଅର୍ଥ କୁହ ? ସାପର ଲାଞ୍ଜରେ ପାଦ ଦେବା । ଛାତ୍ର : ସ୍ତ୍ରୀ କୁ ନିଜ ବାପଘର ଯିବାରୁ ରୋକିବା । ଶିକ୍ଷକ ଏବେ ବୁଝିପାରୁନାହାନ୍ତି କି ଏହି ପିଲାକୁ କ୍ଲାସ୍ ରୁ ବାହାରକୁ କରିବେ କିମ୍ବା ଶ୍ରେଣୀର ମନିଟର୍ କରିବେ ।

୩) ପପୁ : ଚନ୍ଦ୍ର ପୃଷ୍ଠକୁ ଯିବାପାଇଁ ଫଇସଲା କଲା , ଅଧା ରାସ୍ତାରେ ଯାଈକରି ପପୁ ରକେଟ୍ ରୁ ଡେଇଁପଡିଲା , ଓ ଚିତ୍କାର କଲା ଏରେ ଆଜି ତ ଅମାବ୍ୟାସା ଅଛି ଚନ୍ଦ୍ରର ଆସିବେ ନାହିଁ ।

୪) ପୁଅ : ତୁମେ ଝିଅମାନେ ଏତେ ସୁନ୍ଦରୀ କଣ ପାଇଁ ହୋଇଥାଅ ?

ଝିଅ : କାରଣ ଭଗବାନ ଆମକୁ ନିଜ ହାତରେ ବନାଇଛନ୍ତି । ପୁଅ : କହୁଛ ତ ଏମିତି ଯେମିତି ଆମକୁ ଭଡାଟିଆ ମୁଲିଆ କରି ସେ ପଠାଇଛନ୍ତି ।

୫) ପୁଅ ; ମୁଁ ତୁମକୁ ବହୁତ ଭଲ ପାଉଛି , ଝିଅ : କଣ ତୁମେ ମୋର ପାଇଁ ମଦ ଛାଡିପାରିବ ? ପୁଅ : ହଁ ହଁ ବିଲକୁଲ୍ ଛାଡିଦେବି , ଝିଅ : ତେବେ ଏଠାରୁ ପଳା ସାଙ୍ଗେ ସାଙ୍ଗେ  ଯିଏ ମଦ ଛାଡିଦେବ କାଲି ଦରକାର ପଡିଲେ ମୋତେ ବି ଛାଡି ପଳେଇବ ।

୬) ସ୍ତ୍ରୀ : ଫୋନ୍ ରେ ଏତେ କମ୍ ଆବାଜ୍ ରେ କାହା ସହ କଥା ହେଉଛ ॥ ହର୍ଷ : ଭଉଣୀ ସହ । ସ୍ତ୍ରୀ  ତେବେ ଏତେ କମ୍ ଆବାଜ୍ ର୍ କଣ ପାଇଁ ? ହର୍ଷ : ତୁମ ଭଉଣୀ ସେ ସେଥି ପାଇଁ ।

୭) ପ୍ରଥମ ସାଙ୍ଗ ; ସାଙ୍ଗ ମୋର ସ୍ତ୍ରୀ ରାଗୁଛି , ଦ୍ୱିତିୟ ସାଙ୍ଗ ; ମୋର ବି ଆଗରୁ କରୁଥିଲା ଏବେ କରୁନି । ପ୍ରଥମ ସାଙ୍ଗ : ତୁମେ କଣ ଚିକିତ୍ସା କରାଇଲ । ଦ୍ୱିତୀୟ ସାଙ୍ଗ : ଦିନେ ସେ ରାଗରେ ଥିଲା , ମୁଁ କହିଦେଲି କି ବୁଢାପାରେ ବି ରାଗ ଆସିଯାଏ । ଖାଲି ସେହି ଦିନରୁ ଆଜି ଦିନ ଅଟେ , କେବେ ବି ଅଧିକା ଆବାଜ୍ ରେ କଥା କହୁନି ।

୭)ଗୋଟେ ଝିଅ ବୁର୍ଖା ପିନ୍ଧିକରି ନିଜ ସ୍କୁଟିରେ ଯାଉଥିଲା । ଅସଲମ ଭାଇ ମୋଟରସାଇକେଲ୍ ସେଇ ରାସ୍ତାରେ ଯାଉଥିଲେ ଓ ସେହି ଝିଅକୁ ଦେଖି କହିଲେ ଟିକେ ତ ତୋର ସୁନ୍ଦର ଚେହେରା ଦେଖାଇ ଦେ । ଝିଅ : ବାପା ମୁଁ ସଲମା ।

୮) ଏକ ସର୍ଭେ ଅନୁସାରେ : ଆଜି ବି ଆମ ଦେଶରେ ତୁ ପ୍ୟାର୍ ହୈ କିସି ଔର କା ତୁଝେ ଚାହତା କୋଇ ଔର୍ ହୈ । ଏହି ଗୀତ ବାଜିଲେ ୧୦ ରୁ ୮ ଜଣ ପୁଅ ଇମୋସନାଲ୍ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *