December 23, 2024

Odia Express

Leading Odia News Portal of Odisha

ଘରେ ଚୁପ୍ ଚାପ୍ ରଖିଦିଅନ୍ତୁ ଏହି ଗୁଜୁରାତି , ହେବ ଏତେ ଧନ ଲାଭ କି ଦେଖିକରି ହୋଇଯିବେ ଚକିତ…

ଏହା ଆମେ ସମସ୍ତେ ଜାଣିଛେ କି ଆମେ ମାନେ ଗୁଜୁରାତିର ବ୍ୟବହାର ଖାଦ୍ୟରେ ସ୍ୱାଦ ବଢାଇବାପାଇଁ କରିଥାଉ , ଏହା ଛଡା ଧାର୍ମିକ ଶାସ୍ତ୍ରରେ ଏହାର ବ୍ୟବହାର ପ୍ରସାଦ ବନାଇବାପାଇଁ ବି କରାଯାଏ , ଓ ପ୍ରାଚୀନ କାଳରେ ଲୋକେ ଏହାକୁ ନାନାପ୍ରକାରର ଔଷଧୀରୁପରେ ବ୍ୟବହାର କରିଆସୁଛନ୍ତି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯଦି ଆପଣ ଲୋକ ମାନେ ୍ଗୁଜୁରାତି ସହ ନିଜ ଜୀବନରେ କିଛି ଉପାୟ କରିବେ ତେବେ ଏହା ଆପଣଙ୍କ ଜୀବନରେ ଅଧିକା ସୁଖ ଓ ସମୃଦ୍ଧି ବାସ କରିବ , ଆଜି ଆମେ ଆପଣଙ୍କୁ ଗୁଜୁରାତି ସହ ଏମିତି ଏକ ଉପାୟ କହିବାକୁ ଯାଉଛୁ , ଯାହାକୁ ବ୍ୟବହାର କରିଲେ ଆପଣଙ୍କ ଘରେ ଖୁସି ବାସ କରିବ ।

ହଁ ଆଜ୍ଞା ଏହି ଉପାୟ କରିବା ସମୟରେ ଏହି କଥାକୁ ଧ୍ୟାନ ରଖିବେ କି ଏହାକୁ  କେହି ଯେପରି ନ ଦେଖନ୍ତି , ଏହି ଉପାୟ ଅନୁସାରେ ଆପଣଙ୍କୁ ଏକ ଗୁଜୁରାତି ନେବାର ଅଛି , ଏହାପରେ ଆପଣଙ୍କୁ ଠାକୁର ଘରେ ବସିବାର ଅଛି , ଓ ନିଜ ଦୁଇ ହାତ ଯୋଡି ଆପଣଙ୍କୁ ଏହି ମନ୍ତ୍ର ଜପ କରିବାର ଅଛି , ଓଁ ଶ୍ରୀ ଶ୍ରିୟେ ନମହ୍ ଏହା ସହ ଆପଣଙ୍କୁ କହିଦେବୁ କି ଏହି ମନ୍ତ୍ରର ଜପ ଆପଣଙ୍କୁ ୧୦୮ ଥର ଏକ ମାଳା ନେଇ ଜପ କରିବାର ଅଛି , ଏହା ଛଡା ଏହି କଥାକୁ ଧ୍ୟାନ ରଖିବେ କି ଏହି ମନ୍ତ୍ରର ଜପ କରୁଥିବା ସମୟରେ ଆପଣଙ୍କୁ କେହି ବି ହଇରାଣ ନ କରନ୍ତି ।

ଜପ କରିବାପରେ ଏହି ଗୁଜୁରାତିକୁ ମୁଠି ବନ୍ଦ କରି ଘରର ଭିତରେ ସାତଥର ଚକ୍କର ଲଗାନ୍ତୁ , କହିଦେବୁ କି ଘରର ସାତଥର ଚକ୍କର ମାରିବାପରେ ଆପଣଙ୍କୁ ଆଉଥରେ ଠାକୁର ଘର ଆସି ବସିବାର ଅଛି , ଏହାପରେ ଏକ ଲାଲ୍ କପଡା ନେବାର ଅଛି , ଯଦି ଚାହିଁବେ ତେବେ ପୁରୁଣା କପଡା ନେଇପାରିବେ , କିନ୍ତୁ ଏହି ଲାଲ୍ ରଙ୍ଗର କପଡା ହେବା ଦରକାର,  ଏହାପରେ ସେହି ଗୁଜୁରାତିକୁ ଏହି ଲାଲ ରଙ୍ଗର କପଡାରେ ଗୋଡାଇଦେବେ ,  ଓ ଏକ ପୁଟୁଳି ବନାଇଦେବେ , ଏହାଛଡା ଏହି ପୁଟୁଳିରେ ବାନ୍ଧିବାପରେ ଏକ ଲାଲ୍ ଫିତା ବ୍ୟବହାର କରିବାର ଅଛି ।

ଏହାପରେ ଏହି ପୁଟୁଳିକୁ ଏମିତି ଏକ ଜାଗାରେ ରଖନ୍ତୁ , ଯେଉଁଠି କେହି ଯିବା ଆସିବା କରୁନଥିବେ , ମାନେ କେହି ବି ଦେଖିନପାରନ୍ତି , ଏହା ଆପଣ ଯେକୌଣସି ଦିନ ଯେ କୌଣସି ସମୟରେ କରିପାରିବେ , କିନ୍ତୁ ଏହି ଉପାୟ କରିଲା ବେଳେ ଗୋଟିଏ କଥା ଧ୍ୟାନ ରଖିବେ କି ଏହାର ବ୍ୟବହାର କରିବାର ୨୧ ଦିନ ପରେ ଏହାକୁ ଉଠାଇ ପାଣିରେ ବିସର୍ଜିତ କରିବାର ଅଛି , ଯଦି ଆପଣଙ୍କ ଆଖପାଖରେ ପାଣିନଥିବ ତେବେ କେଉଁ ଗଛର ତଳେ ଏହାକୁ ପୋତିପାରିବେ , ସେ ଅଶ୍ୱତଥ ଗଛ ହେବ ଯଦି ଆହୁରି ଭଲ ।

Leave a Reply

Your email address will not be published. Required fields are marked *