December 23, 2024

Odia Express

Leading Odia News Portal of Odisha

ଭାରତର ଏହି ହୋଟେଲ୍ ରେ ମହେନ୍ଦ୍ର ସିଂ ଧୋନୀଙ୍କ ଫ୍ୟାନ୍ସ ଫ୍ରିରେ ଖାଇପାରିବେ – ସମ୍ପୂର୍ଣ୍ଣ ମାଗଣାରେ ମିଳିବ – ଦେଖନ୍ତୁ କେଉଁ ଜାଗା..

ଯଦି ଆପଣଙ୍କୁ କ୍ରିକେଟ୍ ଦେଖିବାକୁ ଭଲ ଲାଗେ , ଓ ଆପଣ ଭାରତୀୟ କ୍ରିକେଟ୍ ଟିମ୍ ର ୱିକେଟ୍ କିପର ଓ ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫ୍ୟାନ୍ ଅଟନ୍ତି ତେବେ ଆପଣଙ୍କୁ ପଶ୍ଚିମ ବଙ୍ଗଲାର ଅଲ୍ଲୀପୁରଦ୍ୱାର ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟରେ ବିଲକୁଲ୍ ମାଗଣାରେ ଖାଇବାକୁ ଦେବ , ବିଶ୍ୱାସ ହେଉନି ନା , ଦୁନିଆଁ ସାରା ଧୋନୀଙ୍କ ଏତେ ଅଧିକା ଫ୍ୟାନ୍ସ ଅଛନ୍ତି , ଯିଏକି ଧୋନୀଙ୍କୁ ଜୀବନରେ ବଳିକରି ଭଲ ପାଆନ୍ତି , ଏହି ପରି ଭାରତୀୟ କ୍ରିକେଟିୟର୍ ମହେନ୍ଦ୍ର ସିଂ ଧୋନୀଙ୍କ ୩୨ ବର୍ଷୀୟ ଜବରା ଫ୍ୟାଣ୍ ଶମ୍ଭୁ ପଶ୍ଚିମ ବଙ୍ଗଲାରେ ଅଲ୍ଲୀପୁରଦ୍ୱାର ଜିଲ୍ଲାରେ ଏକ ହୋଟେଲ୍ ଚଲାନ୍ତି । ଯାହାଙ୍କ ନାଁ ଏମ୍ ଏସ୍ ଧୋନୀ ରେଷ୍ଟୁରାଣ୍ଟ ଅଟେ,  ଏହି ରେଷ୍ଟୁରାଣ୍ଟରେ ଖାସ୍ କଥା ଏହା କି ଏଠାରେ ଧୋନୀଙ୍କ ଫ୍ୟାନ୍ସଙ୍କୁ ମାଗଣା ଖାଦ୍ୟ ଦିଆଯାଏ , ଏମିତିରେ ଯଦି ଆପଣ ବି କେବେ ଧୋନୀଙ୍କ ଫ୍ୟାନ୍ ହୋଇଥିବ ତେବେ ଏହି ରେଷ୍ଟୁରାଣ୍ଟ ଯାଇକରି ମାଗଣାରେ ଖାଇପାରିବେ ।

ସେମିତି ଶମ୍ଭୁ କହିଲେ କି ଏଇ ଦୁର୍ଗା ପୁଜାକୁ ଆମେ ୨ ବର୍ଷ ପୁରଣ କରିଦେବୁ , ଏଠାରେ ପ୍ରତ୍ୟେକ ବ୍ୟକ୍ତି ଏହି ଜାଗାକୁ ଜାଣିଛି , ଲୋକେ ଏଠାରେ ଲୋକ ଭୋଜନ୍ ପାଇଁ ଆସନ୍ତି , ଆପଣ କାହାକୁ ବି ଧୋନୀଙ୍କ ହୋଟେଲ୍ ବିଷୟରେ ପଚାରିଲେ ସେ ଆପଣଙ୍କୁ ଏଠାକୁ ନେଇଆସିବ , ତାଙ୍କୁ ଯେବେ ଧୋନୀଙ୍କ ପ୍ରତି ଅହେତୁକ ଭଲ ପାଇବା କଥା ପଚାରାଗଲା ସେ କହିଲେ କି ତାଙ୍କ ପରି କେହି ନାହାନ୍ତି , ଯେବେ ସେ ଛୁଆ ଥିଲେ , ତେବେ ଠାରୁ ତାଙ୍କୁ ମୁଁ ବହୁତ୍ ପସନ୍ଦ କରୁଛି , ଯାହା କାରଣରୁ ସେ କ୍ରିକେଟ୍ ଖେଳୁଛନ୍ତି , ତାଙ୍କୁ ମାଲୁମ୍ ହୋଇଥାଏ କି ଲେଜେଣ୍ଟ କିପରି ବାହାରନ୍ତି , ସେ ମୋର ପାଇଁ ଏକ ପ୍ରେରଣାର ଉତ୍ସ ଅଟନ୍ତି ।

କହିଦେବୁ କି ଏହି ରେଷ୍ଟୁରାଣ୍ଟରେ ବଙ୍ଗାଳି ଖାଦ୍ୟ ମିଳିଥାଏ , ଏହା ସହ ଆପଣଙ୍କୁ ରେଷ୍ଟୁରାଣ୍ଟରେ ସବୁ କୋଣରେ ଧୋନୀଙ୍କ ଅଲଗା ଅଲଗା ଅନ୍ଦାଜରେ ଖେଳୁଥିବା ପୋଷ୍ଟର୍ ବି ମିଳିଯିବ , ସେମିତି ଶମ୍ଭୁଙ୍କ ଉପରେ ଧୋନୀଙ୍କ ଜାଦୁ ଏପରି ହାବି ହୋଇଛି କି କାନ୍ଥ କେଉଁଠି ଖାଲି ଅଛି ଏହା ପାଇଁ ଆପଣଙ୍କୁ ସମୟ ବାହାର କରିବାକୁ ପଡିବ , ସେମିତି ଶମ୍ଭୁଙ୍କର ଗୋଟିଏ ସ୍ୱପ୍ନ ଅଛି କି ସେ କେବେ ଧୋନୀଙ୍କୁ ଦେଖାକରନ୍ତୁ , ଓ ତାଙ୍କ ରେଷ୍ଟୁରାଣ୍ଟକୁ ଆସିବାକୁ କୁହନ୍ତୁ , ଏହା ଛଡା ଶମ୍ଭୁ ଧୋନୀଙ୍କ ଲମ୍ବା ବାଳର ବହୁତ ବଡ ଫ୍ୟାନ୍ ଅଟନ୍ତି ।

Leave a Reply

Your email address will not be published. Required fields are marked *