IAS ପରୀକ୍ଷାର ଏପରି ଚତୁର ପ୍ରଶ୍ନ: ମଣିଷ ଶରୀରର ଏପରି କେଉଁ ଅଙ୍ଗ ଅଛି ଯାହା କେବେ ନଷ୍ଟ ହେଇ ନଥାଏ ? ଝିଅଟି ଦେଲା ଏଭଳି ଚମତ୍କାର ଉତ୍ତର – ଉତ୍ତର ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ…
ଯଦି କିଏ ପ୍ରତିଯୋଗିତା ପରୀକ୍ଷାରେ ଭାଗ ନିଏ ତେବେ ଅଧିକାଂଶ ଏହି ପରୀକ୍ଷାରେ ଜେନେରାଲ୍ ନଲେଜ୍ ମାନେ ସାଧାରଣ ଜ୍ଞାନ ସଂବନ୍ଧିତ ପ୍ରଶ୍ନଗୁଡିକ କରାଯାଏ , ଏହି ପ୍ରଶ୍ନ ଦେଖିଲେ ବହୁତ ସହଜ ହୋଇଥାଏ , କିନ୍ତୁ ଏହାର ଉତ୍ତର ଦେଇପାରିବା କଠିନ ହୋଇଥାଏ , କାରଣ ଏହି ସାମାନ୍ୟ ପ୍ରଶ୍ନ ବହୁତ ଲୋକଙ୍କୁ ଜଣାନଥାଏ, ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏପରି ରୋଚକ ସାଧାରଣ ଜ୍ଞାନ ସଂବନ୍ଧିତ ପ୍ରତିଯୋଗିତା ପରୀକ୍ଷାର ପ୍ରଶ୍ନ ପଚାରିବୁ , ଯାହା ଯଦି ସକ୍ଷମ ହୋଇପାରିବେ ଉତ୍ତର ଦେବାପାଇଁ ତେବେ ଭବିଷ୍ୟତରେ କେବେ ନା କେବେ ଆଗକୁ ସଫଳତା ପାଇପାରିବେ , ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ଆହୁରି ତେଜ୍ ହୋଇଯିବ । ଆସନ୍ତୁ ନଜର୍ ପକାଇବା ସେହି ପ୍ରଶ୍ନଗୁଡିକ ଉପରେ ।
ପ୍ରଶ୍ନ ୧ : କଣ ଆପଣ ଜାଣିଛନ୍ତି ପଣ୍ତିତ ରବିଶଙ୍କର ଙ୍କ ସଂବନ୍ଧ କେଉଁ ବାଦ୍ୟ ଯନ୍ତ୍ରରୁ ଅଛି ?
ଉତ୍ତର : ପଣ୍ତିତ ରବିଶଙ୍କରଙ୍କ ସଂବନ୍ଧ ସିତାର ବାଦ୍ୟଯନ୍ତ୍ର ସହ ଅଛି ।
ପ୍ରଶ୍ନ ୨ : କଣ ଆପଣ ଜାଣିଛନ୍ତି ପେନାଲିଟୀ କର୍ଣ୍ଣର୍ ସଂବନ୍ଧ କେଉଁ ଖେଳ ସହ ହୋଇଥାଏ , ?
ଉତ୍ତର : ପେନାଲିଟି କର୍ଣ୍ଣର ହକି ସହ ସଂବନ୍ଧ ରଖେ ।
ପ୍ରଶ୍ନ ୩ : କଣ ଆପଣ ଜାଣିଛନ୍ତି ଉତ୍ତର ଭାରତରେ ଶୀତ ଦିନରେ ବର୍ଷା ହେବାର କାରଣ କଣ ?
ଉତ୍ତର : ଉତ୍ତର ଭାରତରେ ଶୀତ ଦିନରେ ବର୍ଷା ହେବାର କାରଣ୍ ହେଲା ପଶ୍ଚିମ ବିକ୍ଷୋମ ଅଟେ ।
ପ୍ରଶ୍ନ ୪ : କଣ ଆପଣ ଜାଣିଛନ୍ତି ଦେବଧର ଟ୍ରଫି କେଉଁ ସଂବନ୍ଧିତ ଖେଳରୁ ଅଛି ?
ଉତ୍ତର : ଦେବଧର ଟ୍ରଫି କ୍ରିକେଟ୍ ଖେଳ ସଂବନ୍ଧିତ ଅଟେ ।
ପ୍ରଶ୍ନ ୫ : କଣ ଆପଣ ଜାଣିଛନ୍ତି ରୁଷ୍ ର କେଉଂ ମୁଦ୍ରା ପ୍ରଚଳିତ ଅଛି ?
ଉତ୍ତର : ରୁଷ୍ ର ମୁଦ୍ରା ରୁବେଲ୍ ଅଟେ
ପ୍ରଶ୍ନ ୬ : କଣ ଆପଣ ଜାଣିଛନ୍ତି ଜୈନ ଧର୍ମରେ ପ୍ରଥମ ତୀର୍ଥକର କିଏ ଥିଲେ ?
ଉତ୍ତର : ଜୈନ ଧର୍ମରେ ପ୍ରଥମ ତୀର୍ଥକର ରୁଷଭଦେବ ଥିଲେ ।
ପ୍ରଶ୍ନ ୭ : କଣ ଆପଣ ଜାଣିଛନ୍ତି ଗୌତମ ବୁଦ୍ଧଙ୍କ ଜନ୍ମ କେଉଁଠି ହୋଇଥିଲା ?
ଉତ୍ତର : ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥାନ ଲୁମ୍ବିନୀରେ ହୋଇଥିଲା, ଯାହାକି ନେପାଳରେ ଅବସ୍ଥିତ ।
ପ୍ରଶ୍ନ ୮ : କଣ ଆପଣ ଜାଣିଛନ୍ତି ଭଗବାନ ମହାବୀର ଜୈନଙ୍କ ଧର୍ମ କେତେ ତମ ତୀର୍ଥକର ଥିଲେ ?
ଉତ୍ତର : ଭଗବାନ ମହାବୀର ଜୈନଙ୍କ ଧର୍ମ ୨୪ ତମ ତୀର୍ଥକର ଥିଲେ ।
ପ୍ରଶ୍ନ ୯ : କଣ ଆପଣ ଜାଣିଛନ୍ତି ଭାରତରେ ଏମିତି କେଉଁ ଜାଗା ବା ସ୍ଥାନ ଅଛି ଯାହାର ନାଁ ପାକିସ୍ଥାନ ଅଟେ ?
ଉତ୍ତର : ଭାରତରେ ବିହାରର ଉତ୍ତର ପୁର୍ବରେ ସ୍ଥିତ ପୁର୍ଣ୍ଣିଆ ଜିଲ୍ଲାରୁ ୩୦ କିମି ଦୁରରେଏକ ଗାଁ ଅଛି , ଯାହାର ନାଁ ପାକିସ୍ଥାନ ଅଟେ । ସେଠାରେ ୨୫୦ ରୁ ଅଧିକା ଲୋକ ବାସ କରନ୍ତି , ଓ ୧୦୦ ରୁ ଅଧିକା ମତଦାତା ଅଛନ୍ତି ।
ପ୍ରଶ୍ନ – ମଣିଷର ଏପରି କେଉଁ ଅଙ୍ଗ ଅଛି ଯାହା କେବେ ନଷ୍ଟ ହେଇ ନଥାଏ
ଉତ୍ତର – ନଖ ( ଏହା କେବେ ନଷ୍ଟ ହେଇ ନଥାଏ )