February 2, 2025

Odia Express

Leading Odia News Portal of Odisha

ଜାଣନ୍ତୁ ରାଧିକା ମର୍ଚେଣ୍ଟ କି?, ଯିଏ ଅମ୍ବାନୀଙ୍କ ପରିବାରରେ ସବୁବେଳେ ନଜର ଆସନ୍ତି ..

ଦେଶର ସବୁଠାରୁ ବଡ ବିଜନେସ୍ ମ୍ୟାନ୍ ମୁକେଶ ଅମ୍ବାନୀ ଙ୍କ ଝିଅ ଇଶା ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ଦୁହେଁଙ୍କର ବାହା ଘର ହୋଇସାରିଛି , ଗତ ବର୍ଷ ଇଶାଙ୍କ ବିବାହ ହୋଇଥିଲା , ଓ ସେହି ବର୍ଷ ତାହା ରୋୟାଲ୍ ୱେଡିଙ୍ଗ୍ ଥିଲା , ଠିକ୍ ଏହିପରି ତାଙ୍କ ପୁଅ ଆକାଶଙ୍କ ବାହାଘର ବି ହୋଇଥିଲା , ଦୁହେଁ ବାହାଘର ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଥିଲା , କଥା ହେବା ଯଦି ଫଟୋର ତେବେ ଏହି ଦୁହିଁଙ୍କ ବାହାଘରରେ ଗୋଟେ ଝିଅକୁ ବହୁତ ନୋଟିସ୍ କରାଗଲା , ସେଥିଲେ ରାଧିକା ମର୍ଚେଣ୍ଟ, କହିଦେବୁ କି ରାଧିକା ମର୍ଚେଣ୍ଟ, ଦୁହେଁ ବାହାଘରର ଏକ ମୁଖ୍ୟ ଆକର୍ଷଣର କେନ୍ଦ୍ର ଥିଲେ , ଖବରରୁ ଜଣାଯାଏ କି ରାଧିକା, ମୁକେଶ ଅମ୍ବାନୀ ଓ ଛୋଟ ଭାଇ ଅନନ୍ତ ଅମ୍ବାନୀଙ୍କ ଗାର୍ଲଫ୍ରେଣ୍ତ ଅଟେ , ରାଧିକା ଏହି ଫଟୋ ପରେ ମିଡିଆରେ ମୁକେଶ ଅମ୍ବାନୀଙ୍କ ଛୋଟ ବୋହୂ ନାଁରେ ଜଣାଯାଇଥାଏ ।

 

ରାଧିକା ମର୍ଚେଣ୍ଟ ଛୋଟ ବଡ ଫଙ୍କସନ୍ ଓ ଇଭେଣ୍ଟରେ ନଜର ଆସନ୍ତି , ରାଧିକା ଦେଖିବାକୁ ଯେତେ ସୁନ୍ଦର ଦେଖାଯାଆନ୍ତି , ସେତେ ପ୍ରୋଫେସନାଲ୍ ଲାଇଫ୍ ରେ ବି ଅଛନ୍ତି , ରାଧିକା ବିରେନ୍ ଏନ୍ କୋର୍ ହେଲଥ୍ କେୟାର୍ ର ସିଇଓ ଓ ଭାଇସ୍ ଚେୟାର୍ ମ୍ୟାନ୍ ଅଛନ୍ତି , ରାଧିକାଙ୍କ ଗୋଟେ ଭଉଣୀ ଅଞ୍ଜଳି ବି ଅଛି, ଅଞ୍ଜଳୀ ଏହି କମ୍ପାନୀରେ ଡାଇରେକ୍ଟର ଅଛନ୍ତି , କହିଦେବୁ କି ରାଧିକାଙ୍କ ପାଠ ପଢା ଉପରେ ତେବେ ସେ ନ୍ୟୁୟର୍କ ୟୁନିଭରସିଟିରୁ ପଲିଟିକ୍ସ ଓ ଇକୋନୋମିକ୍ସ ରେ ଗ୍ରାଜୁଏସନ୍ କରିଛନ୍ତି , ଯାହାପରେ ସେ ଭାରତ ଫେରି ଆସି ୨୦୧୭ ରେ ଇସପ୍ରଭା ରେ ସେଲ୍ସ ଏକଜ୍ୟୁଭିଟିଭ୍ ହିସାବରେ କାମ କରିଥିଲେ , ଏତିକି ନୁହେଁ ରାଧିକା ମର୍ଚ୍ଚେଣ୍ଟ କେଦାର୍ କଂନ୍ସଲଟେଣ୍ତ ମ୍ ଦେଶାଇ ଆଣ୍ତ ଦିବାନଜୀ , ଓ ଇଣ୍ତିଆ ଫାଷ୍ଟ ପରି କମ୍ପାନୀ ସହ କାମ କରିଛନ୍ତି , କହିଦେବୁ କି ଏହି ମଧ୍ୟରେ ଖବର ଆସୁଛି କି ରାଧିକା ଓ ଅନନ୍ତଙ୍କ ନିର୍ବନ୍ଧ ହୋଇସାରିଛି, କିନ୍ତୁ ପରେ ଅମ୍ବାନୀ ପରିବାର ପ୍ରବକ୍ତା ଏହି କଥାକୁ ମିଛ ପ୍ରଚାର ବୋଲି କହିଛନ୍ତି , କହିଦେବୁ କି ରାଧିକା ମର୍ଚ୍ଚେଣ୍ଟ ବିଜନେସ୍ ମ୍ୟାନ୍ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ଅଟନ୍ତି ।

 

ମର୍ଚ୍ଚାଣ୍ଟ ପରିବାର ମୂଳତଃ ଗୁଜୁରାଟର ବାସିନ୍ଦା ଅଟନ୍ତି , କିନ୍ତୁ ନିଜ ବିଜନେସ୍ ପାଇଁ ସେ ଏବେ ମୁମ୍ବାଇ ସିଫ୍ଟ ହୋଇଯାଇଛନନ୍ତି , ୧୬ ଜାନୁୟାରୀ ୧୯୬୭ ରେ ଜନ୍ମ ବିରେନ୍ ମର୍ଚ୍ଚାଣ୍ଟ ADF ଫୁଡ୍ସ ଲିମିଟେଡ୍ ନାନ୍ ଏକଜ୍ୟୁଭିଟିଭ୍ ଡାଇରେକ୍ଟର ଅଟନ୍ତି , ଏହା ସହ ସେ ବହୁତ କମ୍ପାନୀଗୁଡିକରେ ସିଇଓ ଓ ଭାଇସ୍ ଚେୟାର୍ ମ୍ୟାନ୍ ଅଛନ୍ତି , କହିଦେବୁ କି ମର୍ଚ୍ଚେଣ୍ଟଙ୍କ ପରିବାର କାହାଣୀ ଅମ୍ବାନୀ ପରିବାର ସହ ମେଳ ଖାଉଛି , ଯେଉଁପରି ଧୀରୁ ଭାଇ ଅମ୍ବାନୀ ଏକ ସାଧାରଣ ଟ୍ରେଡର୍ ରୁ ନିଜ ଯାତ୍ରା ଆରମ୍ଭ କରିଥିଲେ , ସେହି ପରି ବିରେନ୍ ମର୍ଚାଣ୍ଟ ବି ବାପା ଅଜିତ୍ କୁମାର ଗୋବର୍ଧନ ମର୍ଚ୍ଚାଣ୍ଟ ଖଟାଓ ସାଧାରଣ ଟ୍ରେଡର୍ ଭଳି ନିଜ ବିଜିନେସ୍ ଆରମ୍ଭ କରିଥିଲେ , ବିରେନ୍ ଙ୍କ ପରିବାରଙ୍କ ବହୁତ କମ୍ପାନୀ ଅଛି ,ଓ ତାଙ୍କ ପୁରା ପରିବାର ବିଜନେସ୍ କରୁଛନ୍ତି ।

 

ବହୁତ କମ୍ପାନୀର ଡାଇରେକ୍ଟର୍ ଓ ଏମ୍ ଡି ଅଛନ୍ତି ବିରେନ୍ ମର୍ଚ୍ଚାଣ୍ଟ ।

୧) ଏନକୋର୍ ନ୍ୟାଚୁରାଲ୍ ପଲିମର୍ସ ପ୍ରାଇଭେଟ୍ ଲିମିଟେଡ୍ ।

୨) ଏନକୋର୍ ପଲିଫ୍ରେକ୍ ପ୍ରାଇଭେଟ୍ ଲିମିଟେଡ୍ ।

୩) ZYG  ଫାର୍ମା ପ୍ରାଇଭେଟ୍ ଲିମିଟେଡ୍ ।

୪) ସାଇ ଦର୍ଶନ ବିଜନେସ୍ ସେଣ୍ଟରର୍ସ ପ୍ରାଇଭେଟ୍ ଲିମିଟେଡ୍ ।

୫) ଏନକୋର୍ ବିଜନେସ୍ ସେଣ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ ।

 

୬) ଏନକୋର୍ ବିଜନେସ୍ ସେଣ୍ଟର୍ସ LLP ରେ ପାର୍ଟନର୍ ଅଛନ୍ତି ।

୭) ଏନକୋର୍ ହେଲଥ୍ କେୟାର୍ ଇଣ୍ଟରନ୍ୟାଶାନାଲ୍ ପ୍ରାଇଭେଟ୍ ଲିମିଟେଡ୍ ହେଲଥ୍ ସୋସିଆଲ୍ ୱାର୍କ ।

୮) ଏନକୋର୍ ହେଲଥ୍ କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ।

Leave a Reply

Your email address will not be published. Required fields are marked *