December 23, 2024

Odia Express

Leading Odia News Portal of Odisha

ଗୋଟେ ସହରରେ ରହି ମଧ୍ୟ ପରିବାର ଠାରୁ ଅଲଗା ରୁହନ୍ତି ଆଲିଆ ଭଟ୍ଟ, ତାଙ୍କ ମା ଜଣାଇଲେ ଏହାର ବଡ କାରଣ – କାରଣ ଜାଣିଲେ ଆପଣ କହିବେ…

ଆଲିଆ ଭଟ୍ଟ ଏପରି ଜଣେ ଅଭିନେତ୍ରୀ ଅଟନ୍ତି ଯିଏକି ଛୁଆବେଳରୁ ଲାଇମ୍ ଲାଇଟ୍ ,କ୍ୟାମେରା, ଷ୍ଟାର୍ ଡମ୍ ଆଦି ଦେଖିଛନ୍ତି , ସେ ୧୮ ବର୍ଷ ବୟସରେ ବଲିଉଡ୍ ରେ ଏଣ୍ଟ୍ରି ନେଇଥିଲେ , କରନ୍ ଜୋହରଙ୍କ ଫିଲ୍ମ ସହ ସେ ସବୁଆଡେ ଲୋକପ୍ରିୟତା ହାସିଲ୍ କରିପାରିଲେ , ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଖାସ୍ ଅଛି ,  ସେ ବଲିଉଡ୍ ରେ ଆଜି ବି ଛୁଆଙ୍କ ପରି ଟ୍ରିଟ୍ କରାଯାଏ , କରନ୍ ଜୋହର୍ ବି ଖାସ୍ କରି ତାଙ୍କୁ କହନ୍ତି କି ସେ ସବୁବେଳେ ଛୁଆ ହୋଇରହିଛନ୍ତି । ଆଲିଆ ଭଟ୍ଟ ଘରେ ସମସ୍ତଙ୍କ ଗେହ୍ଲା ଅଟନ୍ତି , ଖାସ୍ କରି ବାପା ମହେଶ ଭଟ୍ଟ ଓ ବଡ ଭଉଣୀ ପୁଜା ଭଟ୍ଟଙ୍କର , ସେ କେବେ ଫିଲ୍ମ ଓ ଫ୍ୟାସନକୁ ନେଇକରି ଚର୍ଚ୍ଚାରେ ରୁହନ୍ତି ତ କେବେ ନିଜ ଆଇକ୍ୟୁ ପାଇଁ । ଆଜି ଆଲିଆ ଯେଉଁ ସ୍ଥାନରେ ଅଛନ୍ତି ତାଙ୍କର ବଡ ଶ୍ରେୟ ତାଙ୍କ ମା ସୋନୀ ରାଜଦାନଙ୍କୁ ଯାଏ ଯିଏକି ଛୁଆବେଳରୁ ଆଲିଆଙ୍କୁ ସବୁପ୍ରକାରର ସପୋର୍ଟ କରିଛନ୍ତି ,

ଆଲିଆଙ୍କୁ ଅଧିକା ସପୋର୍ଟ କରିବାର ସେତେବେଳେ ଥିଲା ଯେବେ ତାଙ୍କ ପାଦ ମୋଡି ହୋଇଯାଇଥିଲା,  ଏହି କଥା ୨୦୧୨ର କଥା ଅଟେ , ଯେବେ ସେ ପ୍ରଥମ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ପାଇଁ ସୁଟିଙ୍ଗ୍ କରୁଥିଲେ , ତାଙ୍କର ଗୋଡରେ ପ୍ଲାଷ୍ଟର୍ ଲାଗିଥିଲା,  ସେ ଚାଲି ପାରୁନଥିଲେ , ସେହି ସମୟରେ ତାଙ୍କ ମା ହିଁ ତାଙ୍କର ଦେଖାଶୁଣା କରିଥିଲେ । କିନ୍ତୁ ଏହି କିଛି ଦିନ ହେବ ଆଲିଆ ଭଟ୍ଟଙ୍କର ଏକ ବଡ ଖବର ସାମ୍ନାକୁ ଆସିଛି , ଯାହାକୁ ମା ସୋନୀଙ୍କ କହିବା କଥା କି ଆଲିଆ ଏବେ ଆମ ପାଖରେ ନୁହେଁ ବରଂ ନିଜ ଅଲଗା ଘର ନେଇ ସାରିଛି , କାରଣ ତାଙ୍କୁ ଟିକିଏ ପ୍ରାଇଭେସି ଓ ସ୍ପେସ୍ ଦରକାର୍ ଥିଲା,  ଯାହା ଭୁଲ୍ ନୁହେଁ ,

ଏଥିପାଇଁ ଆଲିଆ ଏହି ଫଇସଲାକୁ ଭୁଲ୍ ବୁଝନ୍ତି ନାହିଁ , ସୋନୀଙ୍କ କହିବା କଥା କି ସେ କାମକୁ ନେଇକରି ବହୁତ ମିଟିଙ୍ଗ୍ସ ଆଟେଣ୍ତ କରନ୍ତି , ଏହା ଛଡା ସେ ବହୁତ ଫ୍ରେଣ୍ତ ବି ଅଛନ୍ତି , ଯିଏ ଘରକୁ ଆସନ୍ତି । ଆଲିଆଙ୍କ ମା ଏହା ବି କହିଲେ କି ଆମର ସଂମ୍ପର୍କ ବହୁତ ଭଲ ହୋଇଯାଈଛି , ସେ ସେମିତି ଆମ ଠାରୁ ଦୁରରେ ଅଛି , କିନ୍ତୁ ସବୁ ଦିନ ଚାହା ପିଇବା ଓ ଘଣ୍ଟା ଘଣ୍ଟା ଧରି ଗପ କରିବା , ଏହି ସବୁ ଜିନିଷକୁ ଆଲିଆ କେବେ ଭୁଲନ୍ତି ନାହିଁ , ଆଲିଆଙ୍କ ଚୁଲବୁଲିପଣ ସମସ୍ତଙ୍କୁ ମନେ ପଡେ , ଆଲିଆ ଛୁଆବେଳରୁ ମଜାଳିଆ ଓ ଚୁଲବୁଲିଥିଲେ ,

ଆଲିଆଙ୍କ ମା କହିଲେ କି ଆଲିଆ କେବେ କେବେ ନିଜ କଥା କେବେ ଲୁଚାଉନଥିଲେ , ସେ ଯେଉଁଠି ବି ଡେଟିଙ୍ଗ୍ କିମ୍ବା ରୋମାନ୍ସ କରୁଥିଲେ ମୋତେ ସେହି କଥା ସେୟାର୍ କରୁଥିଲେ,  ଏଥିପାଇଁ ମିଡିଆ ରିପୋର୍ଟରେ ତାଙ୍କର ଆଫେୟାର୍ସ ଖବର ପଢିକରି ମୋତେ ଆଶ୍ଚର୍ଯ୍ୟ ଲାଗେ ନହିଁ , ବରଂ ହସ ଆସେ କାରଣ ସେ ଯାହା ବି କଲେ ମୋତେ ପ୍ରଥମ କହିଥାଏ , ଏମିତି ନୁହେଁ କି ସେ ମୋର ଝିଅ ଓ ମୁଁ ତା ବିଷୟରେ କହି ପ୍ରଶଂସା କରୁଛି , ସେ ସବୁବେଳେ ଚାଲାକ୍ ଥିଲେ  ।

Leave a Reply

Your email address will not be published. Required fields are marked *