December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଦିମାଗ ଦୁର୍ବଳତାରୁ ବଞ୍ଚିବାକୁ ଚାହୁଁଛ , ତେବେ ଏହି କଥାକୁ ଅବଶ୍ୟ ରଖନ୍ତୁ ଧ୍ୟାନ..

ମସ୍ତିଷ୍କ ମଣିଷ ଶରୀରର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗହୋଇଥାଏ , ଏହା ସେହି ଅଙ୍ଗ ଅଟେ ଯାହା ଆମର ଶରୀରକୁ ବହୁତ ନିୟନ୍ତ୍ରଣ୍ କରିଥାଏ , ଏହା ଶରୀରର ସବୁ କାର୍ଯ୍ୟକୁ କରାଈଥାଏ , ଓ ବହୁତ ଥର ଶୁଣିଥିବେ କି ଖାଈଲେ ଦିମାଗ ତେଜ୍ ହୋଇଥାଏ , ଓ ବହୁତ ଲୋକ ଏପରି ଜିନିଷଗୁଡିକ ଖାଇଥିବେ , ଓ ଦିମାଗ ତେଜ୍ କରିବାପାଇଁ ଚେଷ୍ଟା ବି କରିଥିବେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଖାଇବାରେ ଏମିତି  ବହୁତ ଜିନିଷ ଅଛି ଯାହା ଦିମାଗ ଦୂର୍ବଳ କରିଦେଇଥାଏ , ଯଦି ଆପଣ ଏହି ଜିନିଷକୁ ଅଧିକା ବ୍ୟବହାର କରିବେ ତେବେ ଦିମାଗ ଦୁର୍ବଲ ହୋଇପାରେ,  ଆସନ୍ତୁ ଜାଣିବା କେଉଁ ସେ ଜିନିଷ ଅଛି ଯାହାର ସେବନ ଦିମାଗ ରୋଗାକ୍ରନ୍ତ କିମ୍ବା ଦୁର୍ବଳ ହୋଇପାରେ ।

୧) ଅତ୍ୟାଧିକ ମିଷ୍ଟାନ ସେବନ : ମିଠା ଖାଇବାକୁ କାହାର ପସନ୍ଦ ବା ନଲାଗେ , ଅଧିକାଂଶ ଲୋକେ ଏହାକୁ ପସନ୍ଦ କରନ୍ତି , ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ମିଠା ଖାଇବାକୁ ପସନ୍ଦ କରନ୍ତି ନାହିଁ । ମିଠା ଖାଇଲେ ଦିମାଗ ଦୁର୍ବଳ ହୋଇଯାଏ , କାରଣ ଏହା ସ୍ମରଣ ଶକ୍ତି ସହ ଶରୀରର ଶକ୍ତି ବା ଉର୍ଜାକୁ କମ୍ କରିଦିଏ , ଯାହାକୁ ଖାଇବାରେ ଫ୍ରକ୍ଟୋସ୍ ବହୁତ ମିଳିଥାଏ , ସେହି ପ୍ରକାରର ଜୀନିଷର ସେବନ କରିବାରେ ବଞ୍ଚିବା ଦରକାର ।

୨) ଜଙ୍କ୍ ଫୁଡ୍  ଆଜି କାଲି ଦେଖାଯାଇଛି କି ଲୋକେ ଖାଦ୍ୟ କମ୍ ଖାଆନ୍ତି , ଓ ବାହାର ଜିନିଷ ଯେପରି ଚାଓମିନ୍ , ପିଜ୍ଜା , ବର୍ଗର , ଆଦି ଜିନିଷ ସେବନ ଅଧିକା କରିବାକୁ ଲାଗିଛି । ଏହି ସବୁ ଖାଇକରି ପେଟ ଭରିନେଇଥାଉ , କଣ ଆପଣଙ୍କୁ ଜଣା ଅଛି କି ଶୋଧର ସମୟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ଫଳାଫଳ ଆସିଲା , ଯାହା ଲୋକେ ଜଙ୍କ୍ ଫୁଡ୍ ବ୍ୟବହାର ଅଧିକା କରିଥାନ୍ତି । ତାର ଦିମାଗ ହର୍ମୋନ୍ ପୁରା ବଦଳିଯାଇଥାଏ , ଓ ଚିନ୍ତା ଭୟ ଅଧିକା ହୋଇଯାଏ , ମଣିଷର ଦିମାଗକୁ ତନ୍ଦୁରୁସ୍ତ କରିବାପାଇଁ ଡେପୋମାଇନ୍ ପୁରା ରହିବା ଜରୁରୀ , ଏହି କାମର ମାତ୍ରା ହେବାର ଅଧିକା ଯୋଗୁଁ ଦିମାଗ ଦୁର୍ବଳ ହୋଇଯାଏ।

୩) ତେଲଯୁକ୍ତ ଖାଦ୍ୟ ; ମଣିଷ ପକୋଡା ଖାଇବାର ବହୁତ ସୌକିନ୍ ହୋଇଥାଏ , ଓ ତେଲରେ ଭଜା କିମ୍ବା ଛଣା ହୋଇଥିବା ଜିନିଅ ବହୁତ ଖାଇଲେ ଦିମାଗ ଦୁର୍ବଳ ହୋଈଯାଏ , ଓ ଏହା ନର୍ଭ ସେଲ୍ସକୁ ବି ଶେଷ କରିଦିଏ , ଓ ଗୋଟେ ସମୟ ପରେ ଏହାର ଅଭାବରୁ ଦିମାଗ ଦୁର୍ବଳ ହୋଇଯାଏ ।

Leave a Reply

Your email address will not be published. Required fields are marked *