December 23, 2024

Odia Express

Leading Odia News Portal of Odisha

ସେଣ୍ଟ୍ରାଲ୍ କନଣ୍ଟ୍ରାକ୍ଟ ରୁ ବାହାରିବାପରେ କ୍ୟାପଟେନ୍ କୁଲ୍ ଧୋନୀ ଶାନ୍ତିରେ ବିସିସିଆଇ କୁ ଦେଲେ ଏପରି ଜବାବ୍ , ଆରମ୍ଭ କରିଲେ ଅଭ୍ୟାସ ଆଉ ଏବେ ପୁଣି ..

ବିସିସିଆଇ ଆଜି ନିଜର ବାର୍ଷୀକ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଜାରି କରିଦେଇଛନ୍ତି , ଯେଉଁଥିରେ ପୂର୍ବତନ ଦିଗଜ୍ ଅଧିନାୟକ ଓ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ଟିମ୍ ରେ ଜାଗା ମିଳିପାରିନାହିଁ , ଯାହାପରେ ଏବେ ଧୋନୀ କ୍ରିକେଟ୍ ବୋର୍ଡକୁ ଜବାବ୍ ଦେବାର ଫଇସଲା କରିଛନ୍ତି , କଣ୍ଟ୍ରାକ୍ଟ ରୁ ବାହାର ହେବାପରେ ମହେନ୍ଦ୍ର ସିଂ ଧୋନୀ ଆଜି ଟିମ୍ ସହ ଅଭ୍ୟାସ କରିଥିଲେ । ଆଜି ଭାରତୀୟ ଟିମ୍ ସହ ଯୋଡିହୋଇଥିବା ବିସିସିଆଇ ଏକ ବଡ ଖବର ଜାରି କରିଛନ୍ତି , ଯେଉଁଥିରେ ସେହି ୨୭ ଜଣ ଖେଳାଳୀଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟର ଭାଗିଦାରି କରାଯାଇଥିଲା,  କିନ୍ତୁ ସେହି ଦିଗଜ୍ ମହେନ୍ଦ୍ର ସିଂ ଧୋନୀ ନାଁ ସାମିଲ୍ ନଥିଲା , ଯାହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା

ଏବେ ତାହା ପରେ ସେ ଭାରତୀୟ କ୍ରିକେଟ୍ ବୋର୍ଡକୁ ଏକ ବଡ ଜବାବ୍ ଦେଇକରି ରାଞ୍ଚିର ଝାଡଖନ୍ତ ଟିମ୍ ସହ ଅଭ୍ୟାସ କରିଥିଲେ , ଯେଉଁଠି ଧୋନୀ ବ୍ୟାଟିଙ୍ଗ୍ କରି ନିଜ ବହୁତ ସମୟ ବିତାଇବାର୍ ନଜର ଆସିଥିଲେ , ଏବେ ଝାଡଖଣ୍ତ ଟିମ୍ ରଣଜୀ ମ୍ୟାଚ୍ ଖେଳିବ , ଯାହାର କାରଣରୁ ପୁରା ଟିମ୍ ରାଞ୍ଚିର ମଇଦାନରେ ଅଭ୍ୟାସ କରୁଥିବାର ନଜର ଆସିଥିଲା , ଯାହାପରେ ଦିଗଜ୍ ଧୋନୀ ତାଙ୍କ ସହ ଯୋଡିହେବାର ଫଇସଲା କଲେ , ନ୍ୟୁଜିଲାଣ୍ତ ବିପକ୍ଷରେ ସେମିଫାଇନାଲ୍ ବିଶ୍ୱକପ୍ ମ୍ୟାଚ୍ ଖେଳିବାପରେ ଧୋନୀ ବେଶୀ କ୍ରିକେଟ୍ ଖେଳିନାହାନ୍ତି , ଏହି ଖେଳାଳୀ ତାଙ୍କର ନେଟ୍ସରେ ବହୁତ ଅଧିକା ସମୟ ବି ଅତିବାହିତ ହୋଇନି ,

ଏଇ ଲମ୍ବା ଅନ୍ତରାଳରେ ମହେନ୍ଦ୍ର ସିଂ ଧୋନୀ ଦ୍ୱିତୀୟଥର ଅଭ୍ୟାସ କରୁଥିବାର ନଜର ଆସିଛନ୍ତି , ଟିମ୍ ସହ ଏହି ପରି ଯୋଡି ହେବା ଝାଡଖଣ୍ତ ଟିମ୍ ମ୍ୟାନେଜମେଣ୍ଟ ଏକ ସଦସ୍ୟ ପିଟିଆଇ ଙ୍କ ସହ କଥାବାର୍ତ୍ତାରେ କହିଲେ କି ଆମକୁ ଜଣାନଥିଲା କି ସେ ଆମ ସହ ଅଭ୍ୟାସ କରିବାପାଇଁ ଆସିଛନ୍ତି , ଏହା ବହୁତ ସୁଖଦ ଓ ଆଶ୍ଚର୍ଯ୍ୟଜନକ ଥିଲା,  ସେ କିଛି ସମୟ ବ୍ୟାଟିଙ୍ଗ୍ କରିଥିଲେ ,

ଟିମ୍ ରେ ସେମିତି ଧୋନୀଙ୍କ ଆଉଥରେ ଆସିବାର କିଛି ଖବର ନାହିଁ  , କିନ୍ତୁ ଆଇପିଏଲ୍ ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଟିମ୍ ରେ ଅଧିନାୟକତ୍ୱ କରୁଥିବାରନଜର ଆସିବେ ,ମହେନ୍ଦ୍ର ସିଂ ଧୋନୀ , ଯେଉଁଠି ଗତ ଦୁଇ ସିଜିନ୍ ତାଙ୍କ ଟିମ୍ ବହୁତ ଅଧିକା ସଫଳତା ହାସିଲ୍ କରିଛି , ଯାହାର କାରଣରୁ ଫ୍ୟାନ୍ସ ଙ୍କୁ ଆଇପିଏଲ୍ ୨୦୨୦ ରେ ଟିମ୍ ଓ ଧୋନୀ ଦୁହେଁଙ୍କୁ ଅଧିକା ଆଶା ଅଛି ।

Leave a Reply

Your email address will not be published. Required fields are marked *