ରାସ୍ତାରେ ଗଲା ବେଳେ ଏଭଳି ସ୍ତ୍ରୀ ଲୋକ ଦେଖା ହୋଇଯାଏ ତେବେ ବୁଝି ଯିବେ କି ଆପଣଙ୍କ ଶୋଇ ଥିବା ଭାଗ୍ୟ ଏବେ ଚମକିବ..
ଆମ ଭାରତୀୟ ସମାଜରେ ଶୁଭ ଓ ଅଶୁଭ କଥା ବହୁତ ଧ୍ୟାନ ଦିଆଯାଏ , କେଉଁ କାମର ଆରମ୍ଭ କରିବା ପାଈଁ ଶୁଭ ମୂହୂର୍ତ୍ତ ବାହାର କରାଯାଏ , ଏହା ସଠିକ୍ ସମୟ , ତାରିଖ ,ଦିନ , ଦିଗ ଇତ୍ୟାଦି ନିର୍ଦ୍ଧାରଣ କରି କରାଯାଏ । ଏହା ଛଡା ଯଦି ଘରୁ କିଏ ବାହାରିଥାଏ ତେବେ ସମୟର ପୂର୍ବରୁ ଘଟିବାକୁ ଥିବା ସବୁ କଥାକୁ ଧ୍ୟାନରେ ରଖାଯାଏ । ଯଦି କେଉଁ ବ୍ୟକ୍ତି ଉପରେ କେଉଁ କାମ ବାହାରିଥାଏ ତେବେ ସେହି ସମୟରେ କିଏ ପଛରୁ ଡାକିଦିଏ ତେବେ ତାହା ଅଶୁଭ ମାନିଥାଉ । ଓ ଭାବିଥାଉ କି ସେହି ଲୋକ ପଚାରିକରି କାମରେ ବାଧା ଉତ୍ପନ୍ନ କରିଛି , ଏହା ଛଡା ଯଦି ଘରୁ ବାହାରୁଥିବା ବେଲେ କେଉଁ ବିଲେଇ ରାସ୍ତା ଅତିକ୍ରମ କରେ ତେବେ ଆମେ ମାନେ ତାକୁ ଅଶୁଭ ବୋଲି ବୁଝିଥାଉ ।
ଏବେ ଆମେ ଘରୁ ବାହାରିବା ବେଳେ ଘଟଣାକୁ ପରିଲିକ୍ଷିତ କରି ଜାଣି ପାରିବା କି ତାହା ସଫଳ ହେବ କି ଅସଫଳ ହେବ , ଏମିତିରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଲକ୍ଷଣଗୁଡିକ ବିଷୟରେ ଆଲୋଚନା କରିବୁ , ଯାହା ଭଲ କାର୍ଯ୍ୟ କଲାବେଳେ ଘଟିଥାଏ , ଓ ଶୁଭ ବୋଲି ମାନିଥାନ୍ତି । ଆପଣଙ୍କ ଘରେ କେଉଁ ଶୁଭ କାର୍ଯ୍ୟ ପାଇଁ ବାହାରିଛନ୍ତି ତେବେ ସ୍ତ୍ରୀଲୋକଙ୍କୁ ଦେଖିଲେ ତେବେ ଏହା ଆପଣଙ୍କ ପାଇଁ ଶୁଭ ପ୍ରଦ ହେବ , କାରଣ କନ୍ୟାଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ଆବାସ ହୋଇଥାଏ ।
୧) ଯଦି କେଉଁ ଭଲ କାର୍ଯ୍ୟ ପାଇଁ ଆପଣ ବାହାରକୁ ବାହାରିଛନ୍ତି ଓ ରାସ୍ତାରେ କେଉଁ ଗର୍ଭବତୀ ସ୍ତ୍ରୀ ଦେଖିଲେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଦେଲା ଭଳି ହୋଇଥାଏ , ଏମିତି କାର୍ଯ୍ୟରେ ସଂପୂର୍ଣ୍ଣ ଭାବେ ସଫଳ ହେବାର ଆଶା ହୋଇଥାଏ ।
୨) ଯଦି ଆପଣଙ୍କ ଝିଅ ପାଇଁ ବର ଖୋଜୁଛନ୍ତି ଓ ରାସ୍ତାରେ ଚାରୋଟି ଅବିବାହିତ ଝିଅମାନେ କଥାବାର୍ତ୍ତା କରୁଥିବାର ନଜର ଆସିଯିବ ତେବେ ଏହା ଶୁଭ ସଙ୍କେତ ହୋଇଥାଏ , ଅର୍ଥାତ୍ ଏହା ଆପଣଙ୍କ ଝିଅପାଇଁ ବର ନିଶ୍ଚିତ ଭାବେ ମିଳିପାରିବ , ଏଥିରେ ବହୁତ ସାରା ଶୁଭ ଓ ଅଶୁଭ ସଙ୍କେତ ହୋଇଥାଏ , ଯେଉଁଥିରୁ ଅନୁମାନ ଲଗାଯାଇପାରେ କି ଆପଣଙ୍କ କାମ ସଫଳ ହେବାର ସମ୍ଭାବନା କେତେ ପରିମାଣର ଅଛି ।
୩) ଶକୁନି ଶାସ୍ତ୍ର ଅନୁସାରେ ଯଦି କେଉଁ କାର୍ଯ୍ୟ ପାଇଁ ଆପଣ ଘରୁ ବାହାରିଛନ୍ତି ଓ ଆପଣଙ୍କୁ ରାସ୍ତାରେ କେଉଁ ସ୍ତ୍ରୀ ଲୋକ ଗରାରେ ପାଣି ନେଇଯାଉଥିବାର ନଜର ଆସେ ତେବେ ଏହା ଆପଣଙ୍କ ପାଇଁ ଶୁଭ ବେଳା ହୋଇପାରେ , ଏହା ଦ୍ୱାରା କାମ କରିବାର ଶୁଭ ବେଳା ବୋଲି ଗଣନା ହୁଏ ।
୪) ଯଦି ଆପଣ କେଉଁ ଶୁଭ କାର୍ଯ୍ୟପାଇଁ ବାହାରକୁ ବାହାରିଛନ୍ତି ଓ ଆପଣଙ୍କୁ କେଉଁ ବ୍ୟକ୍ତି ଗୁଡ ନେଇକରିଯାଉଥିବାର ନଜର ଆସେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ନିଶ୍ଚିତ ଭାବେ ଶୁଭ ଫଳ ଦେବ ।
୫) ଯଦି ଆପଣ କେଉଁ ବିବାହିତ ସ୍ତ୍ରୀ ଷୋଳ ସିଙ୍ଗାର କରି ନଜର ଆସିଥାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ , କାରଣ ସ୍ତ୍ରୀ ମାନେ ଲକ୍ଷ୍ମୀଙ୍କର ସ୍ୱରୁପ ବୋଲି ମାନିଥାନ୍ତି , ଓ ଏହା କାର୍ଯ୍ୟରେ ନିଶ୍ଚିତ ଭାବେ ସଫଳତା ଆଣିଥାଏ ।